ସ୍ୱାସ୍ଥ୍ୟ

ଏସବୁ ରୋଗର କେବଳ ଗୋଟିଏ ସମାଧାନ ଧଣିଆ ପତ୍ର ଦେଖନ୍ତୁ କେମିତି

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଧନିଆ ପତ୍ର ନାଟି ଯେମିତି ଖାଇବାକୁ ମଧ୍ୟ ସେମିତି ଭଲଲାଗିଥାଏ। ଏହାର ବାସ୍ନା ମଧ୍ୟ ବେଶ୍ ଭଲ ।ଏଥିରେ କିଛି ପରିମାଣରେ ପୋଟାସିୟମ୍, ଫସଫରସ୍, କ୍ୟାଲସିୟମ୍, ଥାୟାମିନ୍, ନାୟାସିନ୍ ଏବଂ
କ୍ୟାରୋଟିନ୍ ମଧ୍ଯ ରହିଛି ରହିଛି।ତେବେ ଆପଣ ଜାଣିଛନ୍ତି କି ଧନିଆ ପତ୍ରର ଉପକାରୀ ଗୁଣ ବିଷୟ, ଯଦି ଜାଣିନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ । ଏହି ସବୁ ବଡ ବଡ ରୋଗକୁ ବି ଦୂର କରିଥାଏ ଏହି ଧନିଆ ପତ୍ର।
୧. ପ୍ରତିଦିନ ଧନିଆ ପତ୍ର ଖାଇବା ଦ୍ୱାରା ଆସ୍ଥମା ରୋଗ ଦୂର ହୋଇଥାଏ । ଆସ୍ଥମା ରୋଗୀମାନେ ଧନିଆ ପତ୍ର ଏବଂ ମିଶ୍ରିକୁ ଭଲ ଭାବରେ ବାଟି ଗୋଟେ ଚାମଚ ଧନିଆ-ମିଶ୍ରି ବଟାରେ ଚାଉଳ ପାଣି ମିଶାଇ ପିଇବା ଉଚିତ୍।
୨. ଏହା ମଧୁମେହ ରୋଗୀଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଏହା ଇନସୁଲିନ କ୍ଷରଣକୁ ଉତ୍ତେଜିତ କରିଥାଏ ଏବଂ ବ୍ଲଡ୍ ସୁଗାର ମାତ୍ରାକୁ କମ୍ କରିଥାଏ। ଧନିଆପତ୍ର ଆଲଝିମର୍ ରୋଗୀଙ୍କ ପାଇଁ ମଧ୍ୟ ଉପକାରୀ ଅଟେ।
Special Report
୩. ଧନିଆରେ ଭିଟାମିନ ଏର ପରିମାଣ ଅଧିକ ରହିଥାଏ, ଯାହା ଆଖି ପାଇଁ ଖୁବ୍‌ ଭଲ। ଯେଉଁ ପିଲାମାନଙ୍କୁ କମ ବୟସରୁ ଦେଖିବାରେ ଅସୁବିଧା ହୋଇଥାଏ, ସେମାନଙ୍କୁ ଧନିଆ ଖାଇବା ଅତ୍ୟନ୍ତ ଆବଶ୍ୟକ।
୪.ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଫୁସଫୁସ ଏବଂ ଦାନ୍ତଗହ୍ବର କର୍କଟ ପାଇଁ ଉପାଦେୟ ଅଟେ। ଏହା ଆର୍ଥରାଇଟିସ୍ ଭଳି ଜ୍ବାଳା ସୃଷ୍ଟି କରୁଥିବା ରୋଗ ପାଇଁ ଲାଭଦାୟକ ହୋଇଥାଏ।
୫. ଧନିଆ ପତ୍ର ଶରୀରର ଥକାପଣ ଦୂର କରିଥାଏ। ଯଦି ଆପଣଙ୍କୁ ଥକା ଲାଗୁଛି ବା ମୁଣ୍ଡ ବୁଲାଉଛି, ତେବେ ଧନିଆ ଜୁସ୍‌ ସକାଳେ ଏବଂ ରାତିରେ ପିଅନ୍ତୁ। ଏହି ଜୁସ୍‌ ତିଆରି କରିବା ପାଇଁ ଧନିଆ ସହ କିଛି ମିଶ୍ରି ଏବଂ ପାଣି ମିଶାନ୍ତୁ।
୬. ପ୍ରତିଦିନ ଧନିଆ ଖାଇବା ଦ୍ୱାରା ପେଟ ଓ ଗ୍ୟାସଜନିତ ସମସ୍ୟା ଦୂର ହୋଇଥାଏ। ଧନିଆକୁ ଲସି ସହ ମିଶାଇ ପିଇବା ଦ୍ୱାରା ପେଟ ସମସ୍ୟା ଦୂର ହୋଇଥାଏ ।
୭.ଧନିଆପତ୍ର ପାଟିରେ ହୋଇଥିବା ଘା ପାଇଁ ଉପଯୋଗୀ ଅଟେ। ଏହା ଦୃଷ୍ଟିଶକ୍ତିକୁ ମଧ୍ୟ ପ୍ରଖର କରିଥାଏ। ଧନିଆପତ୍ର ଖାଇବା ଦ୍ବାରା ଆଖିଧରାରୁ ଉପଶମ ମିଳିଥାଏ।
୮.ଏହା ମହିଳାମାନଙ୍କର ଋ-ତୁ-ସ୍ରା-ବ ଚକ୍ର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ସ୍ନାୟୁଗତ ସମସ୍ୟା ପାଇଁ ମଧ୍ୟ ଉପଯୁକ୍ତ ହୋଇଥାଏ। ଏହା ସ୍ମରଣଶକ୍ତି ବଢ଼ାଇଥାଏ।
୯. ଧନିଆପତ୍ର ହାନିକାରକ କୋଲେଷ୍ଟ୍ରୋଲର ମାତ୍ରାକୁ କମ୍ କରି ଲାଭଦାୟକ କୋଲେଷ୍ଟ୍ରୋଲର ମାତ୍ରାକୁ ବଢ଼ାଇଥାଏ। ତେଣୁ ହଜମ ପ୍ରକ୍ରିୟାପାଇଁ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ ।
୧୦. ଧନିଆ ପତ୍ର ଜୁସ୍ ଓଜନ ହ୍ରାସ ପାଇଁ ମଧ୍ଯ ବେଶ୍ ସହାୟକ ହୋଇଥାଏ ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button