ଦୁକାନ ଚାଲୁନାହିଁ ଆପଣଙ୍କର। ଟାଙ୍ଗି ଦିଅନ୍ତୁ ଏହାକୁ ଗ୍ରାହକ ଟାଣି ହୋଇଆସିବେ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଦୁକାନ ଚାଲୁନାହିଁ ଆପଣଙ୍କର। ଟାଙ୍ଗି ଦିଅନ୍ତୁ ଏହାକୁ ଗ୍ରାହକ ଟାଣି ହୋଇଆସିବେ କେବେ କେବେ ଆପଣଙ୍କ ବ୍ୟାପାର ଭଲ ଚାଲେ ନାହିଁ କିନ୍ତୁ ଆପଣଙ୍କର ସାମ୍ନା ଦୁକାନ ଭଲ ଚାଲିଥାଏ ଏହାର ଅର୍ଥ କେହି ଆପଣଙ୍କ ଦୁକାନ ଫେକ୍ଟ୍ରିରେ କିଛି ବନ୍ଦ କରିବା ପାଇଁ ବାନ୍ଧି ଦେଇଛି। ଏମିତି ଇର୍ଷାରେ କିମ୍ବା ଆପଣଙ୍କୁ ହଇରାଣ କରିବା ପାଇଁ ଏମିତି କରିଥାନ୍ତି। ଏହି ବନ୍ଧନକୁ କାଟିବା ପାଇଁ ମହା ପ୍ରୟୋଗ ବିଷୟରେ ଆସନ୍ତୁ ଜାଣିବା।
ଏହି ବନ୍ଧନକୁ କାଟିବା ପାଇଁ ଏହି ତନ୍ତ୍ର ପ୍ରୟୋଗ କରନ୍ତୁ। ଏଥିରେ କାହାରି କୌଣସି କ୍ଷତି ହେବନାହିଁ। ଆପଣଙ୍କ ଦୁକାନର ବନ୍ଧନକୁ କାଟି ଦେବ ଏବଂ ଦ୍ୱିତୀୟ ଥର କେହି ଆପଣଙ୍କ ଦୁକାନରେ କୌଣସି ତନ୍ତ୍ର ମନ୍ତ୍ର କରିପାରିବେ ନାହିଁ।
ଏଥିପାଇଁ ଅରଖ ଗଛର ଗୋଟେ ପତ୍ରର ଆବଶ୍ୟକତା ପଡିବ ଏବଂ ଗୋଟେ ଯୋଡ଼ା ପତ୍ର। ଏହାର ପତ୍ର ବହୁତ ବିଷାକ୍ତ ହୋଇଥାଏ କିନ୍ତୁ ଏହାକୁ ତନ୍ତ୍ର କ୍ରିୟାରେ ପ୍ରୟୋଗ କରାଯାଏ। ଏହି ଦୁଇଟି ଗଛର ପତ୍ରକୁ ନେଇ ଆସନ୍ତୁ। ଏହି ପତ୍ରକୁ ଆଣିବା ସମୟରେ କୁହନ୍ତୁ କି ମୋର ଗୋଟେ ପତ୍ର ଦରକାର ମୁଁ ଏଥିରୁ ଗୋଟେ ପତ୍ର ନେବି ଏବଂ ମୋତେ ଆଶୀର୍ବାଦ କରନ୍ତୁ।

ଏହି ଦୁଇଟି ଗଛରୁ ଦୁଇଟି ପତ୍ର ଆଣି କମଳା ରଙ୍ଗର ସିନ୍ଦୁରରେ ୩ଟି ଲେଖାଏଁ ବିନ୍ଦି ଦୁଇଟି ଯାକ ପତ୍ରରେ ଲଗାନ୍ତୁ। ୫ ଟି ଗୋଟା ଗୁଆ ସମ୍ପୂର୍ଣ୍ଣ ଭଲ ହୋଇଥିବ ଭଙ୍ଗା କି କଣା ହୋଇନଥିବ ଭଲ ଗୁଆର ଆବଶ୍ୟକତା ପଡିବ ଏବଂ ଗୋଟେ କଳା କପଡା ଏହିସବୁ ଜିନିଷକୁ ନେଇ ଗୋଟେ ଜାଗାରେ ବସି ଯାଆନ୍ତୁ।
ଏହି ପ୍ରୟୋଗ ଶନିବାର ଦିନ କରିବେ ଏହିସବୁ ଜିନିଷକୁ ନେଇ ଗୋଟେ ଜାଗାରେ ବସି ଏହି ମନ୍ତ୍ରର ଉଚାରଣ କରନ୍ତୁ ଓଁ ଏଂ ହ
ହ୍ରରିଂ କ୍ଲିଙ୍ଗ ଚାମୁଣ୍ଡାୟ ବିଚେ ଓଁ ଫଟ। ଏହା ମା ଦୁର୍ଗାଙ୍କର ମନ୍ତ୍ର ଅଟେ। ଏହି ମନ୍ତ୍ରର ଜପ ୧୦୮ ଥର କହିବା ପରେ ଦୁଇଟି ପତ୍ରକୁ କଳା କପଡା ଉପରେ ରଖନ୍ତୁ ୫ଟି ଗୁଆ ସହିତ।
ଏହାକୁ କଳା ସୂତାରେ ହିଁ ବାନ୍ଧି ଦିଅନ୍ତୁ। ଏହି ପ୍ରୟୋଗ ଶନିବାର ଦିନ କେବେବି କରିପାରିବେ କିନ୍ତୁ ରାତିରେ କରିଲେ ବହୁତ ଭଲ ହୋଇଥାଏ। ସେହି କପଡାକୁ ସେହି ଦିନ ରାତିରେ ହିଁ ଯାଇ ବାନ୍ଧି ଦିଅନ୍ତୁ। ଧ୍ୟାନ ରଖିବେ ଏହି ପ୍ରୟୋଗ କରିବା ସମୟରେ ଯେମିତି କେହି ବାଧା ନଦିଅନ୍ତୁ। ୩ ଦିନ ଭିତରେ ଆପଣଙ୍କର କାମ ହେବାକୁ ଲାଗିବ। ଦୁକନକୁ ଗ୍ରାହକଙ୍କ ଲାଇନ ଲାଗିଯିବ।




