ଦେଶ- ବିଦେଶ

ବିବାହିତ ହୋଇ ଦୁଃଖୀ ରୁହନ୍ତି ଏହି 2 ନାମର ଝିଅମାନେ- Jyotisha Shastra

ଆଜି ଆମେ କହିବା କି ଆମେ କେଉଁ ଭଳି ମହିଳାମାନେ ବିବାହ ପରେ ମଧ୍ୟ ନିଜକୁ ସବୁ ବେଳେ ଦୁଃଖରେ ରଖି ଥାନ୍ତି । କାରଣ କଣ ଏମାନେ କଣ ପାଇଁ ନିଜକୁ ସବୁ ବେଳେ ଦୁଃଖରେ ପାଇ ଥାନ୍ତି । ଆଜି ଆମେ କହିବା ପାଇଁ ଯାଉଥିବା ମହିଳାମାନେ ଆପଣ ମାନଙ୍କ ନଜର କୁ ବୋଧେ ହୁଏ ଆଶିଥିବେ । ଆଜି ଆମେ କହିବା କି ବିବାହ ସବୁଙ୍କ ପାଇଁ ଏକ ନୂଆ ଜୀବନ ଧାରା କୁ ନେଇ ଆରମ୍ଭ ହୋଇ ଥାଏ । କିଛି ବିବାହ ରେ ଥିବା ଲୋକମାନେ ନିଜ କାମକୁ ନେଇ ଖୁବ ଭଲ ଭାବେ କରି ଥାନ୍ତି ।

କିନ୍ତୁ କିଛି ସମୟ ପରେ ଆମେ କହିବା କି ଆମେ ଜୀବନର ନିଷ୍ପତ୍ତି ନେବା ଆମ ହାତରେ ଥାଏ । ବିବାହ ହେବା ଯେତେ ସହଜ ହୋଇ ଥାଏ ସେତେ କଷ୍ଟ ହୋଇ ଥାଏ । ଆପଣ ମାନେ ଯଦି ଏହାକୁ ସମ୍ଭାଳି ନ ପାରିବା ଭଳି କିଛି ଭି କାମ କରିବେ ଏହା ଆପଣଙ୍କ ପାଇଁ ଖୁବ ଖରାପ ସମୟ ଆଣିଦେବ ।

ଯେଉଁ ମାନେ କିଛି ନୂଆ ରାସ୍ତା ବାଛିଛନ୍ତି ସେମାନେ ନିଶ୍ଚିତ ଭାବେ ଏହା ଜାଣି ନିଅନ୍ତୁ କି ଏହା ଏକ ଧାର ଖଣ୍ଡାରେ ଚାଲିବା ଭଳି ସମ୍ପର୍କ ଏହି ସମ୍ପର୍କ ରେ କେତେବେଳେ ଖରାପ ପ୍ରଭାବ ପଡିଥାଏ ତ କେତେବେଳେ ଭଲ ପ୍ରଭାବ ପଡିଥାଏ ।

ଯଦି ଆମେ ଦେଖିବା ପାଇଁ ଯିବା ତ ଜାଣି ପାରିବା କି କିଛି ନୂଆ କାମ ହେଉ କିମ୍ବା କିଛି ନୂଆ କାମ ହେଉ ଏହାକୁ ମିଳି ମିଶି କାମ କରିବା ଉଚ୍ଛିତ ହୋଇ ଥାଏ । କେବେହେଲେ ଜଣଙ୍କ ପାଇଁ ଅନ୍ୟ ଜଣଙ୍କୁ ନିଜ କାମ ଛାଡିବା କୁ ପଡିବ ଏହା କରିବା ଭୁଲ ହୋଇ ଥାଏ ।

ଆଜି ଆମେ କହିବା ପାଇଁ ଯାଉଥିବା କିଛି ମହିଳାମାନେ ନିଜ କାରଣରୁ ନିଜ ବିବାହ ଜୀବନର ସୁନ୍ଦର ଅନୁଭୂତି କୁ ସବୁ ଦିନ ପାଇଁ ଖରାପ କରି ଦେଇ ଥାନ୍ତି । ଦେଖନ୍ତୁ ଯାହା ଆମ ହାତରେ ଅଛି ଆମେ ଏହାକୁ ବଦଳାଇବା ପାଇଁ ଚେଷ୍ଟା କରିବା କିନ୍ତୁ ଯାହା ଆମ ହାତରେ ନାଇ ଏହାକୁ ବଦଳାଇବା ପାଇଁ ଚେଷ୍ଟା କରିବା କିନ୍ତୁ ଏହା ପାଇଁ ଆମେ ଦାଇ ନୁହେଁ କି ଆମେ ଏହାକୁ କଣ ପାଇଆନ କରିଲେ ନି ।

ଦେଖନ୍ତୁ ଆମେ ଯେଉଁ ଭଳି ଜୀବନ ସାଥି ବାଛି ଥାଉ ସେହି ଭଳି ଭାବେ ଆମ ଜୀବନ ଚାଲି ଥାଏ । କିନ୍ତୁ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଯାହାଭି କରୁଛେ କିମ୍ବା ଆମେ ଯାହା ଭି କରିବା ପାଇଁ ଚାହୁଁ ଛେ ଏହା ପାଇଁ ଊଭୟ ଟ୍ରାଜି ହେବା ଉଚ୍ଛିତ କିନ୍ତୁ “K” ନାମର ମହିଳା ମାନେ ସବୁ ବେଳେ ଚିଡ ଚିଡ ହୋଇ ଥାନ୍ତି । ଯାହା ପାଇଁ ସେମାନାଙ୍କ ଘରେ ସବୁ ବେଳେ ଅସାନ୍ତି ହୋଇ ଥାଏ ।

ଏହା ପରେ ନାମ ଆସେ “P” ନାମର ମହିଳା ମାନଙ୍କ କଥା କାମ କରିବା ସବୁ ବେଳେ ଆବଷ୍ୟକ ହୋଇ ଥାଏ ଖାଲି ବସିବା ଦ୍ଵାରା ଆମର ଭି କ୍ଷତି ହୁଏ ପରିବାର ର ଭି କ୍ଷତି ହୁଏ । ଏହା ନ ବୁଝି କାମ ନ କରି ଖାଲି ସମୟରେ ବସିବା ପରେ ସେମାନେ ରାଗି ହୋଇ ଯାଇ ଥାନ୍ତି ଓ ନିଜ ପରିବାର ଲୋକଙ୍କ ସହ ବିବାହ ଜୀବନ କୁ ମଧ୍ୟ ଖରାପ କରିଦେଇ ଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button