ଗାଧୋଇବା ସମୟରେ ପୁଅ ହେଉ କିମ୍ବା ଝିଅ କରନ୍ତୁ ନାହିଁ ଏହି 5ଟି ଭୁଲ, ନଚେତ ବେଳା ଖରାପ ପଡିବ

ଆମେ ଅଂଶକ ସମୟରେ ଅନେକ ଭୁଲ କରି ଥାଉ । ଏହା ବିଷୟରେ ଆମେ କିଛି କଥା ନିଜ ବଡ଼ ଘରେ ଥିବା ବଡ଼ ଲୋକଙ୍କ ସହ ଏହା ବିଷୟରେ କଥା ହୋଇ ଥାଉ । ଆମେ ଖାଲି ସମୟରେ ଆଅଙ୍ଗ ମାନଙ୍କ ସହ ସମୟ ବିତାଇବା ସମୟ ରେ ମଧ୍ୟ କିଛି କଥା ଆଲୋଚନା କରି ଥାଉ । ତେବେ ଦେଖିବା ପାଇଁ ଗଲେ ଆମେ କେବଳ କଥା କହିବା ବେଳେ ନୁହେଁ କିଛି କାମ କରୁଥିବା ବେଳେ ମଧ୍ୟ ଭୁଲ ଭଲ କାମ କରି ନଉ ।
ଆମେ ଶୋଇବା ବେଳେ କିମ୍ବା ଖାଇବା ବେଳେ ଅନେକ ସମୟରେ ଭୁଲ ଭାଲ କାମ କରୁ ଯାହା ପାଇଁ ଆମେ ଖରାପ ପରିଣାମ ପାଉ । ଆମେ ଯେଉଁ ଭୁଲ ଏବେ କରୁ ଏହା ପାଇଁ ଆମେ କିଛି ଲୋକ ଙ୍କ ଆଗରେ ନିଜର ଏକ ଖରାପ ପ୍ରଭାବ ଆଣୁ । ଏହା ସହ ଆମେ ନିଜ ପାଇଁ ଖରାପ ଜିନିଷ ଓ ଅପଯଶ ମଧ୍ୟ ଆଣୁ । ଆଜି ଆମେ କହିବା ପାଇଁ ଯାଉଛେ କି କେଉଁ ଭୁଲ ଆଣେ ଅଜାଣତରେ ଭୁଲ କରି ନଉ ଯାହା ପାଇଁ ଆମେ ଖରାପ ପରିଣାମ ପାଇଁ ଥାଉ । ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବା ପାଇଁ ଯାଉଛୁ । ପୁରାଣ ଶାସ୍ତ୍ର ଅନୁସାରେ ଗଧୋଇବା କୁ ବହୁତ ମହତ୍ୱ ଦିଆ ଯାଇଛି । କୁହାଯାଏ କି ଆମେ ଦିନର ଆରମ୍ଭ ଗାଧୋଇକି କରି ଥାଉ ।
ଦେଖିବା ପାଇଁ ଗଲେ ଆମେ ଯଦି ଏହି ସମୟ ରେ ଭୁଲ କରୁ ଏହାର ପ୍ରଭାବ ସିଧା ସଳଖ ଭାବରେ ଆମ ଗ୍ରହ ଉପରେ ପଡ଼େ । ଏହି ଗ୍ରହ ମାନେ ହେଉଛନ୍ତି ଚନ୍ଦ୍ରମା, ରହୁ ଓ କେତୁ । ସାଧାରଣ ଭାବରେ ମଣିଷ ନିଜ ଦିନର ଆରମ୍ଭ ଗଧୋଇବା ରୁ କରି ଥାଏ । କିନ୍ତୁ ଅନେକ ସମୟରେ ଆମେ ଗଧୋଇବା ସମୟ ରେ ନଖ କାଟି ଦେଇ ଥାନ୍ତି କୁହା ଯାଏ କି ଆପଣ ଗାଧୋଇବା ପୂର୍ବରୁ କିମ୍ବା ପରେ ନଖ କାଟିବା ଭଲ କିନ୍ତୁ ଏହା ଭିତରେ କାଟିବା ଭଲ ନୁହେଁ । ଆଉ ଏକ କଥା ଆପଣ ମାନଙ୍କ ମଧ୍ୟରୁ କିଛି ଜଣ ଗଧୋଇବା ସମୟରେ ହିଁ ନିଜ ଦାଢ଼ି କୁ ସେଭ କରି ଦେଇ ଥାନ୍ତି । ଏହା କରିବା ଖରାପ ଅଟେ ।
ଏହା ସହ ଆପଣ କାହାଠାରୁ ମିଳିଥିବା କିମ୍ବା ଅନ୍ୟ କାହା ପଇସା ରେ ଜିନିଷ କିଣିକି ଏହାକୁ ଗାଧୋଇବା ଘରେ ରଖି ବ୍ୟବହାର କରନ୍ତୁ ନାହିଁ । ଏହା କରିବା ଦ୍ୱାରା ଅଶୁଭ ହୋଇ ଥାଏ ଆପଣଙ୍କ ସହ । ଆପଣ ଗଧୋଇବା ପରେ ଆଉ କାହା ପୋଷାକ କିମ୍ବା ଗାମୁଛା ବ୍ୟବହାର କରିବା ଖରାପ ସମୟ ଆସିବାର ଲକ୍ଷଣ ଦେଖାଇ ଥାଏ । ଏହା ସହ ଆପଣ ଆଉ ଏକ ଜିନିଷ ର ଧ୍ୟାନ ଦିଅନ୍ତୁ କି ଓଦା ଦେହରେ କିମ୍ବା ଓଦା ଲୁଗା ରେ ଆପଣ ଚୁଲି ଲଗାଇବେ ନି । ପାଣି ଓ ନିଆଁ ଦୁଇ ଜଣ ଏକା ସହ ରହି ପାରିବ ନି ତେଣୁ ଏହା ଆମକୁ ଧ୍ୟାନ ଦେବା ଦରକାର ଅଟେ ।