ବନ୍ଧୁଗଣ ଆମେ ସବୁ ଜାଣିଛୁ ବ୍ଯକ୍ତିର ରାଶି ମାଧ୍ୟମରେ ତାର ଆଗାମୀ ଭବିଷ୍ୟତ ବିଷୟରେ ଜଣା ପଡିଥାଏ । ବ୍ୟକ୍ତି ଜୀବନରେ ସଫଳତା ପାଇବା କି ନାହିଁ ତାହା ତାର ଜନ୍ମ କୁଣ୍ଡଳୀ ଓ ରାଶି ର ଆଧାରରେ ଜଣା ପଡିଥାଏ । କିନ୍ତୁ ନାମର ପ୍ରଥମ ଅକ୍ଷର ମଧ୍ୟ ବହୁତ କିଛି କହିଥାଏ । କୌଣସି ବ୍ଯକ୍ତିର ନାମର ପ୍ରଥମ ଅକ୍ଷର ଦ୍ଵାରା ତାର ସ୍ଵଭାବ ଓ ବ୍ୟକ୍ତିତ୍ବ ବିଷୟରେ ଜଣା ପଡିଥାଏ । ନାମର ପ୍ରଥମ ଅକ୍ଷର ବ୍ୟକ୍ତି ଜୀବନରେ ଗଭୀର ପ୍ରଭାବ ପକାଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ଭାଗ୍ୟଶାଳୀ ପୁରୁଷଙ୍କୁ କେଉଁ 3ଟି ନାମର ସ୍ତ୍ରୀ ମିଳିଥାନ୍ତି । 1- R ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ R ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ହୃଦୟ ରୁ ବହୁତ ଭଲ ହୋଇଥାନ୍ତି । ଏମାନଙ୍କର ମଧୁର ବାଣୀ ଦ୍ଵାରା ଲୋକ ମାନଙ୍କୁ ନିଜ ଆଡକୁ ଆକର୍ଷିତ କରିଥାନ୍ତି । ଏହି ନାମର ଝିଅ ମାନଙ୍କୁ ଯେଉଁ ପୁଅ ବିବାହ କରିଥାନ୍ତି ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ନିଜ ସ୍ବାମୀଙ୍କୁ ବହୁତ ଅଧିକ ଭଲ ପାଇଥାନ୍ତି । ନିଜ ସାଥିଙ୍କ ଖୁସି ପାଇଁ କିଛି ବି କରିବାକୁ ପ୍ରସ୍ତୁତ ରହିଥାନ୍ତି । ଏହି ନାମାର ଝିଅ ଙ୍କୁ ବିବାହ କରିବା ଭାଗ୍ୟ ରେ ଥିଲେ ମିଳେ । You may like इन वीनर्स के साथ पाएं एक मनमोहक मुस्कान, किफायती दाम पर उपलब्ध Lumident Veneers आयुर्वेदिक गुणों का खज़ाना, ये आसानी से पुरुष शक्ति बढ़ाए Vigorman असहनीय कमर दर्द से 7 दिन में राहत पाने का नेचुरल फॉर्मूला Alpha Pain Relief असहनीय घुटने के दर्द से जुझ रहे हैं? सिर्फ इसे आजमाऐं Alpha Pain Relief Oil 2- S ନାମର ଝିଅ ମାନେ : ଏହି ନାମରୁ ଆରମ୍ଭ ହେଉଥିବା ଝିଅ ମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏମାନଙ୍କର ହୃଦୟ ବି କୋମଳ ହୋଇଥାଏ । ଏମାନେ ଯେଉଁ ମାନଙ୍କୁ ବିବାହ କରିଥାନ୍ତି ସେମାନେ ଭାଗ୍ୟବାନ ସାବ୍ୟସ୍ତ ହୋଇଥାନ୍ତି । ଏହି ନାମର ଝିଅ ମାନେ ଜୀବନ ସାଥିଙ୍କ ପ୍ରତି ବିଶ୍ଵସ୍ତ ହୋଇଥାନ୍ତି । ଏମାନେ କେବେ ଧୋକା ଦିଅନ୍ତି ନାହିଁ । ଏମାନେ ପ୍ରତେକ ଟି କଥା ନିଜ ସାଥିଙ୍କ ସହ ସେୟାର କରିଥାନ୍ତି । ଯଦି ଆପଣଙ୍କ ଲାଇଫରେ ଏମିତି ନାମର ଝିଅ ମାନେ ଅଛନ୍ତି ତେବେ ଆପଣ ନିଶ୍ଚୟ ଭାଗ୍ୟଶାଳୀ ଅଟନ୍ତି । More Cool Stuff इन वीनर्स के साथ पाएं एक मनमोहक मुस्कान, किफायती दाम पर उपलब्ध Lumident Veneers आयुर्वेदिक गुणों का खज़ाना, ये आसानी से पुरुष शक्ति बढ़ाए Vigorman असहनीय कमर दर्द से 7 दिन में राहत पाने का नेचुरल फॉर्मूला Alpha Pain Relief असहनीय घुटने के दर्द से जुझ रहे हैं? सिर्फ इसे आजमाऐं Alpha Pain Relief Oil 3- P ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ P ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ରାଗି ସ୍ଵଭାବର ହୋଇଥାନ୍ତି । କିନ୍ତୁ ବହୁତ ଜଲ୍ଦି ଏମାନେ ମାନି ଯାଇଥାନ୍ତି । ଏମାନଙ୍କୁ ଜୀବନ ସାଥି ବହୁତ କଷ୍ଟ ରେ ମିଳିଥାଏ । ଏମାନେ ନିଜ ସାଥୀଙ୍କୁ ନିଜ ଠାରୁ ଅଧିକ ଭଲ ପାଇଥାନ୍ତି । ଏମାନଙ୍କର ଲକ୍ଷ୍ୟ ବହୁତ ମଜବୁତ ହୋଇଥାଏ । ଏମାନେ ନିଜ ସାଥିଙ୍କ ସହ ପରିବାର ର ମଧ୍ୟ କେୟାର ନେଇଥାନ୍ତି । ଏମାନେ ଯେବେ କାହାକୁ କଥା ଦେଇଥାନ୍ତି ତାହା ନିଶ୍ଚୟ ପୂରଣ କରନ୍ତି । ଏମାନେ ଜୀବନ ସାଥିଙ୍କ ଖୁସି ପାଇଁ ଯଥା ସମ୍ଭବ ଚେଷ୍ଟା କରିଥାନ୍ତି । ଏମାନେ ନିଜ ସ୍ବାମୀଙ୍କ ପ୍ରତେକ ଜିନିଷ ର କେୟାର ନେଇଥାନ୍ତି । ତେଣୁ କୁହାଯାଏ ଏହି ନାମର ଝିଅ ଙ୍କୁ ବିବାହ କରିବା ବହୁତ କିସ୍ମତ ର କଥା ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିଇ କିଛି ଖାଦ୍ୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଖାଇ ଆପଣ ନିଜ ଶରୀରରୁ କ୍ୟାଲସିୟମର ଅଭାବ ଦୂର କରିପାରିବେ । ଏହା ଦେଖାଯାଇଛି କି ଯେଉଁ ଲୋକଙ୍କ ଶରୀରରେ କ୍ୟାଲସିୟମର ଅଭାବ ରହିଥାଏ ତାଙ୍କ ଠାରେ ଭିଟାମିନ-ଡି3, ବି-12, ହିମୋଗ୍ଲୋବିନର ଅଭାବ ପରିଲକ୍ଷିତ ହୋଇଥାଏ ।
ଆମେ ସବୁ ଜାଣିଛୁ ସୁସ୍ଥ ଦାନ୍ତ ଓ ମଜବୁତ ହାଡ ପାଇଁ କ୍ୟାଲସିୟମ କେତେ ଜରୁରୀ ହୋଇଥାଏ । ଶରୀରର ଖାଦ୍ୟ ପୋଷାକକୁ ସଠିକ ରୂପେ କାର୍ଯ୍ୟକାରୀ କରିବାକୁ କ୍ୟାଲସିୟମର ଆବଶ୍ୟକତା ହୋଇଥାଏ । ଭୋଜନରୁ ସଠିକ ପରିମାଣର କ୍ୟାଲସିୟମ ନ ମିଳେ ତେବେ ଅସ୍ଥି କମ୍ଜୋର ହେବାକୁ ଲାଗେ । ଏବେ ଆସନ୍ତୁ ଜାଣିବା ସେହି ଖାଦ୍ୟ ଗୁଡିକ ବିଷୟରେ ।
