ମନୋରଞ୍ଜନ

ବାଛନ୍ତୁ ୩ଟି ମଧ୍ୟରୁ ଗୋଟିଏ ଘଡି ଆଉ ଜାଣନ୍ତୁ ଭଗବାନଙ୍କ କୃପାରୁ କେବେଠାରୁ ଆରମ୍ଭ ହେବ ଆପଣଙ୍କର ଭଲ ସମୟ

ଆମ ଭାରତରେ ରହୁଥିବା ଅଧିକାଂଶ ବ୍ୟକ୍ତି ଜ୍ୟୋତିଷ ଶାସ୍ତ୍ର ଉପରେ ଅଧିକ ବିଶ୍ୱାସ ରଖିଥାଆନ୍ତି ପୁଣି ଜୀବନର ଅଧିକାଂଶ ସମସ୍ୟା ମନୁଷ୍ୟ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଥିବା ଉପାୟ ଦ୍ୱାରା ସେମାନେ ସେମାନଙ୍କର ସମସ୍ୟାର ସମାଧାନ କରିଥାଆନ୍ତି।
ଏହା ବ୍ୟତୀତ ମନୁଷ୍ୟ ନିଜ ଭାଗ୍ୟ ଭବିଷ୍ୟ ବିଷୟରେ ଜାଣିବା ପାଇଁ ମଧ୍ୟ ଜ୍ୟୋତିଷ ଶାସ୍ତ୍ରର ସାହାରା ନେଇଥାଆନ୍ତି।ତେଣୁ ଆଜି ଆମେ ଆପଣଙ୍କୁ ଦେଖାଉଥିବା ତିନୋଟି ଘଣ୍ଟା ମଧ୍ୟରୁ ଗୋଟିଏ ଘଣ୍ଟାକୁ ବାଛି ନିଜ ଭବିଷ୍ୟତ ବିଷୟରେ କିପରି ଜାଣିବେ
Gh
ସେହି ବିଷୟରେ ଆମେ ଆଲୋଚନା କରିବା ବନ୍ଧୁଗଣ ଦିଆଯାଇଥିବା ତିନୋଟି କଳସ ମଧ୍ୟରୁ ଭଗବାନଙ୍କ ନାମ ନେଇ ବାଛନ୍ତୁ ଗୋଟିଏ ଘଣ୍ଟା ଏବଂ ଜାଣନ୍ତୁ ନିଜ ଭାଗ୍ୟରେ ସବୁ କଣ ଲେଖା ଅଛି।
୧- ଯଦି ଏକ ନମ୍ବର ସଂଖ୍ୟାଟିକୁ ବାଛିଛନ୍ତି ତେବେ କଣ କହୁଛି ସେ ଆପଣଙ୍କ ବିଷୟରେ ଆପଣ ବହୁତ ବାଧା ବିଗ୍ନ ଦେଇ ଗତି କରି ବର୍ତ୍ତମାନ ଫଳ ସମାଧାନ ନିମନ୍ତେ ଏଠାରେ ପ୍ରଶ୍ନ କରି ଅଛନ୍ତି ଯେତେ ଚେଷ୍ଟା କଲେ ମଧ୍ୟ ଆପଣ ଯେଉଁ ବିପଦରେ ପଡ଼ିଛନ୍ତି ତାହାର ସମାଧାନ କରି ପାରୁ ନାହାଁନ୍ତି
Gg
କେତେ ବର୍ଷ ହେଲା ଆପଣ ସେହି କଥାକୁ ନେଇ ନାନା ଚିନ୍ତା ବିଗ୍ନ ଦେଇ ଆପଣଙ୍କର ଅସୁବିଧା ଘଟୁଛି। ବର୍ତ୍ତମାନ ଦଶା ଆପଣଙ୍କୁ ନ୍ୟୁନ ମନ୍ଦ ଫଳ ଦେଉଅଛି ଆପଣ ଯେଉଁ ସମସ୍ୟାରେ ଅଛନ୍ତି ତାହାର ସମାଧାନ କେବେ ହେବ।
୨- ଦ୍ୱିତୀୟ ସଂଖ୍ୟା ଟିକୁ ବାଛିଛନ୍ତି ତେବେ ଜାଣନ୍ତୁ ଆପଣ ଭଲ ସମୟରେ ଆପଣ ଆପଣଙ୍କ ପ୍ରଶ୍ନର ଉତ୍ତର ପାଉଛନ୍ତି ।ଆପଣ ଚାହଁଥିବା ବିଚ୍ଛେଦ ଯୋଗ ଆପଣଙ୍କ ପାଇଁ ଭଲ ହେବ ନାହିଁ ବୃତ୍ତି କ୍ଷେତ୍ରରେ ଯେଉଁ ସ୍ୱଳ୍ପ ଆୟ ଦେଖାଦେଇଛି।
Hh
ତାହାର ଉନ୍ନତି ଆଗାମୀ ସାତ ମାସ ଭିତରେ ହେବାରେ ଅଛି ଆପଣ ଏ ବିଷୟକୁ ନେଇ ଆଉ ଚିନ୍ତାରେ ରୁହନ୍ତୁ ନାହିଁ ଆପଣଙ୍କ ଭଲ ସମୟ ଆପଣଙ୍କ ସାମ୍ନାରେ ଛିଡ଼ା ହୋଇଛି।
୩- ଆପଣ ଯଦି ତିନି ନମ୍ବର ସଂଖ୍ୟା ଟିକୁ ବାଛିଛନ୍ତି ତେବେ ଜାଣନ୍ତୁ ତେବେ ଆପଣଙ୍କ କୁଣ୍ଡଳିର ପ୍ରଶ୍ନ ଭବିଷ୍ୟ ଏହା କହୁଛି ଯେ ଆପଣ ଚିନ୍ତାରେ ଥାଇ ବହୁ ମୂଲ୍ୟବାନ ସମୟ ନଷ୍ଟ କରୁଛନ୍ତି କାର୍ଯ୍ୟରେ ପରାଧିନତା ଦେଖାଦେଇଛି ବହୁ ଯତ୍ନ ପୂର୍ବକ କାର୍ଯ୍ୟ କରୁଥିବା ବେଳେ ଅଯଥା ବିପଦରେ ପଡ଼ି ଯାଇଛନ୍ତି
ରାଜତ୍ଵ ରେ ଆପଣଙ୍କ ପାଇଁ ଯେଉଁ ଭଳି ସମ୍ମାନ ଥିଲା ବର୍ତ୍ତମାନ ଆପଣ ସେ ସମ୍ମାନ ରୁ ବଞ୍ଚିତ ହୋଇଗଲାଣି ଯାହା ଆପଣଙ୍କ ଦୁଃଖ ଥିଲା ତାହା ଏବେ ସୁଖରେ ପରିଣତ ହେବାକୁ ଯାଉଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button