ଜ୍ୟୋତିଷ

ଦୁଇଟି ଫୁଲ ମଧ୍ୟରୁ ବାଛନ୍ତୁ ଗୋଟିଏ ଫୁଲ ଆଉ ଜାଣନ୍ତୁ ଆପଣଙ୍କ ଆଗାମୀ ଦିନ କେମିତି କଟିବ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜୀବନରେ କିଛି ନା କିଛି ସମସ୍ଯା ଆସିଥାଏ। ସବୁ ସମସ୍ୟାକୁ ସାମ୍ନା କରିବା ବହୁତ କଷ୍ଟ ହୋଇଥାଏ। ସମସ୍ତ ମନୁଷ୍ୟ ନିଜ ଭବିଷ୍ୟତକୁ ନେଇ ବହୁତ ଚିନ୍ତାରେ ରହିଥାନ୍ତି। ଭବିଷ୍ୟତରେ କଣ ହେବ, କଣ କରିବେ ଭବିଷ୍ୟତରେ।
ଶୁଭ ରହିବା ନା ଅଶୁଭ ରହିବ ଏପରି ଅନେକ। ସମସ୍ତେ ଚାହିଁଥାନ୍ତି ସୁନ୍ଦର ଭବିଷ୍ୟତ ଗଢିବା ପାଇଁ। ସୁନ୍ଦର ଭବିଷ୍ୟତ ଗଢିବା ପାଇଁ ବହୁତ ଚେଷ୍ଟା ମଧ୍ୟ କରିଥାନ୍ତି। ଆପଣଙ୍କ ଭବିଷ୍ୟତ ଜାଣିବା ପାଇଁ ପ୍ରଥମେ ଏହି ଦୁଇଟି ମନ୍ଦର ମଧ୍ୟରୁ କୌଣସି ଗୋଟିଏ ମନ୍ଦର ବାଛନ୍ତୁ।
Special report
1- ହଳଦିଆ ରଙ୍ଗର ମନ୍ଦାର ଫୁଲ : ଯଦି ଆପଣ ହଳଦିଆ ରଙ୍ଗର ମନ୍ଦାର ଫୁଲ ବାଛିଛନ୍ତି ତେବେ ଆପଣଙ୍କ ପାଇଁ ଶୁଭ ସମୟ ଆସି ଗଲାଣି। ସମସ୍ତ ବ୍ଯାକୁଳତା ଦୂର ହେବ। ଏସବୁ ଆପଣଙ୍କ ଜାତକର ମନ୍ଦ ଦଶା କାରଣରୁ ହେଉଥିଲା। ଗୃହ ଉପକରଣ ନଷ୍ଟ ହୋଇ ଯାଉଛି।
କିଛି କାରଣ ନ ଥାଇ ବି ଆପଣ ଦୋଷୀ ହେଉଛନ୍ତି। ଭୁଲ ନଥାଇ ବି ସାଙ୍ଗ ମାନେ ଆପଣଙ୍କୁ ଭୁଲ ବୁଝୁଛନ୍ତି। ବର୍ତ୍ତମାନ ଆପଣ ଇଷ୍ଟ ଦେବଙ୍କର ପୂଜା କରନ୍ତୁ। ଶାନ୍ତି ବିଧାନ ପାଇଁ ଦେବା ଦେବୀଙ୍କ ପୂଜା କରନ୍ତୁ। ଦୂରେଇ ଯାଇଥିବା ବନ୍ଧୁ ଆପଣଙ୍କ ପାଖକୁ ଫେରି ଆସିବେ।
ଅଫିସରେ ଯାହା ଠିକ ନ ଥିଲା ବି ଠିକ ହୋଇଯିବ। ଯାହା ଚିନ୍ତା କରିବେ ସେଥିରେ ସଫଳତା ପାଇବେ। ପ୍ରତେକ କଥାରେ ମିଛ କହିବା ଆପଣଙ୍କର ଅଭ୍ଯାସ ହୋଇ ଗଲାଣି। ଆପଣଙ୍କର ଇଷ୍ଟ ଦେବ ହନୁମାନ ଅଟନ୍ତି।
Special report
2- ନାଲି ରଙ୍ଗର ମନ୍ଦାର ଫୁଲ : ଆପଣଙ୍କୁ ନାଲି ମନ୍ଦାର ଫୁଲ ଅଧିକ ପସନ୍ଦ ଆସିଥିଲେ ଆପଣଙ୍କର ପାପ ଦଶା ଦୂର ହୋଇ ଶୁଭ ଫଳ ଆସୁଛି। ବର୍ତ୍ତମାନ ଆପଣ ଯେଉଁ ବ୍ୟୟ ଭାର କରୁଛନ୍ତି ତାହା କମିଯିବ। ଆର୍ଥିକ ସମସ୍ୟରେ ଉନ୍ନତି ଆସିବ।
ଆପଣଙ୍କ ମନରେ ପ୍ରବଳ ଆତଙ୍କ ଦେଖା ଯାଇଛି। ଆପଣ କୋଷ୍ଠ କାଠିନ୍ଯ ରୋଗରେ ପୀଡିତ ଅଛନ୍ତି। ଜାତକରେ ବହୁତ ଦୁଃଖ ଥିଲା। ଯେଉଁ ବି କାର୍ଯ୍ୟ କରୁଥିଲେ ସେଥିରେ ସଫଳ ହୋଇପାରୁ ନଥିଲେ। ଆପଣଙ୍କୁ ସେଥିରେ କିଛି ଲାଭ ମିଳୁ ନଥିଲା।
ଆପଣଙ୍କର ଚିଡିଚିଡା ସ୍ଵଭାବ କାରଣରୁ ଆପଣଙ୍କ ସାଥି ଅସନ୍ତୁଷ୍ଟ ଅଛନ୍ତି। ଆପଣନ ୭ ଦିନ ମଧ୍ୟରେ ଖାଦ୍ୟ ପଦାର୍ଥ ଦାନ କରନ୍ତୁ। ପ୍ରତେକ କାମକୁ ଆପଣ ଡେରି ରେ କରିଥାନ୍ତି। ଯାହାପାଇଁ ଆପଣ ଜୀବନରେ ଦୁଃଖ ରେ ରହୁଛନ୍ତି। ଯଦି ଏପରି କରୁଛନ୍ତି ଏଥିପ୍ରତି ସତର୍କ ରୁହନ୍ତୁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button