ଜ୍ୟୋତିଷ

ରବିବାରଦିନ ରାତିରେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ଗୋଟିଏ ଜିନିଷ ! ମାଡି ଆସିବ ଭୟଙ୍କର ଦାରିଦ୍ର୍ୟତା

ହିନ୍ଦୁ ଧର୍ମ ଅନୁସାରେ କୌଣସି ନା କୌଣସି ବାରକୁ ନବ ଗ୍ରହ ସହିତ ଯୋଡ଼ାଯାଇଥାଏ । ବାସ୍ତବରେ କୌଣସି ଗ୍ରହର ପ୍ରଭାବ ବାର ଉପରେ ପଡିଥାଏ । ଯେଉଁ ବ୍ଯକ୍ତିର ଜାତକରେ ସୂର୍ଯ୍ୟ ମଜବୁତ ହୋଇଯାଏ କୌଣସି ଗ୍ରହର ଖରାପ ପ୍ରଭାବ ପଡିଲେବି ବ୍ଯକ୍ତିର ଜୀବନରେ କୌଣସି ପ୍ରଭାବ ପଡେ ନାହିଁ । ଆଜି ଆପଣଙ୍କୁ କହିବୁ ରବିବାର ଦିନ କଣ ଖାଇବା କଥା ନୁହେଁ । ରବିବାର ଦିନ ସୂର୍ଯ୍ୟଙ୍କ ବାର ହେତୁ ଏପରି କାର୍ଯ୍ୟ କରନ୍ତୁ ,ଯାହା ସୂର୍ଯ୍ୟ ଦେବ ଆପଣଙ୍କ ଜାତକରେ ମଜବୁତ କରିବ ।

ରବିବାରକୁ ସମସ୍ତ ବ୍ୟକ୍ତି ଭାବନ୍ତି କି ଛୁଟି ବାର ବୋଲି । ସବୁ କାର୍ଯ୍ୟରେ ଆଳସ୍ୟ ରୁହନ୍ତି ,ଆମିଷ ଗ୍ରହଣ କରନ୍ତି । ଏହା କରିବା ଦ୍ଵାରା ସୂର୍ଯ୍ୟ ଦେବ କ୍ରୋଧିତ ହୋଇଯାନ୍ତି । ଯଦି ସୂର୍ଯ୍ୟ ଦେବ ଆପଣଙ୍କ ଉପରେ କ୍ରୋଧିତ ହୋଇଯାନ୍ତି କୌଣସିବି ଗ୍ରହ ଆପଣଙ୍କ ପାଇଁ ଭଲ କରିପାରିବ ନାହିଁ । ରବିବାର ଦିନ କେବେବି ତୁଲସୀ ପତ୍ର ଛିଣ୍ଡାନ୍ତୁ ନାହିଁ । କୌଣସି ପୂଜାରେ ତୁଲସୀ ପତ୍ର ଦରକାର ହୁଏ ତ ରବିବାର ଦିନ ତୋଳନ୍ତୁ ନାହିଁ ।

ରବିବାର ଦିନ ତୁଲସୀ ପତ୍ର ଛିଣ୍ଡାଇବା ଦ୍ଵାରା ମା ଲକ୍ଷ୍ମୀଙ୍କୁ ଘରୁ ବାହାର କରିଦେବ ସହିତ ସମାନ ହୋଇଥାଏ । ରବିବାର ଦିନ ଓସ୍ତ ଗଛରେ ଜଳ ଦେବା ଉଚିତ ନୁହେଁ । ଏହା କରିବା ଦ୍ଵାରା ଆମର ଗ୍ରହ ବିଗିଡି ଯାଏ । ରବିବାର ଦିନ ବହୁତ ସମୟ ଯାଏ ଶୋଇ ରୁହନ୍ତୁ ନାହିଁ । ପ୍ରଭାତରୁ ଉଠି ସ୍ନାନସାରି ତମ୍ଭାର ପାତ୍ରରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ । ଏହା କରିବା ଦ୍ଵାରା ସମସ୍ତ କାର୍ଯ୍ୟରେ ସଫଳ ହେବେ ଓ ସବୁ କାର୍ଯ୍ୟ ଶୁଭ ହେବ । କୌଣସିବି ସମସ୍ଯା ଥିଲେ ତାହା ଦୂର ହେବ ।

ଅଗଣାରେ କେବେବି ରବିବାର ଦିନ ତୈଳ ପଦାର୍ଥକୁ ପକାନ୍ତୁ ନାହିଁ । ତେଲ ,ଘିଅ ଏପରି ଜିନିଷ ପକାନ୍ତୁ ନାହିଁ । ଏହା କରିବା ଦ୍ଵାରା ଭଗବାନ କ୍ରୋଧିତ ହୋଇଥାନ୍ତି । ରବିବାର ଦିନ ମସୁରଡାଲି କହିବ ଉଚିତ ନୁହେଁ ,କାରଣ ସୂର୍ଯ୍ୟଙ୍କୁ ଏହି ମସୁରଡାଲି ପସନ୍ଦ ନୁହେଁ । ରସୁଣ ,ପିଆଜ ରବିବାର ଦିନ କହିବ ଉଚିତ ନୁହେଁ ,ଏହା କରିବା ଦ୍ଵାରା ସୂର୍ଯ୍ୟଦେବ କ୍ରୋଧିତ ହୋଇଥାନ୍ତି । ସୂର୍ଯ୍ୟଦେବଙ୍କୁ ମଜବୁତ କରିବକୁ ଚାହୁଥାଏ ବା ଭାଗ୍ୟ ବଦଳିବାକୁ ଚାହୁଥାଏ ରସୁଣ ,ପିଆଜ ଖାଇବା ଉଚିତ ନୁହେଁ ।

ରବିବାର ଦିନ କୌଣସି ମାଛ ଖାଇବା ଉଚିତ ନୁହେଁ । କାରଣ ମାଛକୁ ସୂର୍ଯ୍ୟ ଦେବତାଙ୍କ ଉପାସକ ବୋଲି ମାନାଯାଇଥାଏ । ମାଛ ଖାଇବା ଦ୍ଵାରା ସୂର୍ଯ୍ୟ ଦେବା ଆପଣଙ୍କ ଉପରେ କ୍ରୋଧିତ ହୋଇଯିବେ । ରବିବାର ଦିନ ରାଶିତେଲର ଖାଦ୍ଯ ବନାନ୍ତୁ ନାହିଁ । କାରଣ ଏହା କରିବା ଦ୍ଵାରା ଦରିଦ୍ରତା ଦେଖାଦେଇଥାଏ । କୌଣସି ବାହାର ଜାଗାକୁ ଯିବାର ଅଛି ବା ଶୁଭ କାର୍ଯ୍ୟ କରିବାର ଅଛି ତ ଅଟାରେ ଗୁଡ ପକାଇ ରୁଟି କରି ବାହାରେ ଥିବା ପଶୁକୁ ଖାଇବାକୁ ଦିଅନ୍ତୁ । ଏହା କରିବା ଦ୍ଵାରା ସମସ୍ତ ଦେବୀ ଦେବତାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button