ଜ୍ୟୋତିଷ

ପବିତ୍ର ଦୂର୍ଗା ପୂଜାରେ ମା’ ଦୂର୍ଗା ଙ୍କ କୃପା ବର୍ଷିବ, ଏହି ଚାରି 4ଟି ରାଶି ଖୁସିରେ ହେବେ ପାଗଳ

ଜ୍ୟୋତିସ ଶାସ୍ତ୍ର ଅନୁସାରେ ମା ଦୂର୍ଗା ଙ୍କ ପ୍ରବେଶହ ହେବା ପାଇଁ ଯାଉଛି ଏହି ଚାରି ରାଶି ଙ୍କ ଯୋଗରେ । ନବ ରାତ୍ରରେ ଏହି ରାଶି ମାନେ ସବୁ ପ୍ରକାର ଖୁଶି ପାଇବା ପାଇଁ ଯାଉଛନ୍ତି । ଏହି ରାଶି ମାନେ ଏବେ ମା ଦୂର୍ଗା ଏନକେ ଦୟାରୁ କିଛି ନୂଆ ରାସ୍ତା ପାଇବା ପାଇଁ ଯାଉଛନ୍ତି ଆଜି ଆମେ କହିବା ପାଇଁ ଯାଉଛୁ କି ଆପଣ ମାନଙ୍କ ମଧ୍ୟରୁ କେଉଁ ରାଶି ମାନେ ଏବେ ଭାଗ୍ଯବାନ ହେବା ପାଇଁ ଯାଉଛନ୍ତି ଓ କେଉଁ କେଉଁ ସୁଖ ସୁବିଧା ପାଇବା ପାଇଁ ଯାଉଛନ୍ତି ଏମାନେ ।

ମା ଦୂର୍ଗା ଙ୍କ ଆଶୀର୍ବାଦ ପାଇବାର ପ୍ରଥମ ସ୍ଥାନରେ ବୃଷ, ଓ ବିଛା ରାଶି । ଅନେକ ଦିନ ପରେ ଏହି ରାଶି ଙ୍କ ଉପରେ ମାତା ରାଣୀ ଙ୍କ ଦୟା ହେବ ଅପାଇନ ଯାଉଛି ଏମାନେ ଏବେ ବହୁତ ଖୁଶି ପାଇବା ପାଇଁ ଯାଉଛନ୍ତି ଏମାନେ ଏବେ ଧନ ଲାଭ କରିବା ଏପାଇଁ ଯାଉଛନ୍ତି । ଏମାନେ ଏବେ କିଛି ନୂଆ କରି ନିଜ ଜୀବନକୁ ଆରମ୍ଭ କରିବା ପାଇଁ ଚେଷ୍ଟା କରୁଛନ୍ତି । ଏମାନେ ଏବେ ଦୈନଦିନ ଜୀବନରେ ଶୁଭ ହେବ ସବୁ ଶତ୍ରୁ ଙ୍କ ବିନାଶ ହେବ । ପାରିବାରିକ ଜୀବନ ସଫଳ ରହିବ । ବିଦ୍ୟାର୍ଥୀ ମାନେ ଭଲ କରିବେ । କୋର୍ଟ କଚେରୀ ରେ ଆପଣଙ୍କ ସପକ୍ଷରେ ଆପଣ ନ୍ୟାୟ ପାଇବେ । ଆପଣ କେଉଁ ଜାଗାକୁ ନିଜ ପରିବାର ସହ ଯାଇ ପାରନ୍ତି କେଉଁ ଜାଗାରେ ଆପଣ ଆକସ୍ମିକ ଧନ ପାଇ ପାରନ୍ତି ।

ଆପଣ ନିଜ ପରିବାର ରେ ଥିବା ସବୁ ଅସାନ୍ତି କୁ ସମାଧାନ କରିବା ଅପାଇନ ଯେଉଁ ଚେଷ୍ଟା କରୁ ଥିବେ ଏହା ସଫଳ ହେବ । ଆପଣ ଏହି ନବ ରାତ୍ରି ରେ ମା ଦୂର୍ଗା ଙ୍କୁ ଦର୍ଶନ କରନ୍ତୁ ଓ ଏହା ସହ ଜଦି ହେଉଛି ଆପଣ ମା ଦୂର୍ଗା ଙ୍କୁ ଲାଲୀ ରଙ୍ଗର ଚୂନରୀ ମଢହୟ ଚଢାନତୁ ଦେଖିବେ ଆପଣଙ୍କ ସବୁ ସମସ୍ଯା ଯାହା ଭବିଷ୍ୟତରେ ଅଛି ତାହା ମଧ୍ୟ ସୁଧୁରିବାରେ ଲାଗିବ । କୁହ ଅଜାଏ କି ଯଦି ସମସ୍ଯା ଆଗକୁ ଅଛି ଆମେ ଏବେ ଠାରୁ ଏହାକୁ ସୁଧାରୀ ନେବା ତେବେ ଏହା କେବେ ହେଲେ ଆମ ପାଖରେ ପହଞ୍ଚି ପାରିବ ନି । ଏହା ପରେ ତୁଳା ରାଶି ଓ କୁମ୍ଭ ରାଶି ଏହି ଦୁଇ ରାଶି ମଧ୍ୟ ମା ଙ୍କ କରୁଣା ଲାଭ କରିବେ ।

ଏମାନେ ଏବେ ନିଶ୍ଚିତ ଭାବେ କିଛି ଭଲ ପରିଣାମ ପାଇବା ପାଇଁ ଅଯାଉଛନ୍ତି ବ୍ୟାପାରୀ ମାନଙ୍କ ପାଇଁ ନୂଆ ଉପାୟ ଆସିବ କେଉଁ ନୂଆ ବନ୍ଧୁ ଙ୍କ ଦ୍ଵାରା ଆପଣ ଖୁବ ଲାଭ କରିବେ । ଆମଦାମି ଏହି ସମୟରେ ଆପଣଙ୍କ ପାଇଁ ଅଧିକା ରହିବ । ଏହା ସହ ଆପଣଙ୍କ ସମାଜରେ କିଛି ନୂଆ ରାସ୍ତା ଧନ କମେଇବାର ପାଇଁ ବାହାର କରିବେ । ଆପଣ ଙ୍କ ଜୀବନରେ ଏକ ସୁନ୍ଦର ଜୀବନ ସାଥି ଆସିବା ପାଇଁ ଯାଉଛି ଯେଉଁ ମାନେ ବିବାହ କରି ନାହାଁନ୍ତି ସେମାନଙ୍କ ପାଇଁ । ଆପଣ ନିଜ ସନ୍ତାନ ମାନଙ୍କ ସହ ଖୁବ ଭଲରେ ରହିବେ ଏହି ସମୟରେ ଦାମ୍ପତ୍ୟ ଜୀବନ ନିଶ୍ଚିତ ଭାବେ ଭଲ ରେ ଜୀବ ଏହି ନବ ରାତ୍ରି ରେ ଆପଣ ମା ଦୂର୍ଗା ଙ୍କ ଆରାଧନା ସୁଦ୍ଧା ମନରୁ କରିକି ଦେଖନ୍ତୁ ଆପଣଙ୍କ ସବୁ ସମସ୍ଯା ଦୂର ହୂୟ ଜୀବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button