ମରିଗଲେ ବି ବୁଧବାର ଦିନ ଖାଆନ୍ତୁ ନାହିଁ ଏହି ଖାଦ୍ୟ, କରନ୍ତୁ ନାହିଁ ଏହି 5ଟି କାମ… ନଚେତ ଘରର ହୋଇଯିବ ବର୍ବାଦ

ଆମେ ଜାଣିଛେ କି ସବୁ ବାର କିଛି ନା କିଛି ଗ୍ରହ ମାନଙ୍କ ଉପରେ ରହି ଥାଏ । ସେହି ଭଳି ବୁଧ ବାର ମଧ୍ୟ ଭଗବାନ ବୁଧ ଙ୍କ ବାର ବୋଲି ଆମେ ଜାଣିଛେ । ଆମେ ଜାଣିଛେ କି ଏହି ଦିନ କୁ ଆମେ ମା ଲକ୍ଷ୍ମୀ ଓ ଗଣେଶ ଭଗବାନ ଙ୍କୁ ମଧ୍ୟ ସମର୍ପଣ କରିଛୁ । ଏହି ଦିନ ଆପଣ ଭଗବାନ ଗେଣେଶ ଓ ମା ଲକ୍ଷ୍ମୀ ଙ୍କୁ ଆରାଧନା କରିବା ଦ୍ଵାରା ଆମେ ଖୁବ ଧନୀ ହୋଇ ଯିବୁ । ଆପଣ ଜାଣି ଥିବେ କି ଏହି ଦିନ ଆମେ କିଛି ଦୂବ ଓ କିଛି ଧଳା ଫୁଲ ନେଇ ଏହି ଦିନ ଭଗବାନ ଗଣେଶ ଙ୍କୁ ଦେବା ଦ୍ଵାରା ଆମ ଜୀବନର ସବୁ କଷ୍ଟ ଦୂର ହୋଇ ଯାଇ ଥାଏ ।
ଆଜି ଆମେ କହିବା ପାଇଁ ଯାଉଛୁ କି କେଉଁ ଭଳି ଭାବେ ଏହି ଦିନ ଆପଣ ପୂଜା କରିବେ । ଯାହା ଦ୍ଵାରା ଆପଣ ଖୁବ ଧନବାନ ହୋଇ ପାରିବେ । ତେବେ ଆସନ୍ତୁ ଜାଣିବା ।
ବୁଧ ବାର ଦିନ ଧଳା ବସ୍ତ୍ର ଧାରଣ କରିବା ଭଲ ହୋଇ ଥାଏ ଯଦି ଆପଣ ପାରିବେ ତ ଏହି ଦିନ ଆପଣ କିଛି ଧଳା ବସ୍ତୁର ସେବନ କରନ୍ତୁ ଜେଭଳିକି ଶାଗୁ, ଖିରୀ, ପେଡା ଆଦି । ଏହି ଭଳି କିଛି ସଫା ବସ୍ତ୍ର ଧାରଣ ମଧ୍ୟ କରିବେ । ଆପଣ ଏହି ଦିନ ଯଦି କିଛି ମୁଗ ଡାଲି ଅଳ୍ପ ଭି ହେଉନା କାହିଁ କି ଗରିବ ମନାଙ୍କୁ ଦାନ କରିବେ ତାହା ଦ୍ଵାରା ଆପଣଙ୍କ ଧାର ହୋଇଥିବା ପଇସା ସୁଝି ହୋଇ ଜୀବ ।
ଆପଣ ଏହି ଦିନ ଯାହା ଭି କାମ କରିବେ ତା ଆଗରୁ ଭଗବାନ ଗଣେଶ ଓ ମା ଲ୍କାହମି ଙ୍କୁ ପ୍ରଣାମ କରିକି କରନ୍ତୁ । ଆପଣ ଏହି ଦିନ ଯଦି କେଉଁ ଭି କିନ୍ନର ମାନଙ୍କୁ କିଛି ଟଙ୍କା ଦେବା କିମ୍ବା ଯଦି ସେମାନେ ଭୋଜନ ପାଇଁ କହୁଛନ୍ତି ତେବେ ଆପଣ ତାଙ୍କୁ ଭୋଜନ ଦେବା ଭଳି କିଛି ପୂଣ୍ୟ କାମ କରୁଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଭଲ ପରିଣାମ ପାଇବେ । କାରଣ କିନ୍ନର ମାନଙ୍କୁ ବୁଧର କାରକ ବୋଲି କୁହାଯାଏ । ବୁଧ ଗ୍ରହ ମଧ୍ୟ କିନ୍ନର ଗ୍ରହ କୁହାଯାଏ । ଏ ହି ଦିନ ଭଲ ଯିବା ପାଇଁ ଆପଣ ହାତରେ ପାନା କୁ ଧାରଣ କରିବା ।
ଏହି ଗ୍ରହକୁ ବାଣୀର ଗ୍ରହ ବୋଲି କୁହା ଯାଏ ତେଣୁ ଆପଣ ଏହି ଦିନ କେବେ ଭି କିଛି ଖାପ କିମ୍ବା ଅପଶବ୍ଦ କୁହନ୍ତୁ ନି । ଏହି ଦିନ ଯଦି ଆପଣ କିଛି ଧନ ଦେଉଛନ୍ତି କିମ୍ବା ନେଉଛନ୍ତି ତେବେ ଏହା ଦ୍ଵାରା ମଧ୍ୟ ଆପଣ ଗରିବ ହୋଇଯିବେ । ଏହି ଦିନ ପାନ ଖାଇବା କୁ ମନା କରା ଯାଇ ଥାଏ । ଯଦି କେଉଁ ମହିଳା ନିଜ ପିଲା ମାନଙ୍କର ଭଲ ଚିନ୍ତା କରୁଛନ୍ତି ତେବେ ଆପଣ କେବେ ଭି ଏହି ଦିନ ନିଜ ମୁଣ୍ଡର ଚୁଟି କୁ ଧୁଅନ୍ତୁ ନି । ଆପଣ ଏହି ଦିନ ନାରୀ ର ଅପମାନ କରନ୍ତୁ ନି ନଚେତ ଆପଣଙ୍କ ଜୀବନରେ ସବୁ ଦିନ ଦୁଃଖ ର ସାୟା ଆସିଯିବ ।