ଜ୍ୟୋତିଷ

ମେଷ ରାଶି ଜାନୁୟାରୀ 2023, ଆପଣଙ୍କ ସହ ଘଟିବାକୁ ଯାଉଛି 5ଟି ବଡ ଘଟଣା…. ଇତିହାସ ବଦଳିଯିବ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ନୂତନ ବର୍ଷ ୨୦୨୩ ରେ ଜାନୁଆରୀ ମାସଟି ମେଷ ରାଶିର ବ୍ୟକ୍ତିଙ୍କ ପାଇଁ କିପରି ରହିବ । ଗ୍ରହ ମାନଙ୍କର ଗୋଚର, ରାଶି ପରିବର୍ତ୍ତନ, କେଉଁ ସବୁ ପରିବର୍ତ୍ତନ ଘଟିବ । କେଉଁ ଖୁସି ନେଇ କରି ଆସୁଛି ନବବର୍ଷ ତାହା ମଧ୍ୟ ଚର୍ଚ୍ଚା କରିବୁ । ତେବେ ମେଷ ରାଶିର ବ୍ୟକ୍ତି ଖୁସି ହୋଇ ଯାଆନ୍ତୁ ଜାନୁଆରୀ ମାସ ଆରମ୍ଭରୁ ଆପଣଙ୍କ ଜୀବନରେ ଖୁସି ହିଁ ଖୁସି ଆସୁଛି ।

ପ୍ରତେକ ଗ୍ରହର ଶୁଭ ଦ୍ରୁଷ୍ଟି ଆପଣଙ୍କୁ ପ୍ରାପ୍ତ ହେବ । ପ୍ରତେକ ଦିନ ଆପଣଙ୍କ ପାଇଁ କିଛି ନୂଆ ନେଇକି ଆସିବ । ଗ୍ରହ ଗୋଚର କିପରି ରହୁଛି କି ଆପଣଙ୍କ ପାଇଁ ଉପଲବ୍ଧିର ରାସ୍ତା ଖୋଲୁଛି । ଏହି ମାସରେ ୩ଟି ଗ୍ରହଙ୍କର ରାଶି ପରିବର୍ତ୍ତନ ହେବ ଯାହା ଶୁକ୍ର, ସୂର୍ଯ୍ୟ ଓ ମଙ୍ଗଳ । ଏହି ୩ଟି ଗ୍ରହ ଆପଣଙ୍କ ପାଇଁ ଶୁଭ ପରିଣାମ ନେଇକି ଆସିବ । ଯେତେ ବି କଠିନ ସମସ୍ଯା ଚାଲିଥିଲା ତାହା ଶେଷ ହେବ ।

ମଙ୍ଗଳଙ୍କର ରାଶିଙ୍କର ପରିବର୍ତ୍ତନ ବହୁତ ମହତ୍ବପୂର୍ଣ୍ଣ ଅଟେ । ମାନସିକ ଚିନ୍ତା, ସ୍ୱାସ୍ଥ୍ୟ ସମସ୍ଯା ଦୂର ହେବ । ଏହି ମାସଟି ଆପଣଙ୍କ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହେବ । ତେଜସ୍ବୀ ଶରୀର ଓ ଦୃଢ ନିଶ୍ଚୟ ଆପଣଙ୍କୁ ଆଗକୁ ନେଇକି ଜୀବ । ଯାହା ଚିନ୍ତା କରିବେ ତାହା ପୁରା ହେବ । ଆପଣଙ୍କ ମଧ୍ୟରେ ସ୍ଵାଭିମାନ ଅଧିକ ଦେଖାଯିବ । ନିଜର ବଳରେ ଆଗକୁ ବଢିବେ ।

ମଙ୍ଗଳଙ୍କର କୃପା କାରଣରୁ ପ୍ରତେକ କାର୍ଯ୍ୟ ସଠିକ ଦିଶରେ କରିବେ । ଧାର୍ମିକ କାର୍ଯ୍ୟରେ ରୁଚି ରହିବା ସହ ବିଦେଶ ସହ ଜଡିତ କାରୋବାର କରିଲେ ଅତ୍ୟନ୍ତ ଶୁଭ ରହିବ । ଖେଳକୁଦରେ ଆଗ୍ରହୀ ଥିଲେ ଆଗକୁ ବହଡିବାର ସୁଯୋଗ ମିଳିବ । ପୂର୍ବର ମାସରେ ଯାହା ବି ବାଧା ସୃଷ୍ଟି ହୋଇଥିଲା ତାହା ଦୂର ହେବ । ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ହେବାରୁ ଆପଣଙ୍କ ପାଇଁ ଶୁଭ ସମୟ ରହିବାର ଅଛି ।

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ୧୧ତମ ଭାବରେ ହେବାରୁ ପୂର୍ବରୁ ଯେଉଁ କାମ କରିଛନ୍ତି ତାହାର ଭଲ ପରିଣାମ ପ୍ରାପ୍ତ ହେବ । ଏହି ସମୟରେ ସରକାରୀ କାର୍ଯ୍ୟରେ ଉପଲବଧି ପ୍ରାପ୍ତ ହେବ । ଆପଣଙ୍କର କୌଣସି କ୍ଷେତ୍ରରୁ ରେଜଳତ ଆସିବାର ଥିଲେ ପଜେଟିଭ ଆସିବ । ବିଦ୍ୟାର୍ଥୀ ବା ଚାକିରି କ୍ଷେତ୍ରରେ ଦେଇଥିବା ପରୀକ୍ଷାରେ ସଫଳ ହେବେ । ସମୟକୁ ବ୍ୟର୍ଥ ଭାବେ ଯିବାକୁ ଦିଅନ୍ତୁ ନାହି । ମଜା ମସ୍ତିରେ ସମୟ କାଟିବ ।

ସାଙ୍ଗ ମାନଙ୍କ ସହ ଅଧିକ ସମୟ କଟିବ । ନୂଆ ସମ୍ପର୍କ ଯୋଡି ହୋଇପାରେ । ଶୁକ୍ରଙ୍କ ରାଶି ପରିବର୍ତ୍ତନ କାରଣରୁ ଆପଣଙ୍କୁ ବଡ ଲାଭର ପ୍ରାପ୍ତି ହୋଇପାରେ । ଜୀବନ ସାଥିଙ୍କ ଜୀବନରେ ବଡ ପରିବର୍ତ୍ତନ ହେବା କାରଣରୁ ଆପଣ ବହୁତ ଖୁସି ହେବେ ।

ଯେଉଁ ମାନେ ଶିଂଗଲ ଅଛନ୍ତି ସେମାନଙ୍କ ପାଇଁ ଭଲ ଜୀବନସାଥି ମିଳିବ । ଲଭ ରିଲେସନ ପାଇଁ ସମୟ ଅନୁକୁଳ ରହିବ । ନୂଆ ବନ୍ଧୁ ସ୍ଥାପନ କରିବେ । ଶତ୍ରୁ ଆପଣଙ୍କ ଠାରୁ ଭୟଭୀତ ହେବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button