ଜ୍ୟୋତିଷ

10 ତାରିଖ ପରେ ତୁଳା ଓ କୁମ୍ଭ ରାଶିଙ୍କ ଭାଗ୍ୟରେ ଯାହା ହେବ ଆପଣ ବିଶ୍ଵାସ ହେବ ନାହିଁ

ଜୀବନର ରାସ୍ତା ସହଜ ନୁହେଁ ଏହା ଜାଣିବା ପରେ ସମୟ ଆମେ ଏହି ରାସ୍ତା ରେ ଚାଲି ଥାଉ କିନ୍ତୁ କିଛି ଜଣ ଏହି ଯାତ୍ରା କୁ ସମ୍ପୂର୍ଣ କରି ଥାନ୍ତି ନିଜ କାମ ଦ୍ଵାରା କିଛି ଜଣଙ୍କ ଭାଗ୍ୟ ସେମାନଙ୍କୁ ପୂରଣ କରିବାରେ ସାହାଜ୍ଯ କରିଥାଏ । ତେବେ ଆଜି ଆମେ କହିବା ପାଇଁ ଯାଉଛୁ କି ଏହି ଫେବୃଆରୀ ମାସରେ ଦୁଇ ରାଶି ମାନେ ଯେଉଁ ମାନେ ଏବେ କିଛି ଭଲ ଓ ମିଶା ମିଶି ପରିଣାମ ପାଇବା ପାଇ ଯାଉଛନ୍ତି । ଏହି ରାଶିର ଲୋକମାନେ 10 ତାରିଖ ପରଠାରୁ ଭଲ ସମୟ ପାଇବେ ।

ସେହି ରାଶି ମାନେ ହେଲେ କୁମ୍ଭ ରାଶି ଓ ତୁଳା ରାଶି । ଆପଣ ମାନେ ଜାଣି ଥିବେ କୀ ଯେତେବେଳେ ଆମ ସମୟ ଖରାପ ଥାଏ ଆମ ଆଖ ପାଖର ଲୋକମାନେ ଆମକୁ ଅଧିକା କଷ୍ଟ ଦେଇ ଥାନ୍ତି । ଆପଣ ଯଦି ଭାବୁ ଛନ୍ତି କି ଆପଣ କାହା ପାଇଁ ଭଲ କରି ଛନ୍ତି କିନ୍ତୁ ସେ ଆପଣଙ୍କ ପାଇଁ ଭଲ କରିବା ପାଇଁ ଚାହୁଁ ନି ।

ତେବେ ଆପଣ ଏକ କାମ କରି ପାରିବେ ନିଜ ସାହାଜ୍ଯ ନିଜେ କରିବେ । କଥାରେ ଅଛି ଜୀବନ ଯେତେବେଳେ ଆମ କୁ ନଚାଇ ଥାଏ ସେତେବେଳେ ଆମ ର ନିଜ ଆଖ ପାଖର ଲୋକମାନେ ହିଁ ବାଜା ବଜାଇ ଥାନ୍ତି ତେଣୁ କରି ଆପଣ ମାନେ ଏହା ଭାବିକି କେବେହେଲେ ମନ ଖରାପ କରିବେନି କୀ ଆପଣଙ୍କ ସମୟ ଭଲ ଅଛି କିମ୍ବା ଖରପା ଅଛି ।

ଏହି ମାସରେ ଆପଣ ବେପାର ଯଦି କରୁଛନ୍ତି ତେବେ କିଛି ତ ଫ୍ହାଳ ଖରାପ ରହିବ ସବୁ ବେଳେ ସମୟ ଠିକ ନଥାଏ ମାତ୍ର ଆପଣ ଲାଭବାନ ହେବେ ଏହା ମଧ୍ୟରେ କିଛି ଭି ସନ୍ଦେହ ନାଇ କହିଲେ ଚଳେ । ଆପଣ ଯଦି ଭାବୁଛନ୍ତି କି ଆପଣ କେବଳ ଖରପା ସମୟ ଦେଇ ଯାଉଛନ୍ତି ତେବେ ସବୁ କିଛି ନଷ୍ଟ ହୋଇଯିବ । ଆଜି ପରଠାରୁ ଆପଣ କିଛି ଠକାଉର ଏନକେ କାମରେ ନିଜକୁ ବ୍ୟସ୍ତ ରଖିବେ କାରଣ ହେଉଛି କି ଆପଣ ଯଦି କିଛି କାରଣରୁ ବାହାରକୁ ଯିବେ ନୀଜ ସହ ନୀଜ ବିଶ୍ଵାଶ ନେଇକି ଯିବେ ।

ଏହା ସହ ଆପଣଙ୍କ ମନ ପ୍ରଫୁଲ ରହିବ ଏହି ସମୟରେ । ପ୍ରେମ ଜୀବନ ମଧ୍ୟ ଖୁବ ଭଲ ରହିବ । ବିଦ୍ୟାର୍ଥୀ ମାନେ ମଢହୟ ସାମାନ୍ଯ ପରିଣାମ ପାଇବେ ଯେଉଁ ମାନେ ଭଲ ପରିଣାମ ପାଇବା କଥା ସେମାନେ ପରିଶ୍ରମ ଯେତିକି କରିଥିବେ ସେହି ଅନୁସାରେ ଫଳ ପାଇବେ । ବିବାହ ଜୀବନ ରେ ଖୁସି ଆସିବାରେ ଲାଗିବ୍ବା ।

କିଛି ଦିନ ପାଇଁ ଆପଣ କାମ ବନ୍ଦ କରି ପାରନ୍ତି ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ଯା ଟିକେ ଦେଖା ଯାଇ ପାରେ । ଏହା ଅଚିନ୍ତା କରନ୍ତୁ ନି ଆପଣ ଡାକ୍ତର ଦେଖାଇକି ସୁସ୍ଥ ହୋଇ ପାରିବେ । ଘରେ ଚେଷ୍ଟା କରିବେ ସବୁ ବେଳେ ଭଲ ସମୟ ବିତାଇବା ପାଇଁ । ଆପଣ ନିଜ ପଡୋଶୀ କିମ୍ବା କେଉଁ ପୁରୁଣା ମିତ୍ରା ଙ୍କ ସାହାଜ୍ଯ କିମ୍ବା ତାଙ୍କ ପାଖରୁ କିଛି ଧନଲାଭ କରି ପାରିବେ ।

ଯେଉଁ ମାନେ ଆପଣଙ୍କ ସହ ଅଛନ୍ତି ସେମାନେ ଆପଣଙ୍କ ସହ ସବୁ ବେଳେ ରହିବେ ଏହି ସମୟରେ ଯେଉଁ ମାନେ ଆପଣଙ୍କୁ ଛାଡି ଦେଇ ଚାଲି ଯାଉଛନ୍ତି ସେମାନେ ଆପଣଙ୍କ ସହ କେବେ ନଥିଲେ କେବଳ ନିଜ କାମ ପାଇଁ ଆପଣଙ୍କ ସହ ରହିବାର ନାଟକ କରୁଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button