ଦେଶ- ବିଦେଶ

ହାତ ପାପୁଲିରେ ଅଛି ଏହି X ଚିହ୍ନ ତ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ- Samudra Shastra

ଆପଣ ମାନେ ଜାଣିଥିବେ କି ଆମ ଜୀବନରେ ଅନେକ ପ୍ରକାର ମାନ୍ୟତା ଅଛି । ଏହି ସବୁ ଦେଖିବା ପାଇଁ ଗଲେ ଆମେ ଅନେକ ଶାସ୍ତ୍ର ଜାଣି ଥିବା ଏହା ଭିତରେ ଆମେ ଦେଖି ଥିବା କି ସମୁଦ୍ର ଶାସ୍ତ୍ର ଏକ ସାତର ଯେଉଁ ଥିରେ ଆମ ହାତରେ ଥିବା ବିଭିନ୍ନ ଚିହ୍ନ ବିଷୟରେ ଆମେ କହିବ ଅପାଇନ ଯାଉଛୁ କି କେଉଁ ପ୍ରକାର ଚିହ୍ନ ଥିଲେ କିଭଳି ପରିଣାମ ମିଳି ଥାଏ ।

ହସ୍ତ ସମୁଦ୍ର ଶାସ୍ତ୍ର ଅନୁସାରେ ହତାରେ ଥିବା ଚିହ୍ନ ରୁ ଜଣା ପଡିବ କି କେଉଁ ଚିହ୍ନ ପାଇଁ କଣ ଲକ୍ଷଣ ଅଛି । ଶାସ୍ତ୍ର ଅନୁସାରେ ଆମେ ଦେଖିବା ପାଇଁ ଗଲେ ମାଛ, କଇଁଛ, ଶଙ୍ଖ ଆଦି ଭଳି ଚିନ୍ହ ରହିଥିବା ବ୍ୟକ୍ତିମାନେ ବହୁତ ଭାଗ୍ୟବାନ ଅଟନ୍ତି । ତେବେ ଏହି ଚିନ୍ହ ଦ୍ୱାରା ବିଭିନ୍ନ ସଙ୍କେତ ବ୍ୟକ୍ତିଙ୍କ ବିଷୟରେ ଜଣାପଡ଼ିଥାଏ । ତେବେ ଆଜି ଆମେ ସେହି ପରି ବ୍ୟକ୍ତିମାନଙ୍କ ଭାଗ୍ୟ ଓ ଭବିଷ୍ୟତ ଉପରେ ଜାଣିବା ଯେଉଁମାନଙ୍କ ହାତ ରେ ଏହି ଶୁଭ ଚିନ୍ହ ଗୁଡିକ ଥିବ ।

ଶାସ୍ତ୍ର ଅନୁସାରେ ଶଙ୍ଖ ଭଗବାନ ବିଷ୍ଣୁ ଓ ମା ଲଷ୍ମୀଙ୍କ ର ଅତି ପ୍ରିୟ ଅଟେ । ତେଣୁ ଯେଉଁ ବ୍ୟକ୍ତିଙ୍କର ହାତରେ ଯେକୌଣସି ସ୍ଥାନରେ ଯଦି ଶଙ୍ଖ ଚିନ୍ହ ଥାଏ ତେବେ ସେହି ବ୍ୟକ୍ତି ମାନେ ବହୁତ ସୌଭାଗ୍ୟଶାଳୀ ଅଟନ୍ତି । ଏମାନଙ୍କ ଭାଗ୍ୟ ସୌଭାଗ୍ୟ ଓ ଏଶ୍ୱର୍ଯ୍ୟ ରେ ଭରି ହୋଇ ରହିଥାଏ । ଏମାନଙ୍କ ବ୍ୟକ୍ତିତ୍ୱ ପ୍ରଭାବିଶାଳୀ ଓ ଆକର୍ଶିତ ହୋଇଥାଏ । କିଛି ଲୋକଙ୍କ ହାତରେ ମାଛ ର ଚିନ୍ହ ମଧ୍ୟ ଦେଖିବାକୁ ମିଳିଥାଏ ।

