ମନୋରଞ୍ଜନ

ବାଛନ୍ତୁ ଏହି ତିନୋଟି ସଂଖ୍ୟା ମଧ୍ୟରୁ କୌଣସି ଗୋଟିଏ ସଂଖ୍ୟା ଓ ଜାଣନ୍ତୁ ଆସୁଥିବା ସମୟ କିପରି ରହିବ !

ଜୀବନରେ ବହୁତ ସମସ୍ଯା ଆସିଥାଏ । ଅନେକ ସମସ୍ୟାକୁ ସମାଧାନ କରିବା ବହୁତ କଷ୍ଟ ହୋଇଥାଏ । ଆପଣ ଆଗକୁ କଣ କରିବେ ,କଣ ରହିଛି ଆପଣଙ୍କ ଭବିଷ୍ୟତରେ ଆସନ୍ତୁ ଜାଣିବା । ପ୍ରଥମେ ବାଛନ୍ତୁ ଏହି ତିନୋଟି ସଂଖ୍ୟା ମଧ୍ୟରୁ କୌଣସି ଗୋଟିଏ ସଂଖ୍ୟା ବାଛନ୍ତୁ । ଯଦି ଆପଣ ପ୍ରଥମ ସଂଖ୍ୟା ଟିକୁ ଚୟନ କରିଛନ୍ତି । ଆପଣ କୌଣସି କାର୍ଯ୍ୟରେ କିଛି ଭୁଲ କରନ୍ତୁ ନାହିଁ । ଯାହା କରୁଛନ୍ତି ସବୁ ଭାବି ଚିନ୍ତି କରନ୍ତୁ ।

ଆପଣ ଅନ୍ୟକୁ ଦେଖି ବା ନିଜ ଭାଇ ,ସାଙ୍ଗ ସାଥି ଙ୍କୁ ଦେଖି ଭାବୁଛନ୍ତି ସେ କିପରି ଖୁସିରେ ଅଛି । ଜୀବନକୁ ବହୁତ ଖୁସିରେ ବିତଉଛି । ନିଜକୁ ଭାବୁଛନ୍ତି ଯେ କିଛି କରିପାରୁ ନାହାଁନ୍ତି । ବହୁତ ମନ ଦୁଃଖ କରୁଛନ୍ତି । ଏପରି ଭାବୁ ଛନ୍ତି ଯେ କିଛି ନାହିଁ ଆପଣଙ୍କ ଜୀବନରେ । କୌଣସି କାର୍ଯ୍ୟ କରିବାକୁ ଚାହୁଁଛନ୍ତି କିନ୍ତୁ କରି ପାରୁନାହାଁନ୍ତି । ଅନ୍ୟ ସହିତ କେବେବି ତୁଳନା କରନ୍ତୁ ନାହିଁ । କାହା ସହ ତୁଳନା କରିଦେଲେ ବଡ ହୋଇଯିବେ ନାହିଁ ।

କେବେ ନିଜକୁ ଛୋଟ ଭାବନ୍ତୁ ନାହିଁ । ଯାହା ଆଗରୁ ଭୁଲ କରିଛି ସେହି ଭୁଲକୁ ସୁଧାରନ୍ତୁ । ଏହା କରିବା ଦ୍ଵାରା ସବୁ କିଛି ଠିକ ହୋଇଯିବ । ସବୁ କାର୍ଯ୍ୟରେ ବହୁତ ଭଲ କରିବେ ବହୁତ ପ୍ରଶଂସା ମଧ୍ୟ ପାଇବେ । କୌଣସି କାର୍ଯ୍ୟରେ ଅନ୍ୟ ସହିତ ତୁଳନା କରନ୍ତୁ ନାହିଁ । ଯଦି ଆପଣ ଦ୍ଵିତୀୟ ସଂଖ୍ୟା ଟିକୁ ଚୟନ କରିଛନ୍ତି । ଆପଣଙ୍କ ଜୀବନରେ ବହୁତ କିଛି କରିବାକୁ ଚାହୁଁଛନ୍ତି କିନ୍ତୁ କରିପାରୁ ନାହାଁନ୍ତି । ଇଶ୍ଵରଙ୍କ କୃପାରୁ ସବୁ ଇଚ୍ଛା ପୂର୍ଣ ହେବ । ସବୁ କାର୍ଯ୍ୟରେ କାହା ସହିତ ତୁଳନା କରନ୍ତୁ ନାହିଁ ।

ଭଗବାନ ଯାହା କରୁଛନ୍ତି ଆପଣଙ୍କ ମଙ୍ଗଳ ପାଇଁ କରୁଛନ୍ତି । ଯାହା ଆପଣ ପୂର୍ବରୁ ଭୁଲ କରିଛନ୍ତି ସୁଧାରି ଦିଅନ୍ତୁ । ଆଗକୁ ଯେପରି କୌଣସି ଭୁଲ ନହୁଏ । କୌଣସି ଭୁଲ ପାଇଁ କାହାଠୁ ଖରାପ ଶୁଣିବା ,ଅପମାନ ପାଇବା ଏପରି ହୋଇପାରେ ଏହା ପ୍ରତି ଧ୍ୟାନ ଦେବେ । ଯେପରି ଆଗକୁ ଭୁଲ ନହୁଏ । ଇଶ୍ଵରଙ୍କ କୃପାରୁ ଆପଣ ବହୁତ ଆଗକୁ ଯିବେ । ଯାହା ଆଗରୁ ଭୁଲ କରିଥିଲେ ଭଗବାନ ଆପଣଙ୍କୁ କ୍ଷମା କରିଦେବେ । ଯଦି ଆପଣ ତୃତୀୟ ସଂଖ୍ୟା ଟିକୁ ଚୟନ କରିଛନ୍ତି ।

ଯାହା ଆପଣ ବହୁତ ଆଗରୁ ଇଚ୍ଛା କରିଛନ୍ତି ବହୁତ କଷ୍ଟ ପରେ ମଧ୍ୟ ତାହା ପୂରଣ ହୋଇପାରୁ ନାହିଁ । ଯାହା ଆପଣ ଚାହୁଛନ୍ତି ତାହା ପାଇବା ପାଇଁ କିଛି ସମୟ ଲାଗିବ । ଭଗବାନଙ୍କ କୃପାରୁ ସବୁ ଇଚ୍ଛା ପୂର୍ଣ ହେବ କିନ୍ତୁ ଅପେକ୍ଷା କରନ୍ତୁ ବହୁତ ଶୀଘ୍ର ମିଳିଯିବ । ବିଶ୍ବାସ ରଖନ୍ତୁ ଆପଣଙ୍କର ସବୁ ଇଚ୍ଛା ପୂର୍ଣ ହୋଇଯିବ । ଭଗବାନଙ୍କ ପାଖରେ ନିଜକୁ ସମର୍ପିତ କରିଦିଅନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button