ଜ୍ୟୋତିଷ

ଟଙ୍କା ଗଣି ଗଣି ଥକିଯିବେ July 13ରେ ଦୀର୍ଘ 80 ବର୍ଷ ପରେ ଦେଖାଯିବ ‘ଗୁରୁ ପୂର୍ଣ୍ଣିମାର’ ଚାନ୍ଦ, ଏହି 5ଟି ରାଶି ହେବେ କୋଟିପତି

ଆଷାଢ ମାସରେ ପଡୁଥିବା ପୂର୍ଣ୍ଣିମାକୁ ଗୁରୁ ପୂର୍ଣ୍ଣିମା ଭାବରେ ଜଣା ଯାଇଥାଏ ବୋଲି ଜ୍ଯୋତିଷ ଶାସ୍ତ୍ରରେ କୁହାଯାଏ । ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ଦିନ ୪ ବେଦର ଜ୍ଞାନ ଦେଉଥିବା ମହାଋଷି ବେଦ ଋଷିଙ୍କ ଜନ୍ମ ହୋଇଥିଲା । ମାନବ ଜାତି ପ୍ରତି ତାଙ୍କର ଯୋଗଦାନ ଦେଖି ତାଙ୍କର ଜନ୍ମଦିନକୁ ଗୁରୁ ପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଏହି ଦିନ ବେଦ ଋଷି ମାନବ ଜାତିକି ୪ ବେଦର ଜ୍ଞାନ ଦେଇଥିଲେ ଯାହା ମାନ୍ୟତା ରହିଛି । ଦୀର୍ଘ ୯୦ ବର୍ଷ ପରେ ୧୩ ଜୁଲାଇ ବୁଧବାର ଦିନ ଆଷାଢ ପୂର୍ଣ୍ଣିମାରେ ୫ଟି ରାଶି ହେବାକୁ ଯାଉଛନ୍ତି ମାଲାମାଲ । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ଯବାନ ରାଶିଗୁଡିକ ବିଷୟାରେ ବିସ୍ତାର ଭାବେ ।

ମିଥୁନ ରାଶି : ଅନେକ ମହତ୍ଵ ପୂର୍ଣ୍ଣ କ୍ଷେତ୍ରରୁ ଲାଭ ମିଳିବ । ଆମଦାନୀରେ ସ୍ରୋତ ବଢିବ । ଆପଣଙ୍କୁ ନୂଆ ନୂଆ ଅବସର ପ୍ରାପ୍ତ ହେବ । ବେପାର ବାଣିଜ୍ୟ କ୍ଷେତ୍ରରେ ଦୁଇ ଗୁଣା ଲାଭ ମିଳିବ । ଯାହା ସମସ୍ଯା ଥିଲା ତାହା ଦୂର ହେବ । ମା ଲକ୍ଷ୍ମୀଙ୍କ କୃପାରୁ ଧନର ସ୍ରୋତ ନଜର ଆସିବ । ସମୟ ଆପଣଙ୍କ ପାଇଁ ଲକି ସାବ୍ୟସ୍ତ ହେବ ।

ସିଂହ ରାଶି : ଗୁରୁ ପୂର୍ଣ୍ଣିମା ଆପଣଙ୍କ ପାଇଁ ବହୁତ ଖାସ ରହିଛି । କୌଣସି କ୍ଷେତ୍ରରୁ ଅଚାନକ ଧନ ଲାଭ ହେବ । ମା ଲକ୍ଷ୍ମୀଙ୍କ ରୂପରୁ ଗୃହରେ ଶୁଭ କାର୍ଯ୍ୟର ଆୟୋଜନ ହେବ । ଧର୍ମ କର୍ମ କାର୍ଯ୍ୟରେ ରୁଚି ରହିବ । ଅନେକ ସ୍ଥାନରୁ ଧନର ଲାଭ ହେବ । ଅଟକି ରହିଥିବା କାମ ପୂରଣ ହେବ । ବ୍ୟାପାରରେ ବୃଦ୍ଧି ହେବ ।

କନ୍ୟା ରାଶି : ଦୀର୍ଘ ୮୦ ବର୍ଷ ପରେ ଗୁରୁ ପୁର୍ଣ୍ଣିଆ ଦିନ ମହା ସଂଯୋଗ କାରଣରୁ ଆପଣଙ୍କ ଜୀବନରେ ବହୁତ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଅପାର ଧନ ସମ୍ପତି ଲାଭ ପାଇବେ । ନୂଆ କ୍ଷେତ୍ରରେ କରିବାରେ ଧନ ନିବେଶ କରିବେ । ବ୍ୟାପାରରେ ବୃଦ୍ଧି ହେବ । ମହତ୍ଵ ପୂର୍ଣ୍ଣ ଯୋଜନାରେ ଲାଭ ପାଇବେ ।

ବିଛା ରାଶି : ବିଦ୍ୟାର୍ଥୀ ପଢା ରେ ବ୍ୟସ୍ତ ରହିବେ । ବିଦେଶ ଯାତ୍ରା କରିବାର ଯୋଗ ରହିଛି । କାରୋବାରରେ ଧନ ନିବେଶ କରି ଫାଇଦା ରେ ରହିବେ । ବିଦେଶୀ କାରୋବାରରେ ଆପଣଙ୍କର ଫୋକସ ରହିବ । ଉଚ୍ଚ ଅଧିକାରତୀଙ୍କ ସହଯୋଗ ପାଇବେ । ଘରେ ସୁଖ ସମୃଦ୍ଧି ର ବୃଦ୍ଧି ହେବ । ଯେଉଁ ମାନେ ଅବିବାହିତ ଥିଲେ ସେମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ସମାଜରେ ଲୋକ ପ୍ରତିଷ୍ଠା ବଢିବ ।

ମୀନ ରାଶି : ଆପଣଙ୍କ ଜୀବନରେ ଅନେକ ସାରା ଖୁସି ଆସିବାକୁ ଯାଉଛି । ଗୁରୁଙ୍କ ଦର୍ଶନ କରନ୍ତୁ । ଦାନ ଧର୍ମ କରନ୍ତୁ । ନୂଆ ମହତ୍ଵ ପୂର୍ଣ୍ଣ ଯୋଜନା କରିବେ । ବ୍ଯାଙ୍କ ବାଲାନ୍ସ ବୃଦ୍ଧି ହେବ । ଘରେ ଧନ ସମ୍ପତିରେ ବୃଦ୍ଧି ହେବ । ଅଟକି ରହିଥିବା ଧନ ଫେରି ପାଇବେ । ଦାଂପତ୍ଯ ଜୀବନରେ ସାନଦାର ରହିବ । ମହତ୍ଵ ପୂର୍ଣ୍ଣ ଯୋଜନାରେ ସଫଳ ହେବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button