ମନୋରଞ୍ଜନ

ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ହୋଇଥାନ୍ତି ଆଦର୍ଶ ପତ୍ନୀ

ଯେତେବେଳେ କେହି ନିଜ ଜବାନି ରେ ପାଦ ଦେଇ ଦିଏ ଓ ଏହା ପରେ ସେ ନିଜ ଚାକିରି ରେ ମଧ୍ୟ ସଠିକ ଭଳି ଜାଗା କରେଇ ନିଏ । ଏହା ପରେ ଏହାର ଦ୍ଵିତୀୟ ପାଦ ବିବାହ ହୋଇ ଥାଏ । ତେବେ ବିବାହ ପାଇଁ ସେତେ ବେଳେ ଅସୁବିଧା ହୁଏ ଯେତେବେଳେ ଜୀବନ ସାଥି ଟିଏ ଖୋଜା ହୁଏ । ନିଜ ପାଇଁ ସଠିକ ଜୀବନ ସାଥି ଖୋଜିବା ନିହାତି ଦରକାର ଅଟେ । ନଚେତ ଏହା ଆମ ପାଇଁ ଭବବିଷ୍ୟତରେ ଅସୁବିଧା ସୃଷ୍ଟି କରି ଥାଏ ।

କାରଣ ବିନା ବୁଝାମଣା ରେ ଆମେ ବିବାହ କରିବା ଦ୍ଵାରା ଆମ ପରିବାର ଓ ଆମେ ଉଭୟ ଦୁଃଖୀ ହୋଇ ଥାଉ । ତେଣୁ କରି ଆମେ ସବୁ ବିବାହ ଆଗରୁ ଜାତକ ଦେଖି ଥାଉ । ଆଜି କାଲୀ ପିଲା ମାନେ ବିବାଝ କରିବବା ଆଗରୁ ନିଜ ପରିବାର ଲୋକଙ୍କ ମତ ନେବା ପସନ୍ଦ କରୁ ନାହାଁନ୍ତି କିନ୍ତୁ ଦେଖିବା ପାଇଁ ଗଲେ ଏହା ଆଜି କାଲୀ ସାଧାରଣ କଥା ହୋଇ ଗଲାଣି ।

ଆମେ ଯଦି ଦେଖିବା ପାଇଁ ଯିବା ତ ଜାଣି ପାରିବା କି ଏହି ଭଳି କିଛି ମାସ ଅଛି ଯେଉଁ ମାସରେ ଜନ୍ମ ହୋଇଥିବା ମହିଳା ମାନେ ଖୁବ ଭଲ ହୋଇ ଥାନ୍ତି ବିବାହ ପାଇଁ ସେମାନଙ୍କୁ ବିବାହ କରିବା ଦ୍ଵାରା କେବଳ ଆପଣ ନୁହେଁ ଆପଣ ଙ୍କ ପରିବାର ମଧ୍ୟ ଖୁବ ଖୁଶି ଓ ଶାନ୍ତି ରେ ରହିବ । ଆପଣ ଜଦି ଏହି ମାସର କାହାକୁ ବିବାହ କରୁଛନ୍ତି ତେବେ ଆପଣ ଜାଣି ନିଅନ୍ତୁ କି ସେମାନେ ଆପଣଙ୍କ ଘରକୁ ଖୁବ ସୁନ୍ଦର ଓ ଖୁବ ସଂସ୍କାର ପୂର୍ଣ ହୋଇ ଥାନ୍ତି । ଆପଣ ଏହି ମାସରେ ଜନ୍ମ ହୋଇଥିବା ମହିଳା ମାନଙ୍କୁ ବିବାହ କରିବା ଦ୍ଵାରା ଘରେ ସୁଖ ଶାନ୍ତି ଓ ଶରଧା ଲାଗି ରହି ଥାଏ ।

ତେବେ ଆସନ୍ତୁ ଜାଣିବା ଏହି ମାସର ନାମ ଗୁଡିକ ପ୍ରଥମ ମାସ ହେଉଛି ମାର୍ଚ – ଏହି ମାଷଶ୍ରେ ଜନ୍ମ ହୋଇଥିବା ମହିଳା ମାନେ କେବେ ଭି ନିଜ ସ୍ଵାମୀ କୁ ଧୋକା ଦେଇ ନଥାନ୍ତି ସେମାନେ ସବୁ ବେଳେ ନିଜ ସ୍ଵାମୀ କୁ ସବୁ କାମରେ ଷପୋର୍ଟ କରନ୍ତି । ଏହି ମାସରେ ଜନ୍ମ ହୋଇ ଥିବା ମହିଳାମାନେ ଖୁବ ଭାବନାତ୍ମକ ହୋଇ ଥାନ୍ତି ସେମାନେ କେବେ ଭି ଆପଣଙ୍କ ପିତା ମାତା ଙ୍କୁ ନିରାଶ କରିବେ ନି ତେଣୁ କରି ଆପଣ ଏହି ମାନଙ୍କୁ ବିବାହ କରିବା ଦ୍ଵାରା ଆପଣଙ୍କ ଜୀବନରେ ଖୁଶି ଆଶିଜୀବ । ମେ ମାସରେ ଜନ୍ମ ହୋଇଥିବା ମହିଳା ଏହି ମାସରେ ଜନ୍ମ ହୋଇଥିବା ମହିଳା ମାନେ ଖୁବ ସାନ୍ତ ସ୍ଵଭାବର ହୋଇ ଥାନ୍ତି ଏମାନେ ସବୁ ଜାଗାରେ ନିଜକୁ ଅଡଯଷ୍ଟ କରି ଦେଇଥାନ୍ତି ।

ପରିସ୍ଥିତି ବିପରୀତ ହେଲେ ମଧ୍ୟ ଏମାନେ ଝଗଡା କରି ନଥାନ୍ତି । ସେମାନେ ଯେତେ ଅଧିକ ପାରନ୍ତି ଏମାନେ ସେମାନଙ୍କୁ ସାହାଜ୍ଯ କରି ଥାନ୍ତି । ଜୁଲାଇ ମାସରେ ଜନ୍ମ ହୋଇ ଥିବା ମହିଳା ମାନେ ଖୁବ ବୁଝିବାର ହୋଇଥାନ୍ତି । ଏମାନେ ବହୁତ କେୟାରିଙ୍ଗ ହୋଇ ଥାନ୍ତି ତେଣୁ ସ୍ଵାମୀ ମାନେ ଏମାନଙ୍କୁ ବହୁତ ଭଲ ପାଇ ଥାନ୍ତି । ନଭେମ୍ବର ମାସରେ ଜନ୍ମ ହୋଇଥିବା ମହିଳା ମାନେ ଯେଉଁ ଘରକୁ ଭି ଯାନ୍ତି ସେମାନେ ସେହି ଜାଗାକୁ ସ୍ଵର୍ଗ କରି ଦେଇ ଥାନ୍ତି ଏମାନେ ଭାଗ୍ଯର ମଧ୍ୟ ଖୁବ ଉଚ ହୋଇ ଥାଏ । ଏହି ମାସରେ ଜନ୍ମ ହୋଇଥିବା ମହିଳା ମାନଙ୍କୁ ବିବାହ କରିବା ଦ୍ଵାରା ଆପଣ ଖୁବ ଖୁଶିରେ ରହିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button