ଜ୍ୟୋତିଷ

ଭଗବାନଙ୍କ ନାମ ସ୍ମରଣ କରି ବାଛନ୍ତୁ ଯେ କୌଣସି ଗୋଟିଏ ଚିତ୍ର ଓ ଜାଣନ୍ତୁ କେବେ ପୁରା ହେବ ଆପଣଙ୍କର ସବୁ ଇଚ୍ଛା ( Personality Test )

ବନ୍ଧୁଗଣ ଭାରତରେ ରହୁଥିବା ଅଧିକାଂଶ ବ୍ୟକ୍ତି ଜ୍ୟୋତିଷ ଶାସ୍ତ୍ର ଉପରେ ବହୁତ ଅଧିକ ବିଶ୍ଵାସ ରଖିଥାନ୍ତି । ବ୍ୟକ୍ତି ନିଜର ଜୀବନରେ ସମସ୍ତ ସମସ୍ୟା ମାନଙ୍କ ଠାରୁ ପ୍ରାୟତଃ ଜ୍ୟୋତିଷ ଶାସ୍ତ୍ରର ଉପଯୋଗ କରିଥାନ୍ତି । ନିଜର ଭବିଷ୍ୟତ ସହିତ ଜଡ଼ିତ ହେବାକୁ ଯାଉଥିବା ସମସ୍ୟା ମାନଙ୍କୁ ଜାଣିବା ପାଇଁ ମଧ୍ୟ ଜ୍ୟୋତିଷ ଶାସ୍ତ୍ରର ସାହାଯ୍ୟ ନେଇଥାନ୍ତି । ଭଗବାନ ଙ୍କ ଉପରେ ଆମେ ସମସ୍ତେ ବିଶ୍ଵାସ କରିଥାଉ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଆପଣ କିପରି ଆମ ଦ୍ୱାରା ଦିଆଯାଇଥିବା ତିନୋଟି ଚିତ୍ର ମଧ୍ୟରୁ ଗୋଟେ ବାଛି କରି ଆପଣଙ୍କ ଆପଣଙ୍କ ଭବିଷ୍ୟତ ବିଷୟରେ ଜାଣିପାରିବେ ।

ଏବଂ ଏପରି କିଛି କଥା ମଧ୍ୟ ଜାଣିବେ ଯାହା ଆପଣଙ୍କ ଭବିଷ୍ୟତ କୁ ଆହୁରି ସୁଦୃଢ କରିବ । ତେବେ ପ୍ରଥମେ ଆପଣ ଈଶ୍ୱରଙ୍କୁ ସ୍ମରଣ କରି ଏହି ତିନୋଟି ଚିତ୍ର ମଧ୍ୟରୁ କୌଣସି ଗୋଟିଏ ଚିତ୍ର ବାଛି ନିଅନ୍ତୁ । ଯାହା ଆପଣଙ୍କୁ ବେଶି ଅଧିକ ଆକର୍ଷିତ କରୁଛି । ଏହି ଚିତ୍ର ଆପଣଙ୍କ ଭବିଷ୍ୟତ ବିଷୟରେ କହିବ । ତେବେ ପାଞ୍ଚ ସେକେଣ୍ଡ ଭିତରେ ନିଜର ପସନ୍ଦର କୌଣସି ଗୋଟିଏ ଚିତ୍ର ବଛିନିଅନ୍ତୁ । ଏବଂ ଜଣାନ୍ତୁ ନିଜର ଭବିଷ୍ୟତ ।

ପ୍ରଥମ ଚିତ୍ର;- ଯଦି ଆପଣ ପ୍ରଥମ ଚିତ୍ର ବାଛିଛନ୍ତି ତେବେ ଆପଣଙ୍କ ଜୀବନରେ ବହୁତ ସମସ୍ୟା ରହିଥାଏ । କେତେବେଳେ ଆପଣ ଏହି ସମସ୍ୟାର ସମାଧାନ କରିଥାନ୍ତି ତ କେତେବେଳେ ଆପଣ ନିଜେ ଥକି ଯାଇଥାନ୍ତି । ଏହି ରଙ୍ଗ ଶାନ୍ତିର ପ୍ରତୀକ ହୋଇଥାଏ । ଆପଣ ନିଜର ଭବିଷ୍ୟତରେ ସୁଖମୟ ଜୀବନ ଅତିବାହିତ କରିବେ । ଆପଣଙ୍କ ପରିବାର ସଦସ୍ୟ ଆପଣଙ୍କ ସହିତ ସବୁବେଳେ ରହିଥିବେ । ଆପଣ ପ୍ରେମ ସମ୍ପର୍କରେ ନିଜ ମନର କଥା କହିବାକୁ ଲାଜ କରିଥାନ୍ତି । ଆପଣଙ୍କ ଇଚ୍ଛା ଖୁବ ଶୀଘ୍ର ପୂରଣ ହେବାକୁ ଯାଉଛି ।

