ଜ୍ୟୋତିଷ

ଶନି ଚଳନ 2022, ଏହି 5ଟି ରାଶି ହେବେ ମାଲାମାଲ: Shani Chalan 2022

29 ଏପ୍ରିଲ ରେ ଶନି ଭଗବାନ ମକର ରାଶି ରୁ କୁମ୍ଭ କୁ ଚଳନ କରିଛନ୍ତି । ଅର୍ଥାତ ସେ ନିଜ ତ୍ରିକୋଣ ଅବସ୍ଥା ରେ ନିଜକୁ ପୁଣି ଆଣିବା ପାଇଁ ଯାଉଛନ୍ତି । 29.4.22 ରେ ଘନିଷ୍ଟା ନକ୍ଷତ୍ର ରେ ଶନି କୁମ୍ଭ ରାଶି କୁ ଗୋଚର କରିବେ । ଆଜି ଆମେ ଆପଣଙ୍କୁ କହିବୁ କାହା ପାଇଁ ଏହି ଗୋଚର ଭଲ ଅଟେ । ଶନି ଭଗବାନ ଙ୍କୁ ଆମେ ପାପ ଗ୍ତ୍ରାହ କହି ଥାଉ ଏହାର କାରଣ ହେଉଛି କି ଆମେ ଆମ ପାପ ପାଇଁ ତାଙ୍କ ପାଖରୁ ଦଣ୍ଡ ପାଇ ଥାଉ । ନ୍ୟାୟ ଦାତା ଏହା ପାଇଁ କୁହାଯାଏ କି ସେ ଅନ୍ୟାୟ ବରଦାସ୍ତ କରି ପାରନ୍ତିନି ।

ତେବେ ଆସନ୍ତୁ ଜାଣିବା କି ଆମ ପାଇଁ ଆସନ୍ତା ସମୟ କିଭଳି ରହିବ । ଏବେ ଏହି ପାଞ୍ଚ ରାଶି ମଧ୍ୟରେ ଯଦି ଆପଣଙ୍କ ରାଶି ଅଛି ତେବେ ଆପଣ ଭଲ ସମୟ ପାଇବା ପାଇଁ ଯାଉଛନ୍ତି । ଆପଣଙ୍କ ସବୁ କାମ ହୋଇଯିବ । ଭଲ ସମୟ ଦ୍ଵାରା ।

ପ୍ରଥମ ନାମ ହେଉଛି ବୃଷ ରାଶି – ଏହି ରାଶିର ଲୋକମାନେ ନିଜ ଜୀବନର ସମସ୍ଯା ଦୂର କରିବାରେ ସାମର୍ଥ୍ୟ ରହିବେ । କାମ ଧନ୍ଦାରେ ବହୁତ ଲାଭବାନ ହେବେ । ଏହା ସହ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଏମାନେ ଖୁଶି କୁ ବହୁତ ଭଲ ଭାବେ ଉପୋଭୋଗ କରିବେ । ଏମାନେ କିଛି କମ ଆରମ୍ଭ କରିଲେ ଏହା ତାଙ୍କ ପାଇଁ ଭଲ ପରିଣାମ ଦେବ ।

କନ୍ୟା ରାଶି – ଏହି ରାଶିର ଲୋକଙ୍କ ପାଇଁ ସମୟ ଖୁବ ଭଲ ରହିବ । କାଲୀ ଠାରୁ ଶୁଭ ସଂଯୋଗ ହେଉଛି ଏମାନଙ୍କ ସମସ୍ଯା ଦୂର ହେବ । ମନୋବଳ ବଢିବ । ଏମାନଙ୍କ ପରିବାର ରେ ଏକତା ବୃଦ୍ଧି ପାଇବ । ସବୁ କାମ ପୂରଣ ହେବ ଏମାନେ ନୂଆ ଲୋକ ସହ ମିସିବେ । ଏମାନଙ୍କ କାମ ପୂରଣ ହେବ । ଅଟକି ଯାଇଥିବା ଧନ ଫେରି ଆସିବ ।

ତୁଳା ରାଶି – ଏହି ରାଶିର ଲୋକଙ୍କ ଉପରେ ଶନି ଭଗବାନ ଙ୍କ ଦୟା ରହିବ । ଏମାନଙ୍କୁ ସବୁ କାମରେ ସଫଳତା ମିଳିବ ଆର୍ଥିକ ସ୍ଥିତି ଖୁବ ଭଲ ରହିବ । ଆପଣାଙ୍କ ପାଇଁ ସାରରିକ ସମସ୍ଯା ଦେଖା ଯାଇ ପାରେ । ଦୂର ଯାତ୍ରା ଆପଣଙ୍କ ପାଇଁ ଭଲ ସାବ୍ୟସ୍ତ ହେବ । ଆପଣ ମାଲା ମାଲ ହୋଇଯିବେ । ଯଦି ଜାତକଙ୍କ ଜୀବନରେ କିଛି ସାମସ୍ୟା ଅଛି ନିର୍ଦ୍ଧିଷ୍ଟ ସମୟ ଆଗରୁ ଏହା ପୂରଣ ହୋଇଯିବ ।

ସିଂହ ରାଶି – ଏହି ରାଶିର ଲୋକଙ୍କ ର ଲାଭ ଯୋଗ ଅଛି । ଆପଣଙ୍କ ଦ୍ଵାରା ନିଆ ଯାଇଥିବା କିଛି ନିର୍ଣ୍ଣୟ ଠିକ ସାବ୍ୟସ୍ତ ହେବ ଓ ଏହା ଆପଣ ଲାଭ ବାନ ହେବେ । ଆପଣ ଜାନ ବାହାନ କିମ୍ବା ଘର କିଣି ପାରନ୍ତି । ଟିକେ ସାବଧାନ ରୁହନ୍ତୁ ଆପଣା ନିଜ ଶରୀର ରେ କିଛି ପରିବର୍ତ୍ତନ ଦେଖିବେ । ଏହା ପାଇଁ ସାବଧାନ ରୁହନ୍ତୁ ।

କୁମ୍ଭ ରାଶି – ଆପଣଙ୍କ ପାଇଁ ସନ୍ତାନ ଖୁଶି ମିଳିବ । ଅଫିସ ରେ ଥିବା ବଡ ଲୋକଙ୍କ ସହ ଆପଣଙ୍କ ସମୟ ଭଲ ରହିବ । ଆପଣଙ୍କ ସବୁ କାମ ଖୁବ କମ ଦିନରେ ହୋଇଯିବ । ଆପଣ ଯାହାଭି କରିବା ପାଇଁ ଚାହୁଁ ଛନ୍ତି କରନ୍ତୁ କିନ୍ତୁ ଭାବି ଚିନ୍ତି କରିଲେ ଆହୁରି ଭଲ ପରିଣାମ ପାଇବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button