ଜ୍ୟୋତିଷ

ସକାଳୁ ଉଠିବା ପରେ ସ୍ତ୍ରୀ ସ୍ୱାମୀ ସହିତ କରିଦିଅନ୍ତୁ ଏହି କାମ ତାପରେ ଯାହା ହବ ଆପଣ କେବେ ଭାବିନଥିବେ

ଦୁନିଆରେ ମଣିଷ ଏକା ବଞ୍ଚିବା ସମ୍ଭବ ହୋଇ ନଥାଏ ଏହା ପାଇଁ ମଣିଷ ନିଜ ପାଖରେ ସବୁ ବେଳେ ନିଜ ପରିବାର କୁ ଖୋଜି ଥାଏ । ଆପଣ ମାନେ ଯଦି ଜାଣି ଥିବେ ତାହେଲେ ଏହା ମଧ୍ୟ ଜାଣି ଥିବେ କି ସବୁ ସମ୍ପର୍କ ର ଏକ ଅଲଗା ମହତ୍ଵ ଅଛି । ତେଣୁ ଆପଣ ମାନେ ଏକ କାମ କରି ପାରିବେ କି ଆପଣ କେଉଁ ଭି ସମ୍ପର୍କ କୁ କାହା ସହ ଯୋଡିବେ ନି ଆପଣ ଯଦି ଦେଖିବେ ତ ଜାଣି ପାରିବେ କି ଆପଣ ମାନେ ଯାହାଭି କରିବେ କିମ୍ବା ଯାହାଭି କରିବା ପାଇଁ ଯିବେ ଯେଉଁ ସମ୍ପର୍କ ପାଇଁ ହି ହେଉ ନା କାହିଁ କି କାହାକୁ କାହା ସହ ଯୋଡିବେ ନି ।

ଆମେ ଜଣାଇବା ଅନୁସାରେ ଦେଖିବା ପାଇ ଗଲେ ଆମେ ଜାଣି ପାରିବା କି ଆମେ ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କ କୁ ଯେତେ ସୁବିଧା ଓ ସହଜ ଭାବି ଥାଉ ଏହା ସେତେ ଅଧିକ ସହଜ ହୋଇ ନଥାଏ । କିଛି କିଛି କଥା ଏହି ଭଳି ମଧ୍ୟ ଥାଏ ଯାହା ଦୁଇ ଜଣ ଙ୍କ ପାଇଁ ଖରାପ ହୋଇ ଥାଏ ଓ କିଛି କିଛି କଥା ଦୁଇ ଜଣ ଙ୍କ ପାଇଁ ଭଲ ହୋଇ ଥାଏ । ଆଜି କାଲିର ପିଲା ମେନ ବିବାହ କରିବା ପାଇଁ ଖୁବ ଆନନ୍ଦ ରେ ଯାଉଛନ୍ତି କିନ୍ତୁ କିଛି ଦିନ ମଧ୍ୟରେ ଏହା ଭାଙ୍ଗି ଯାଉଛି । ଏହା ଖୁବ କମ ସମୟ ରେ ଭାଙ୍ଗି ଯାଉଛି । ଏହାର କାରଣ ହେଉଛି କି ଏକ ଝିଅ ନିଜ ଘର ଛାଡି ଆସିବା ପରେ ତାକୁ ଯିଏ ଯାହା କହିଲେ ସେ ନିଜ ସ୍ଵାମୀ ଆଡକୁ ହିଁ ଚାହିଁ କରି ରହି ଥାଏ ।

କିନ୍ତୁ ଯେତେବେଳେ ସ୍ଵାମୀ ଏହାର ପ୍ରତିବାଦ କରି ନ ଥାଏ ତାକୁ ଭାରି ଅସୁବିଧା ହୋଇ ଥାଏ । ଆପଣ ମାନେ ଜାଣି ଥିବେ କି ଏହା କରିବା କେତେ ପରିମାଣ ରେ ଭୁଲ ହୋଇ ଥାଏ । ଆପଣ ମାନେ ଏହା ମଧ୍ୟ ଜାଣି ଥିବେ କି ଆମେ ଯାହା କରିବା ଆମ ଜୀବନ ସାଥିର ମତା ମତ ନେଇ କରିବା ନିହାତି ଦରକାର ଅଟେ ନ ହେଲେ ଏହା ଖରାପ ହୋଇ ଯାଇ ଥାଏ । ତେଣୁ ଉଭୟ ଜୀବନ ରାସ୍ତା ରେ ଦୁଇ ଗୋଦା ଭଳି କମ କରନ୍ତି ଜଣ ଙ୍କ ବିନା ଆଉ ଜଣେ ଅଧୁରା କହିଲେ ଭୁଲ ହେବନି ।

ତେଣୁ ଆପଣ ମାନେ ଯଦି ସକାଳୁ ଉଠିକି ଆମେ କହିବା ପାଇଁ ଯାଉଥିବା କାମ କୁ ସବୁ ଦିନ କରିବେ ଦେଖିବେ ଆପଣଙ୍କ ଜୀବନରେ ଖୁଶି ହିଁ ଖୁଶି ରହିବ । ଆପଣ ମାନେ ସକାଳଉ ଉଠି ଉଭୟ ଗାଧୋଇ ସାରି ଅଗଣାରେ ଥିବା ତୁଳଷୀ ଗଛ କୁ ପୂଜା ଅକରନ୍ତୁ ଓ ମା ବୃନ୍ଦା ବତୀ ଙ୍କୁ ଆରାଧନା କରନ୍ତୁ କି ଆପଣ ମତେ ସାହା ହୁଅନ୍ତୁ । ଏହା ସହ କିଛି ତୁଳଶି ପାନ୍ତୁ ସବୁ ଦିନ ଏହା ଶୁଭ ହୋଇ ଥାଏ । ଏହା ଆଡବାରା ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କ ଭଲ ହେବା ସହ ଅଧିକ ପଇସା ମଧ୍ୟ କମେଇ ପାରିବେ ଆପଣ । ଜୀବନର ସବୁ ସମସ୍ଯା ଦୂର ହୋଇ ଜୀବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button