ମନୋରଞ୍ଜନ

ଏହି ପକ୍ଷୀ ଘରକୁ ଆସିବା ଶୁଭ ନା ଅଶୁଭ- Ajira Anuchinta

ଆପଣମାନେ ଜାଣି ଥିବେ କି ଆମେ ଯେଉଁ ଚଢେଇ ବିଶୟରେ ଆଜି କହିବା ପାଇଁ ଯାଉଛୁ ତାହା ଏବେ ଆମ ଜୀବନ ବଡାଇ ଦେବ । ଆମେ ଯେଉଁ ମାନେ ଏହି ଚଢେଇ କୁ ଭଲ ପାଇ ନଥାଉ ଆମେ କହିବା କି ଏହା ଭୁଲ ଅଟେ । ଏହି ଚଢେଇ ମାନେ ଆମ ପାଇଁ ବହୁତ ଭଲ ହୋଇ ଥାନ୍ତି ଆମେ ଆଜି କହିବା କି ଯେଉଁ ମାନେ ଏହାକୁ ଜାଣିବା ପରେ ନିଶ୍ଚିତ ଭାବେ ଏହି ଚଢେଇ ମାନଙ୍କ ପ୍ରତି ଚିନ୍ତା ବଦଳିଯିବ ।

ଆଜି ଆମେ କହିବା କି ଛୋଟ ଚଢେଇ ଯାହା କୁ ଆଗରୁ ଆମେ ପ୍ରତେକ ଘର ର ଚାଳରେ କିମ୍ବା ପଙ୍ଖା କିମ୍ବା ଗୁହାଳ ଉପରେ ଏମାନେ ନିଜର ଘର କରି ଥାନ୍ତି ଏମାନେ । ଏମାନେ ଆମ ଘରକୁ ଆସିବା ଦ୍ଵାରା ଘରେ ଶାନ୍ତି ଓ ମା ଲକ୍ଷ୍ମୀ ଙ୍କ ବାସ ହୋଇ ଥାଏ ଏହା ମଧ୍ୟ କୁହାଯାଏ କି ଏହାକୁ ମହାଭାରତ କାଳରଉ ଦେଖା ଯାଇଥିଲା ଏହା ଅନେକ ପୁରୁଣା ପକ୍ଷୀ ଅଟେ ।

କିନ୍ତୁ କିଛି ଜଣ ଅଛନ୍ତି ଯେଉଁ ମାନେ ଏହାକୁ ବିସବାଶ କରି ନଥାନ୍ନତି । ଏହି ଚଢେଇ ମାନେ ସାଧାରଣ ଭାବେ ଜନବଶତି ପାଖରେ ରହିବା ପାଇଁ ଭଲ ପାଇ ଥାନ୍ତି ସାଧାରଣ ଭାବେ ଏମାନେ ଭଲ ପାଇ ଥାନ୍ତି କି ଏମାନେ ଲୋକଙ୍କ ଗହଣରେ ରହିବେ ।

ଏମାନେ ଘରକୁ ଯିବା ଆସିବା କରିବା ଆରମ୍ଭ କରି ଦେଲେ ଏମାନେ ସବୁ ବେଳ ପାଇଁ ଏହି ଜାଗାରେ ରହିବା ପାଇଁ ଭଲ ପାନ୍ତି ସେମାନେ ସାଧାରଣ ଭାବେ ମାଟିଆ ଓ ଧଳା କିମ୍ବା ମାଟିଆ ଓ କଳା ଦେଖିବା ପାଇଁ ହୋଇ ଥାନ୍ତି । ମାତା ଚଢେଇ ପାଖର ଆଖି ତଳ ସବୁ ବେଳେ ଟିକେ ଅଧିକ କଳା ଥାଏ ।

ପୁରୁଷ ପକ୍ଷୀ ଠାରୁ । ତେଣୁ କରି ମାତା ପକ୍ଷୀ କୁ ସହଜରେ ଜାଣି ହୁଏ ଏମାନେ 7 ରୁ 8 ଅଣ୍ଡା ଦେଇ ଥାନ୍ତି । ଏମାନେ ଶାଧାରଣ ଭାବେ 7 ବର୍ଷ ଯାଏ ବଞ୍ଚି ଥାନ୍ତି ଏହା ପରେ ଏମାନେ ଆଉ ବଞ୍ଚିବା ସମ୍ଭବ ହୋଇ ନଥାଏ । ଏମାନେ ଘରେ ରହିବା ଦ୍ଵାରା ଘର ଅସନା ହୋଇ ଥାଏ କିନ୍ତୁ ଏମାନଙ୍କ ପାଇଁ ଘରେ କଳହ କମ ହୋଇ ଥାଏ ।

ଯେଉଁ ଭଳି ଏମାନେ ନିଜ ପରିବାର ସହ ରହି ଥାନ୍ତି ସେହି ଭଳି ଭାବେ ଏମାନେ ରହୁ ଥିବା ପରିବାର ରେ ମଧ୍ୟ ଲୋକମାନେ ଏକାଠି ରହି ଥାନ୍ତି । ଏମାନେ ନିଜ ପାଇଁ ଖାଦ୍ଯ ଖୋଜିବା ପାଇଁ ଅଧିକ ଦୂର ଯିବାକୁ ପସନ୍ଦ କରି ଥାନ୍ତି କ୍ଷେତରେ ଥିବା ଛୋଟ ମୋଟ ପୋକ ଙ୍କୁ ଏମାନେ ଖାଇଆ ନେଇ ଥାନ୍ତି । ଏମାନେ ନିଜ ପିଲା ମାନଙ୍କ ପାଇଁ ଖରା ତରା ରେ ପରିଶ୍ରମ କରି ଖାଦ୍ଯ ଆଣି ଥାନ୍ତି ।

ଏମାନେ ସବୁ ପ୍ରକାର ପାଣି ପାଗରେ ନିଜକୁ ବଞ୍ଚାଇବା ପାଇ ଯୋଗ୍ୟ ଅଟନ୍ତି ଯାହା ଦ୍ଵାରା ଏମାନେ ଭାରତ ରେ ଓ ଭାରତ ବାହାରେ ମଧ୍ୟ ଦେଖା ଯାନ୍ତି । ଏମାନଙ୍କୁ ଖାଇବା ଓ ପାଣି ଦେବା ଦ୍ଵାରା ଭଗବାନ ଆମ ଡାକ ଶୁଣି ଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button