ଏହା ହାତ ର କେଉଁ କେଉଁ ସ୍ଥାନ ରେ ଅଛି ତାହା ଦେଖି ଫଳ ମିଳିଥାଏ । କିନ୍ତୁ କହିବାକୁ ଗଲେ ଏହାର ଫଳ ମଧ୍ୟ ଶୁଭ ମିଳିଥାଏ । ଏହି ବ୍ୟକ୍ତି ମାନେ ନିଜ କ୍ଷେତ୍ରରେ ବହୁତ ପ୍ରସିଦ୍ଧ ଅଟନ୍ତି । ନିଜର ବଳବୁଦ୍ଧି ରେ ଧନ ଅର୍ଜନ କରନ୍ତି । ରୂପରେ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି । ଏହା ସହ ଧାର୍ମିକ ପ୍ରବୁତି ର ହୋଇଥାନ୍ତି । ଯଦି ଆପଣଙ୍କ ହାତରେ ତ୍ରିଶୁଳ ଚିନ୍ହ ଥାଏ ତେବେ ଆମେ ସମସ୍ତେ ଜାଣିଛୁ ତ୍ରିଶୂଳ ମହାଦେବଙ୍କ ଅସ୍ତ୍ର ଏଣୁ ଏହି ବ୍ୟକ୍ତିଙ୍କ ପାଖରେ ପ୍ରଚୁର ପଇସା ଥାଏ ।

ଏମାନେ ନିଜର ବୁଦ୍ଧି ରେ ଧନର୍ଜନ କରନ୍ତି । ଏମାନଙ୍କ ଉପରେ ମହାଦେବଙ୍କ କୃପା ସର୍ବଦା ରହିଥାଏ । ଏହା ଥିଲା କିଛି ମୁଖ୍ୟ ଚିନ୍ହ ଓ ଶୁଭ ଫଳ ଦେଉଥିବା ଚିନ୍ହ । ଯେଉଁ ବ୍ୟକ୍ତିମାନଙ୍କ ହାତ ରେ x ର ଚିନ୍ହ ଥାଏ ସେମାନେ ବହୁତ ଭାଗ୍ୟବାନ । ପ୍ରାୟତଃ ବହୁତ କମ ଲୋକଙ୍କ ହାତରେ x ର ଚିନ୍ହ ଦେଖିବାକୁ ମିଳିଥାଏ । ଏହା ହାତ ର କେଉଁ ଜାଗାରେ ଅଛି ତାହା ନିର୍ଭର କରି ଫଳ ମିଳିଥାଏ । ଯେଉଁ ବ୍ୟକ୍ତିମାନଙ୍କର ଦୁଇଟି ହସ୍ତରେ x ଚିନ୍ହ ଥାଏ ସେମାନେ ବହୁତ ସାହସୀ ଓ ପରାକ୍ରମୀ ଓ ଲୋକପ୍ରିୟ ଅଟନ୍ତି ।

ଆମ ହାତରେ ୩ ଟି ରେଖା ଥାଏ ହୃଦୟ ରେଖା, ମସ୍ତକ ରେଖା , ଆୟୁ ରେଖା । ଯେଉଁ ବ୍ୟକ୍ତିଙ୍କର ହୃଦୟ ରେଖା ଓ ମସ୍ତକ ରେଖା ମଧ୍ୟରେ x ଚିନ୍ହ ଥାଏ ଏମାନେ ବହୁତ ପରୋପକାରୀ ଅଟନ୍ତି । ଯେଉଁ ବ୍ୟକ୍ତିଙ୍କ ଆୟୁ ରେଖା ଓ ହୃଦୟ ରେଖା ପାଖପାଖି ଥାଏ ତେବେ ଏମାନେ ପରୋପକାରୀ ଅଟନ୍ତି । ଯେଉଁ ବ୍ୟକ୍ତିଙ୍କ ହାତରେ x ଚିନ୍ହ ଥାଏ ସେମାନଙ୍କ ଷଷ୍ଠ ଇନ୍ଦ୍ରିୟ ବହୁତ ଭଲ ଥାଏ ଏମାନେ କୌଣସି ବିପଦ ଆସିବା ଆଗରୁ ସେହି ସମ୍ପର୍କରେ ଜାଣିପାରନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button