ଜ୍ୟୋତିଷ

ଆଜି ରାତିଠାରୁ ରାଜା ହେବା ପାଇଁ ଯାଉଛନ୍ତି ଏହି 5ଟି ରାଶିର ଲୋକ

ଆମେ ଜାଣିଛେ କି ଭଗବାନ ଶିବଙ୍କୁ ଆରାଧନା କରୁଥିବା ପୁରୁଷ କିମ୍ବା ମହିଳା ସବୁ ବେଳେ ଖୁଶିରେ ରୁହନ୍ତି । କିନ୍ତୁ ଦେଖିବା ପାଇ ଗଲେ ଆମେ ଜାଣି ପାରିବା କି ଏହି ସମୟରେ କିଛି ଏଭଳି ସଂଯୋଗ ହେବା ପାଇ ଯାଉଛି କି ଯାହା ଦ୍ଵାରା ଭଗବାନ ଭୋଳା ବାବା ଙ୍କ ପାଇ ଆମ ଗହଣରେ ଥିବା କିଛି ରାଶି ମାନେ ଭାଗ୍ୟବାନ ହେବା ପାଇ ଯାଉଛନ୍ତି । ଭଗବାନ ଶିବଙ୍କୁ ସବୁ ଦେବଙ୍କ ଦେବ ବୋଲି କୁହାଯାଏ । ଏହି ଶିବ ଭଗବାନ ଙ୍କୁ ପୂଜା କରିବା ଦ୍ଵାରା ମୃ-ତ୍ୟୁ ମୁଖରୁ ମଧ୍ୟ ଲୋକମାନେ ବଞ୍ଚିକି ଆସିଛନ୍ତି ।

ତେବେ କହିବା ପାଇ ଗଲେ ଆମେ ଜାଣି ପାରିବା କି ଭଗବାନ ଶିବ ଙ୍କୁ ଗ୍ରହ ଖଣ୍ଡନ ପାଇଆ ମଧ୍ୟ ପୂଜା କରା ଯାଏ । କିନ୍ତୁ ଯାହା ଉପରେ ଭଗବାନ ସ୍ଵୟଂ ନିଜର କୃପା କରିବା ପାଇ ଚାହୁଁ ଛନ୍ତି ସେମାନଙ୍କ ଭାଗ୍ୟ ଖୁବ ଭଲ ହେବ ।

ଯେଉଁ ମାନେ ଭିକାରି ଅବସ୍ଥା କିମ୍ବା ଭିକାରି ପରିସ୍ଥିତି ରେ ଅଛନ୍ତି ସେମାନେ ଖୁବ ଧନବାନ ହେବା ପାଇ ଯାଉଛନ୍ତି । ତେବେ ଆସନ୍ତୁ ଜାଣିବା କଣ କଣ ଫାଇଦା ପାଇବା ପାଇ ଯାଉଛନ୍ତି ଏହି ରାଶିର ଲୋକମାନେ ଓ ଏହି ରାଶିର ଲୋକମାନଙ୍କ ନାମ । ଏହି ରାଶିର ଲୋକମାନେ ସବୁ ପ୍ରକାର ଖୁଶି ପାଇବା ପାଇ ଯାଉଛନ୍ତି । ଯେଉଁ ମାନେ କିଛି ଭଲ କାମ କରିଛନ୍ତି ସେମାନଙ୍କ ଭଲ ପରିଣାମ ପାଇବା ସମୟ ଆସି ଯାଇଛି ।

ଚାକିରି ଖୋଜୁଥିବା ବ୍ୟକ୍ତି ମାନେ ଚାକିରି ପାଇବେ । ଯେଉଁ ମାନେ ଆଗରୁ କାମ କରୁଛନ୍ତି ସେମାନେ ଏବେ ଆହୁରି ଭଲ ଜାଗାକୁ ପ୍ରମୋଶନ ହେବା ପାଇ ଜୀବେ । ଯେଉଁ ମାନେ ନିଜ ପରିବାର ଠାରୁ ଅଲଗା ରହୁଥିଲେ ସେମାନେ ଏବେ ଏହି ସମୟରେ ନିଜ ପରିବାର ପାଖକୁ ଫେରି ଆସିବେ । ଯେଉଁ ବ୍ୟକ୍ତି ମାନେ ନିଜ ବ୍ୟାପାର ପାଇ ଚିନ୍ତାରେ ରହୁଥିଲେ, ସେମାନଙ୍କ ବ୍ୟାପାର ଏବେ ଖୁବ ଜଲ୍ଦି ଆଗକୁ ଜୀବ । ସମାଜରେ ଆପଣଙ୍କ ନାମ ହେବ । ଆପଣ ଏହି ସମୟରେ ନିଜ ସନ୍ତାନ ମାନଙ୍କ ପାକହରୁ କିଛି ଭଲ ଖବର ପାଇବା ପାଇ ଯାଉଛନ୍ତି । ଏହି ସମୟରେ ଆପଣ ନିଜ କଥା କହିବା ଶୈଳୀ ଉପରେ ଧ୍ୟାନ ଦିଅନ୍ତୁ ।

ଆପଣ ନିଜ କଥା କୁ ଅନ୍ୟମାନଙ୍କୁ କହିବା ପାଇ ସକ୍ଷମ ହେବେ । କିଛି ବନ୍ଧୁ ବାନ୍ଧବ ମାନଙ୍କୁ ଦେଇ ଥିବା ଧାର ପଇସା ଫେରି ପାଇବେ ଆପଣ । ଆପଣ ଏହି ସମୟରେ କିଛି ଭଲ ଜାଗା କିମ୍ବା ପ୍ରପୋର୍ଟି କିଣି ପାରିବେ । ଭଗବାନ ଭୋଳା ସଙ୍କର ଙ୍କ କୃପା ରହୁ ଥିବାରୁ ଆପଣ ଏହି ସମୟରେ କିଛି ବିବାହ କିମ୍ବା ଧାର୍ମିକ କାମ ରେ ଯୋଗ ଦେବେ । ଆପଣ ଙ୍କ ନିସ୍ପତି ଉପରେ ସାରା ଜୀବନର ଖୁଶି ଆପଣଙ୍କ ନିର୍ଭର କରେ । ଆପଣ ଯେଉଁ ମାନେ କିଛି କାମ କୁ ଅଧାରେ ରଖୀ ଦେଇଥିଲେ ତାହା ଏବେ ପୂରଣ ହୋଇଯିବ । ସରକାରୀ କାମ ହେଉ କିମ୍ବା କୋର୍ଟ ର କିଛି କାମ ହେଉ ଏହା ଆପଣଙ୍କୁ ନିଶ୍ଚିତ ଭାବେ ଭଲ ପରିଣାମ ଦେବ । ତେବେ ଏହି ରାଶି ମାନଙ୍କ ନାମ ହେଉଛି ବୃଷ, କନ୍ୟା, ମେଷ, ତୁଳା ରାଶି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button