1- କ୍ଷୀର : କ୍ୟାଲସିୟମର ପ୍ରଧାନ ଉଶ୍ଚ ହେଉଛି ଗାଈ କ୍ଷୀର । ଏହା ଆମ ଶରୀରରେ ବହୁତ ଭଲ ଭାବେ ଅବଜର୍ଭ ହୋଇଥାଏ । କ୍ଷୀର ବ୍ଯତୀତ କ୍ଷୀର ରୁ ତିଆରୁ ପନିର, ଛେନା, ଦହି କ୍ୟାଲସିୟମରେ ଭରପୁର ହୋଇଥାଏ । ତେଣୁ ଶରୀରରେ କ୍ୟାଲସିୟମର ଅଭାବ ଦେଖାଯାଇଛି ତେବେ ପ୍ରତିଦିନ ଗୋଟେ ଗ୍ଲାସର କ୍ଷୀର ର ସେବନ କରନ୍ତୁ । ବାଢୁଥିବା ଶିଶୁ ଙ୍କୁ ଗୋଟେ ଗ୍ଳାସ କ୍ଷୀର ଦେଲେ ବିକାଶ ହୋଇଥାଏ ।
2- ଗ୍ରୀନ ଭେଜିଟେବଲ : ସବୁଜ ପନିପରିବା କ୍ୟାଲସିମ ରେ ଭରପୁର ହୋଇଥାଏ । ପାଳଙ୍ଗ ଶାଗ, ଲେଉଟିଆ ଶାଗ, କୋବି, ବ୍ରୋକଲି ଭେଣ୍ଡି ରେ କ୍ୟାଲସିୟମର ପରିମାଣ ଅଧିକ ରହିଛି । ତେଣୁ ଆପଣଙ୍କ ଶରୀରରେ କ୍ୟାଲସିମର ଅଭାବ ଥିଲେ ଏହି ସବୁ ପରିବା ର ସେବନ କରନ୍ତୁ ।
3- ଆମଲା : ଆମଲା ରେ କ୍ୟାଲସିୟମ ରେ ଭରପୁର ଅଟେ । ଏହାର ସେବନ କରିଲେ କ୍ୟାଲସିୟମର ଅଭାବ ଦୂର ହୋଇଥାଏ । ଏହା ଛାଡ ବିଲାତି ରେ ମଧ୍ୟ କ୍ୟାଲସିୟମ ଓ ଭିଟାମିନ-ଇ ଅଧିକ ରହିଥାଏ । ଯାହା ଅସ୍ଥି କୁ ମଜବୁତ କରିବାରେ ସହାୟକ ହୋଇଥାଏ ।
4- ଫଳ : ଫଳ ଭିତରେ କମଳା, ପିଜୁଳି, ଅମୃତଭଣ୍ଡା, ଆତ ଇତ୍ୟାଦି ରେ କ୍ୟାଲସିୟୟମ ପ୍ରଚୁର ପରିମାଣରେ ରହିଥାଏ । ତେଣୁ ଶରୀରରେ କ୍ୟାଲସିୟମର ସନ୍ତୁଳନ ରଖିବା ପାଇଁ ଏହି ସବୁ ଫଳ ହାଇବା ଉଚିତ ।
5- ଡ୍ରାଏ ଫୃତ୍ସ : ବାଦାମ ଓ ଖଜୁର ରେ କ୍ୟାଲସିୟମର ପରିମାଣ ପ୍ରଚୁର ରହିଥାଏ । ଏହା ଛଡା ଅଞ୍ଜି ରେ ମଧ୍ୟ କ୍ୟାଲସିୟମ ଅଧିକ ରହିଥାଏ । ଶରୀରରେ କ୍ୟାଲସିୟମର ଅଭାବ ଦୂର କରିଥାଏ ଏହି ସବୁ ଡ୍ରାଏ ଫୃତ୍ସ ।
6- ଆଲସୀ, ରାଜମା, କାବୁଲି ଚଣା, ସୋଯାବିନ, ଖସା, ସୋୟା ମିଲ୍କ ରେ କ୍ୟାଲସିୟମ ପ୍ରଚୁର ପରିମାଣରେ ରହିଥାଏ । ଏହାକୁ ନିଜ ଭୋଜନରେ ସାମିଲ କରିପାରିବେ । ଏହା ଛଡା ଓଟ୍ସ ରେ ମଧ୍ୟ କ୍ୟାଲସିୟମ ରହିଥାଏ । ଏହାକୁ ପ୍ରତିଦିନ ସେବନ କରିଲେ ଶରୀରରେ କ୍ୟାଲସିୟମର ଅଭାବ ଦୂର ହୁଏ ।
7- ଯଦି ଆପଣ ନନ୍ ଭେଜ ଖାଉଛନ୍ତି ତେବେ ଅଣ୍ଡା ଓ ମାଛ ଅଧିକ ଖାଇବା ଉଚିତ । କାରଣ ଏଥିରେ ପ୍ରଚୁର ପରିମାଣରେ କ୍ୟାଲସିୟମ ରହିଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ହେଲଥ ଟିପ୍ସ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