ଦେଶ- ବିଦେଶ

ଭଲ ସମୟ ଆସିବା ଆଗରୁ ମିଳିଥାଏ ଏହି 6ଟି ସଂକେତ, କୋଟିପତି ବନିବାର ଲକ୍ଷଣ- Shakuna Shastra

ସବୁଙ୍କ ଜୀବନରେ ପଇସା ଅନେକ ମାନେ ରଖିଥାଏ । କେହି ଯଦି କହିଥାଏ କି ତାକୁ ଧନର ଅଭାବ ନଥାଏ । ତେବେ ସେ ମିଛ କହୁଛି ବୋଲି ମନେ ହୁଏ । ଦେଖନ୍ତୁ ଧନ କାହାକୁ ନ ଦରକାର ଥାଏ କୁହନ୍ତୁ । ଆଜି କଲି ଯାହା ଭି କିଣିବା ପାଇଁ ଆମେ ମାନେ ଯିବା ଏହା ପାଇଁ ପଇସା ଦରକାର ହୁଏ କିନ୍ତୁ ଏହା ସତ୍ୟ ନୁହେଁ କିଂଲୋକ ପଇଷା ପାଇଁ ବଞ୍ଚି ଥାନ୍ତି । ଲୋକ ମାନେ ନିଜର ମନସ୍କାମନା ପୁରଣ କରିବା ପାଇଁ ବଂଚି ଥାନ୍ତି କିନ୍ତୁ କିଛି କାମନା କୁବପୁରଣ କରିବା ପାଇଁ ପଇସା ଅଧିକା ଦରକାର ହିଁ ଥାଏ ।

ସେଇ ପାଇଁ ସବୁ ଲୋକ ମାନେ ନିଜ ପଇସା ବଢାଇବା ପାଇଁ ରାତି ଦିନ ଏକ କରି ଦେଓ ଥାନ୍ତି ଯଦି ଦେଖିବା ପାଇଁ ଯିବାଟ ଆମେ ଜାଣି ପରିବାକି ଏହା ଆମ ପାଖରେ ଥିଲେ ଆମେ ସବୁ ପ୍ରକାର ଖୁଶି ପାଇ ପାରିବା । ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପରିବା କି କିଛି ଲୋକମାନେ ନିଜ ଲୋଭ ପାଇଁ ସବୁ ବେଳେ ଅନ୍ୟକୁ କଷ୍ଟ ଦେଇ ଥାନ୍ତି ଓ କିଛି ଲୋକମାନେ ମା ଲକ୍ଷ୍ମୀ ଙ୍କ ପୂଜା କରିଥାନ୍ତି ।

ଅଯଥା କଥାରେ କେହି ମା ଲକ୍ଷ୍ମୀ ଙ୍କୁ ପୂଜା କରି ନାହାଁନ୍ତି । ଯେଉଁ ମାନେ ମା ଲକ୍ଷ୍ମୀ ଙ୍କ ମହିମା ଜାଣି ନାହାଁନ୍ତି ସେମାନେ ମା ଲକ୍ଷ୍ମୀ ଙ୍କ ପୂଜା କୌ ମିଛ ବୋଲି କହି ପାରନ୍ତି । ଆପଣ ମାନେ ଏହା ମଧ୍ୟ ଜାଣିଥିବେ କି ମା ଲକ୍ଷ୍ମୀ ଙ୍କୁ ଘରକୁ ଆଣିବା ପାଇଁ ଅନେକ ପ୍ରକର ଉପାୟ ଅଛି ।

ଆଜି କିଛି ସଂକେତ ଆପଣଙ୍କୁ କହିବା ପାଇଁ ଯାଉଛୁ ଯାହାକୁ ଦେଖିକି ଆପଣ ଜାଣି ପାରିବେ କି ଏହା ସତ୍ୟ ଅଟେ କି ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସୁଛନ୍ତି । ପ୍ରଥମ ସଂକେତ ହେଉଛି କି ଆମେ ଯଦି ଘରେ ଝିଟିପିଟି କୁ ଦେଖି ପରିବା ତା ଏହା ଶୁଭ ହୋଇଥାଏ ।

ଏହା ସହ ଯଦି ଆପଣ ସକାଳୁ ସଂଖ ଶୁଣୁଛନ୍ତି ତେବେ ଆପଣ ଏହା ଶୁଭ ସଂକେତ ବୋଳିବଜାଣି ନିଅନ୍ତୁ । ଆପଣ ଯଦି ଦୀପାବଳି ଦିନ ଝିଟି ପିଟି କୁ ଦେଖୁଛନ୍ତି ତାହା ଭଲ ହୋଇ ଥାଏ । ଆପଣ ଚାଉଳ ଓ ସିନ୍ଦୁର ଦେଇକି ଏହାକୁ ପୂଅଜା କରି ପାରିବେ ।

ଆପଣ ଯଦି ପେଚା କୁ ଦେଖୁଛନ୍ତି ତେବେ ଏହା ମଧ୍ୟ ଭଲ ହୋଇ ଥାଏ । ଏହା ସହ ଆପଣ ଯଦି ନିଜ ଘର ଆଖ ପାଖରେ ଅସରପା ଦେଖୁଛନ୍ତି ତେବେ ଏହା ମଧ୍ୟ ଭଲ ହୋଇ ଥାଏ । ଆପଣ ବାହାରକୁ ଯିବା ସମୟରେ କାହାକୁ ଝାଡୁ କରିବାର ଦେଖିଲେ ଏହା ଶୁଭ ହୋଇ ଥାଏ ମା ଲକ୍ଷ୍ମୀ ଆପଣ ଙ୍କ ଉପରେ ପ୍ରସନ୍ନ ଥାଆନ୍ତି ଏହା ପାଇଁ ।

ଆପଣ ମା ଲକ୍ଷ୍ମୀ ଙ୍କୁ ଯଦି ଆରାଧନା କରୁଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଦିନେ ନା ଦିନେ ତାଙ୍କ କୃପା ପାଇବେ । କୁହାଯାଏ କି ଯେଉଁ ମାନେ ପରିଶ୍ରମ କରନ୍ତି ସେମାନଙ୍କର କେବେ ହେଲେ ହାର ହୋଇ ନଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button