ସାପ କାମୁଡିଲେ କରନ୍ତୁ ଏହି ଉପାୟ, ବଞ୍ଚିଯିବ ଜୀବନ

ଅନେକ ସମୟରେ ଆମେ ଭୁଲ ରେ ସା-ପ ଉପରେ ଗୋଡ ପକାଇ ଦେଇ ଥାଉ ଏହା ପାଇଁ ଅନେକ ଲୋକ ମାନେ ସା-ପ କାମୁଡାର ଶିକାର ହୋଇ ସାରିଛନ୍ତି । ଏହା ଗ୍ରାମ ମାନଙ୍କ ରେ ଅଧିକ ଥାଏ ସହର ଅପେକ୍ଷା । ଯାହା ଆମେ ଦେଖିବା ପାଇଁ ଯିବା ତ ଜାଣି ପାରିବା କି କି ଏହା ପାଇଁ ଆମେ ଯଦି ପ୍ରାଥମିକ ଚିକିସ୍ଛା ନକରିବା ତେବେ ଆମେ ନିଶ୍ଚିତ ଭାବେ ନିଜ ପ୍ରାଣ ହରାଇ ଦେଇ ଥାଉ । କିଛି ଲୋକମାନେ ଅନ୍ଧବିଶ୍ଵାଶ ଉପରେ ବିଶ୍ବାଶ କରି ଭୁଲ ନିସ୍ପତି ନେଇ ଥାନ୍ତି ଯାହା ପାଇଁ ସେମାନଙ୍କୁ ବହୁତ କଷ୍ଟ ପାଇବା କୁ ପଡି ଥାଏ ।
ଆଜି ଆମେ କହିବା ପଇ ଯାଉଛୁ କି ଯଦି ଆପଣଙ୍କୁ ସା-ପ କାମୁଡିଛି ତେବେ ଆପଣ ନିଶ୍ଚିତ ଭାବେ ଏହି ଉପାୟ ମାନ କରନ୍ତୁ । ଯାହା ଦ୍ଵାରା ରୋଗୀର ଜୀବନ ବଞ୍ଚିବ । ଆପଣ ଜାଣି ରଖନ୍ତୁ କି ଭାରତରେ 500 ରୁ ଅଧିକ ପ୍ରକାର ସା-ପ ଦେଖାଯାଏ । କିନ୍ତୁ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ କି ଏହା ଭିତରୁ କେବଳ 10 ପ୍ରତିଶତ ସା-ପ ଙ୍କ ପାଖରେ ବିଶ ଥାଏ । ଅନ୍ୟ ସା-ପ ମାନ ଏକା-ମୁ-ଡି-ବା ଦ୍ଵାରା କିଛି ଅସୁବିଧା ହୋଇ ନଥାଏ ଯଦି ବିଶ ଧର ସା-ପ କାମୁଡୁଛି ତେବେ ଏହା ଆମ ପାଇଁ ଚିନ୍ତା ଜନକ ବି-ଷୟ ଥାଏ । ଆଜି ଆମେ କହିବା ପାଇଁ ଯାଉଛୁ କି ଗାଁ ମାନଙ୍କ ରେ କଣ କଣ ଭୁଲ କରିଥାନ୍ତି ।
ଯଦି କାହାକୁ ସା-ପ କାମୁଡିଲେ ସେମାନେ ଏକ ଗୁଣିଆ କୁ ଡାକି ଝଡା ଝଡି କରନ୍ତି । ଆପଣ ମାନେ ରଖନ୍ତୁ ଯଦି ବିଶ ଦେହରେ ଅଛି ତେବେ ଆପଣ 3 ଘଣ୍ଟା ମଧ୍ୟରେ ସଠିକ ଉପଚାର ନ ପାଇଲେ ସେ ମ-ରି ଯାଇ ପାରେ ତେଣୁ କରି ଆପଣ ଏକ କଥା ମନେ ରଖିବେ ଆପଣ ଗୁଣିଆ ପାଖକୁ ନେବା ଆପେକ୍ଷା ଡାକ୍ତର ଙ୍କ ପାଖକୁ ନେଇକି ଯିବେ । ଆପଣ ଙ୍କୁ ଯେଉଁ ଜାଗାକୁ ସା-ପ କାମୁଡି ଥାଉ ନା କାହିଁ କି ଆପଣ କାମୁଡା ଚିହ୍ନାନ ଥିବା ଅଜାଗା ଉପରକୁ ଜୋର ସେ ବାଧ୍ୟ ଦେବେ କାରଣ ଏହା ନ କାଲେ ଏହା ଆମ ରକ୍ତରେ ମିସିକି ଆମ ହାର୍ଟ ଓ ଏହା ପରେ ଏହା ଆମ ମୁଣ୍ଡକୁ ଉଠି ଯାଇ ଥାଏ ଯାହା ପାଇଁ ଆମକୁ ମୃ-ତ୍ୟୁ ମିଳେ । ,
ତେଣୁ କରି 3 ଘଣ୍ଟା ସମୟ ଆମ ପାଖେ ଥାଏ । ଏହା ସହ ଆପଣ କେଉଁ ସା-ପ କାମୁଡିଛି ତା ର ଫଟ ନେଇଯିବେ କାରଣ ହେଉଛି କି ଏହା ଜଣାଇବା ନିହାତି ଦରକାର । ଯଦି ଆପଣ କହିବେ ନି ଏହା ଅସୁବିଧା ହେବ । ରକ୍ତ ପରୀକ୍ଷା କରି ଏହା ଯଙ୍କି ଔଷଧ ଆଣିବା ବେଳକୁ ବହୁତ ଡେରି ହୋଇଯିବ । ଏହା ସହ ଆପଣ ଖାଇବା କୁ ଦେବେ ନି କିମ୍ବା ଚଲାବୁଲା କରିବା ପାଇଁ ଦେବେନି । ଆପଣ ଟେକି କରି ତାଙ୍କୁ ଗାଡିରେ ନେଇକି ଯିବେ । ନହେଲେ ବିଶ ଦେହରେ ଚରି ଜୀବ ।