ଜ୍ୟୋତିଷ

ତୁଳସୀ ଗଛ ମୂଳରେ ଜଳ ଦେବା ସମୟରେ ପାଠ କରନ୍ତୁ ଏହି ମନ୍ତ୍ର, ଘରକୁ ଆସିବେ ମା’ ଲକ୍ଷ୍ମୀ

ଆମ ଘର ଅଗଣାରେ ଆପଣ ଜାଣି ପାରିବେ କି ସଭିଏଁ ପୂଜା କରିଥାଉ । ତେବେ ଆପଣମାନେ ଏହାକୁ ପୂଜା କରିବା ସମୟରେ ଆମ ମନ ନିର୍ମଳ ରଖିବା କଥା । ଆପଣମାନେ ଜାଣିଥିବେ କି ତୁଳଶି ଭଗବାନ ଙ୍କ ବିଷ୍ଣୁ ଙ୍କ ଅତି ପ୍ରିୟା ଅଟେ । କାରଣ ହେଉଛି କି ସତ୍ୟ ଯୁଗରେ ସେ ଏହିଭଳି ଏକ ମହିଳା ଥିଲେ ଜିଏକି ଆଜି କଲାଇଆର ସମଜା ପାଇଁ ଏକ ଉଦାହରଣ ଅଟନ୍ତି । ଆମେ ଆଜି ଆପଣଙ୍କୁ କହିବା କି ଭଗବାନ ବିଷ୍ଣୁ ଙ୍କ ପାଖରେ ଯେଉଁ ଯାଏ ତୁଳଶି ପତ୍ର ନ ଚଢା ଯାଇଛି ସେଇ ଯାଏ ତାଙ୍କ ଭୋଗ ଲାଗି ହୋଇ ନଥାଏ ।

କଳିଯୁଗରେ ଭଗବାନ ଜଗନ୍ନାଥ ଭାବେ ଏହି ଦୁନିଆରେ ଆସିଛନ୍ତି । ଆପଣମାନେ ଏହା ମଧ୍ୟ ଜାଣି ପାରୁଥିବେ କି ଆପଣ ଯାହା ଭି କରୁଛନ୍ତି ଭାବି ଚିନ୍ତି କରିବା ଭଲ ହୋଇ ଥାଏ ଆମେ ଯେଉଁ ସମୟରେ ତୁଳଶି ପୂଜା କରୁ ସେଇ ସମୟରେ କିଛି କଥାର ଧ୍ୟାନ ରଖିବା ନିହାତି ଭାବେ ଦରକାର ଥାଏ ।

କାରଣ ହେଉଛି କି କିଛି ଭି ଭୁଲ ଆମ ଜୀବନକୁ ବଦଳାଇ ଦେଇ ପାରେ ଅନେକ କିଛି ସମସ୍ଯା ଆମ ଜୀବନରେ ଆସିବା ପାଇଁ ଲାଗିବ । ଆପଣମାନେ ଦେଖିଥିବେ କି ତୁଳଶି ଗଛ 3 ପ୍ପ୍ରାକାର ଥାଏ ପ୍ରଥମ ହେଉଛି କୃଷ୍ଣ ତୁଳଶି, ଧଳା ତୁଳଶି, ରାମ ତୁଳଶି ।

ତେବେ ଆପଣଙ୍କ ଅଗଣାରେ ଯେଉଁ ଭି ତୁଳଶି ଥାଉ ଏହା ମାନେ ରଖୀ ନଥାଏ ଜଦି ଆପଣଙ୍କୁ ଲାଗୁଛି କି ଆପଣଙ୍କ ଘରେ ସମସ୍ଯା ଦିନକୁ ଦିନ ବଢିବାରେ ଲାଗିଛି । ଯଦି ଆପଣଙ୍କୁ ଲାଗୁଛି କି ଆପଣ କିଛି ଅଲଗା କାମ କରିବା ପାଇଁ ଚାହୁଁ ଥିଲେ ମଧ୍ୟ ଆପଣଙ୍କ ଉରନ୍ନତି ରେ ବାଧା ସୃଷ୍ଟି ହେବାରେ ଲାଗିଛି ତେବେ ଆପଣ ଏକ କାମ କରି ପାରିବେ ।

ଆପଣ ପ୍ରଥମ କଥା ଜାଣି ରଖନ୍ତୁ କି ଆପଣ ଯାହାଭି କରିବେ ନିଜ ଇଚ୍ଛା ଶକ୍ତି ଉପରେ ନିର୍ଭର କରିଥାଏ ତାହା । ତଥାପି ଏହା ମଧ୍ୟ ରୁ ମୁକ୍ତ ହେବାର ଉପାୟ ହେଉଛି ଆପଣ ଏକ ମନ୍ତ୍ର ଯଦି ତୁଳଶି ପୂଜା ସମୟରେ କହିବେ ତେବେ ସବୁ ସମସ୍ଯା ଉଭାନ ହୋଇଯିବ । ମା ଲକ୍ଷ୍ମୀ ନିଜେ ଆପଣଙ୍କ ଘରକୁ ଆସିଯିବେ ।

ତେବେ ମନ୍ତ୍ର ହେଉଛି “ମହା ପ୍ରସାଦ ଜନନୀ ସର୍ବ ସୌଭାଗ୍ୟ ବର୍ଦ୍ଧନି ଆଦି ହ୍ରାଦୀ ହାନିତ୍ୟଙ୍କ ତୁଳଶି ତ୍ଵଙ୍ଗ ନାମସ୍ତୁତେ” ଏହି ମନ୍ତରା କୁ ପାଠ କରି ଆପଣ ଜଳ ଦେବା ଦ୍ଵାରା ସବୁ ପ୍ରକାର ପାପ କ୍ଷୟ ହୋଇ ଥାଏ ଘରେ ଧନଧାନ୍ୟ ବୃଦ୍ଧି ପାଇ ଥାଏ ।

ଏହା ସହ ଆପଣଙ୍କ ଘରର ସମୃଦ୍ଧି ମଧ୍ୟ ହୋଇ ଥାଏ । ଖରାପ ଶକ୍ତି ମାନେ ଦୂରେଇ ରହି ଥାନ୍ତି ଆପଣଙ୍କ ପରିବାର ଠାରୁ । ଆପଣ ଯଦି ଏହା ସହ ଶୁଦ୍ଧ ଘିଅର ଦୀପ ଜାଳିବେ ହା ମଧ୍ୟ ଭଲ ହୋଇଥାଏ । ତୁଳଶି ଗଛ ବିଶେଷ ଧ୍ୟାନ ରଖିବା ଦ୍ଵାରା ଆପଣ ଭଲ ପରିଣାମ ପାଇବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button