ଦିତୀୟ ଚିତ୍ର;- ଯଦି ଆପଣ ଦିତୀୟ ଚିତ୍ର ପସନ୍ଦ କରିଛନ୍ତି ତେବେ ଆପଣ ସମସ୍ତଙ୍କ ଠାରୁ ଭିନ୍ନ ଅଟନ୍ତି । ଆପଣ ନିଜ ପସନ୍ଦରେ ସବୁ କାମ କରିଥାନ୍ତି । ଏବଂ ସବୁ କ୍ଷେତ୍ରରେ ସଫଳ ମଧ୍ୟ ହୁଅନ୍ତି । ଆପଣ ନିଜ ପ୍ରେମ ସମ୍ପର୍କରେ ବହୁତ ପକ୍କା ଅଛନ୍ତି । ଆପଣ କାହାକୁ ଭଲ ପାଉଛନ୍ତି ତାଙ୍କୁ ହିଁ ବିବାହ କରିବେ ବୋଲି ନିଷ୍ପତି ନେଇଛନ୍ତି । ଆପଣ ନିଜର ଆଖ ପାଖରେ ଥିବା ଲୋକମାନଙ୍କ ମନ ଦୁଃଖ ହେଲେ ସହିପାରନ୍ତି ନାହିଁ । ଆପଣ ଅନ୍ୟ ମାନଙ୍କୁ ସାହାଯ୍ୟ କରିଥାନ୍ତି । ଆପଣଙ୍କୁ ଖୁବ ଶୀଘ୍ର କୌଣସି ଖୁସି ଖବର ମିଳିବାକୁ ଯାଉଛି ।

ତୃତୀୟ ଚିତ୍ର;- ଯଦି ଆପଣ ଏହି ଫୁଲକୁ ବାଛିଛନ୍ତି ତେବେ ଆପଣ ବହୁତ ଧର୍ଯ୍ୟବାନ, ଜ୍ଞାନୀ ବ୍ୟକ୍ତି ଅଟନ୍ତି । ଯେଉଁ କ୍ଷେତ୍ରରେ ରହିଥାନ୍ତି ଉଚ୍ଚ ପୋଜିସନରେ ରହିଥାନ୍ତି । ଆପଣ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି । କିନ୍ତୁ ଆପଣ ଅଧିକ ରାଗି ଓ ଚିଡଚିଡା ସ୍ଵଭାବର ହୋଇଥାନ୍ତି । ଅଳ୍ପ କଥାରେ ଆପଣ ରାଗି ଯାଆନ୍ତି । ସେଥିପାଇଁ ବହୁତ ଲୋକମାନେ ଆପଣଙ୍କୁ ଭୁଲ ବୁଝି ଥାନ୍ତି । କିନ୍ତୁ ଯିଏ ଆପଣଙ୍କୁ ଭଲ ଭାବରେ ଜାଣିଛି ସେ କେବେ ବି ଆପଣଙ୍କୁ ଭୁଲେ ବୁଝେ ନାହିଁ ।

ଆପଣ ଭବିଷ୍ୟତରେ ଟଙ୍କା ସଞ୍ଚୟ କରିବାରେ ଅସମର୍ଥ ହୋଇଥାନ୍ତି । କିନ୍ତୁ ଜାଣି ନିଅନ୍ତୁ କି ଗୋଟିଏ ନିଶ୍ଚିତ ସମୟ ମଧ୍ୟରେ ଆପଣଙ୍କ ଜୀବନରେ ବହୁତ ବଡ ପରିବର୍ତ୍ତନ ଆସିବ । ଆପଣଙ୍କ ସମସ୍ତ ଇଚ୍ଛା ପୁରା ହେବ । ତେବେ ବନ୍ଧୁଗଣ ଆପଣ କେଉଁ ଚିତ୍ର ବାଛିଛନ୍ତି ଆମକୁ ନିଶ୍ଚୟ ଜାଣନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button