ଜ୍ୟୋତିଷ

21 ଜାନୁୟାରୀ ବଡ଼ ଶନିବାର, ଆଜି ତ୍ରିବେଣୀ ଅମାବାସ୍ୟା… ଚୁପଚାପ୍ 3ଟି ଜାଗାରେ ଲୁଣ ରଖନ୍ତୁ, ମା ଲକ୍ଷ୍ମୀ କରିବେ ଧନର ବର୍ଷା

ବନ୍ଧୁଗଣ ବର୍ଷ ୨୦୨୩ ସବୁଠୁ ବଡ ତ୍ରିବେଣୀ ଅମାବାସ୍ୟା ଯାହା ବର୍ଷର ପ୍ରଥମ ଅମାବାସ୍ୟାରେ ଅଦଭୁତ ମାନା ଯାଇଛି । ଆଜି ହେଉଛି ତ୍ରିବେଣୀ ଅମାବାସ୍ୟା ଯାହା ଫଳରେ ଅଦଭୂତ ମହାସଂଯୋଗ ବନିବାକୁ ଯାଉଛି । ଏମିତିରେ ୩ଟି ଜାଗାରେ ରଖି ଦେଲେ ଲୁଣ ପିତୃ ଦୋଷ, ମୃତ୍ୟୁ ଦଣ୍ଡ ସବୁ କିଛି ଦୂର ହୋଇଯିବ । ମା ଲକ୍ଷ୍ମୀ ଙ୍କ କୃପା ଲାଭ ହେବ । ଭାଗ୍ୟ ଆପଣଙ୍କର ଚମକିବାକୁ ଲାଗିବ ।

ସାମାନ୍ଯ ଲୁଣ ଆମକୁ କିପରି ଧନୀ ଅରିଥାଏ ଓ ପଇସାକୁ କିଭଳି ଚୁମ୍ବକ ଭଳି ଟାଣିଥାଏ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ୧୦୦ ଗ୍ରାମ ମୁଗ ଡାଲି, ୫୦ ଗ୍ରାମ ଚାଉଳ, ୫୦ ଗ୍ରାମ ନାଲି ଲଙ୍କା, ଗୋଟେ ପ୍ଯାକେଟ ଲୁଣ,   ୧୦୦ ଗ୍ରାମ ସୋରିଷ ତେଲ, ଗୋଟେ ପାଣି ବୋତଲକୁ ଏକତ୍ରିତ କରନ୍ତୁ । ଏହାକୁ କୌଣସି ମହିଳା ବା ପୁରୁଷଙ୍କୁ ଦାନରେ ଦେଇ ଚୁପଚାପ ଚାଲି ଆସନ୍ତୁ ।

ଦେଖିବେ କିଭଳି ଚମତ୍କାରିତା ହେବ ଆଉ ଭାଗ ଉଦୟ ହୋଇଇଯିବ । ମା ଲକ୍ଷ୍ମୀ ଆପଣଙ୍କ ଗୃହକୁ ଟାଣି ହୋଇ ଆସିବେ । ଆପଣଙ୍କ ଘରେ ଖୁସି ଆସିଯିବ । ଶୁକ୍ର ଗ୍ରହ ବି ମଜବୁତ ହେବ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । କରଜ ରୁ ମୁକ୍ତି ମିଳିବ । ଏହା ଶତ ପ୍ରତିଶତ କାମ କରିଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଲୁଣକୁ ଚନ୍ଦ୍ର ଓ ଶୁକ୍ରଙ୍କର ପ୍ରତିନିଧି ମାନାଯାଏ ।

ଲୁଣକୁ ଯଦି ଆପଣ ଷ୍ଟିଲ ବା ଲୁହା ପାତ୍ରରେ ରଖିଛନ୍ତି ତେବେ ଏହା ଚନ୍ଦ୍ର ଓ ଶନିଙ୍କର ମିଳନ ହେବ । ଯାହାକି ବହୁତ ଘାତକ ସିଦ୍ଧ ହୋଇଥାଏ । ଏପରିକି ଆପଣ କାଙ୍ଗାଳ ବି ହୋଇପାରନ୍ତି । ଲୁଣକୁ ପ୍ଲାଷ୍ଟିକ ପାତ୍ରରେ ରଖନ୍ତୁ ନାହି । କାଚ ପାତ୍ରରେ ସର୍ବଦା ଲୁଣ ରଖିଲେ ଶୁଭ ମାନାଯାଏ । ଲୁଣକୁ ତଳେ ପକାଇଲେ ଚନ୍ଦ୍ର ଓ ଶୁକ୍ର ଗ୍ରହ କମଜୋର ହୋଇ ଯାଆନ୍ତି । ଯାହା ଦ୍ଵାରା ମା ଲକ୍ଷ୍ମୀ ଘରୁ ଚାଲି ଯାଇଥାନ୍ତି ।

ଉଧାରରେ କେବେ ଲୁଣ ଆଣନ୍ତୁ ନାହି । ନିଜେ କିଣା ହୋଇଥିବା ଲୁଣ ଖାଆନ୍ତୁ । କାହାର ଲୁଣ ଖାଇଛନ୍ତି ତେବେ ଶନିଦେବଙ୍କ କୋର ସମାନ କରିବାକୁ ପଡିଥାଏ । ଲୁଣକୁ ସନ୍ଧ୍ୟାରେ କାହାକୁ ଦେଲେ ଘରର ସୁଖ ସମୃଦ୍ଧି ଚାଲିଯାଏ । ତେଣୁ ଭୁଲରେ ସନ୍ଧ୍ୟାରେ ଲୁଣ ଦିଅନ୍ତୁ ନାହି କି ନିଅନ୍ତୁ ନାହି । ଲୁଣ ପାଣିରେ ମିଶାଇ ପୋଛା ମାରିଲେ ନେଗେଟିଭ ଶକ୍ତି ଦୂର ହୁଏ । ଖରାପ ଶକ୍ତି, ନଜର ଦୋଷ ଦୂର କରିବା ପାଇଁ ଅଳ୍ପ ଲୁଣ ନିଅନ୍ତୁ ।

ଅଳ୍ପ ଅଟା, ନାଲି ଲଙ୍କା, ଗୋଟେ ଖଣ୍ଡ କୋଇଲା, ହଳଦୀ ନେଇ ଏକାଠି କରି କାଗଜରେ ବାନ୍ଧି ଦିଅନ୍ତୁ । ଯାହାକୁ ନଜର ଲାଗିଛି ତାର ମୁଣ୍ଡରେ ୭ ଥର ବୁଲାଇ ଏହାକୁ ନିଆଁରେ ଜଳାଇ ଦିଅନ୍ତୁ । ଦେଖିବେ ନଜର ଦୋଷ ଦୂର ହୋଇଯିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button