ଜ୍ୟୋତିଷ

ସକାଳୁ ସକାଳୁ ସ୍ଵାମୀ ସ୍ତ୍ରୀ କରନ୍ତୁ ଏହି କାମ ଘର ଧନରେ ଭରି ରହିବ ! ସମସ୍ତ ଆର୍ଥିକ ସମସ୍ୟା ଦୂର ହେବ

ଭାରତୀୟ ସମାଜରେ ଅନେକ ଲୋକ ଅଛନ୍ତି ଯିଏକି ଧାର୍ମିକ କଥାକୁ ମାଣନ୍ତି । ଆଉ ଅନେକ ଲୋକ ଅଛନ୍ତି ଧାର୍ମିକ କଥାକୁ ମାନନ୍ତି ନାହିଁ । ଶାସ୍ତ୍ରରେ କୁହାଯାଇଛି ସକାଳୁ ଉଠିବ ବହୁତ ଭଲ ହୋଇଥାଏ । ଏହା ମଧ୍ୟ କୁହାଯାଇଛି ସକାଳୁ ଉଠି କଣ କରିବା ଉଚିତ କଣ କରିବା ଅନୁଚିତ । ଆଜି ଆସନ୍ତୁ ଜାଣିବା ସକାଳୁ ଉଠି ସ୍ତ୍ରୀ ବା ସ୍ଵାମୀ କଣ କରିବା ଉଚିତ । ସକାଳୁ ଉଠି ପ୍ରଥମେ ପାଣି ପିଇବା ଉଚିତ । ଏହା ପରେ ସକାଳୁ ଗାଧୋଇବା ଉଚିତ ।

ପୁରାତନ ମାନ୍ୟତାରେ ଘରର ମହିଳା ମାନେ ସକାଳୁ ଉଠି ଗାଧୋଇ ରୋଷେଇ ଘରକୁ ପ୍ରବେଶ କରୁଥିଲେ । ସକାଳୁ ଉଠି ତୁଲସୀ ଗଛରେ ପାଣି ଦେଇ ପୂଜା କରିବା ମଧ୍ୟ ଉଚିତ ହୋଇଥାଏ । ଯଦି ଆପଣଙ୍କ ମନ ଅସ୍ତିର ଅଛି ବା ଦୁଃଖରେ ଅଛନ୍ତି । ସକାଳୁ ଗୀତା ଶୁଣିଲେ ବହୁତ ଭଲ ହୋଇଥାଏ । ଏହା କରିବା ଦ୍ଵାରା ମନ ଚଞ୍ଚଳ ହୋଇଥାଏ । ସକାଳୁ ଉଠି ଯୋଗ କରିସାରିବା ପରେ ନିଜ ସ୍ବାମୀଙ୍କ ସହ ପ୍ରେମ କରିବା ଉଚିତ ଏହା ଦ୍ଵାରା ସ୍ଵାମୀ ସ୍ତ୍ରୀଙ୍କ ଭିତରେ ଭଲ ପାଇବା ବଢିଥାଏ ।

ଏବେ ଆସନ୍ତୁ ଜାଣିବା ମହିଳା ମାନେ କେଉଁ ଅଙ୍ଗ ଛୁଇଁବା ଦ୍ଵାରା ଘରେ ଧନର ଅଭାବ ରହିବ ନାହିଁ । ସ୍ତ୍ରୀ ନାମେ ଅହଂକାର ଠାରୁ ସବୁବେଳେ ବଞ୍ଚିତ ହେବ ଉଚିତ । ଅହଂକାର ରହିବା ଦ୍ଵାରା ଘରେ ସୁଖ ସମୃଦ୍ଧି ନଷ୍ଟ ହେବାକୁ ଲାଗିଥାଏ । ସ୍ତ୍ରୀ ମାନଙ୍କ ପାଇଁ ଅଜ୍ଞାନତା ମଧ୍ୟ ଭଲ ହୋଇନଥାଏ । ସ୍ତ୍ରୀ ମାନଙ୍କୁ ଶିକ୍ଷିତ ହେବ ଉଚିତ କାରଣ ଶିକ୍ଷିତ ଓ ଜ୍ଞାନ ପୂର୍ଣ ସ୍ତ୍ରୀ ମନେହିଁ ସମାଜକୁ ନୂଆ ଦିଗ ପ୍ରଦାନ କରିଥାନ୍ତି । ଶସ୍ତ୍ର ଅନୁସାରେ ସ୍ତ୍ରୀ ମାନଙ୍କୁ ଲୋଭ ଠାରୁ ଦୂରେଇ ରହିବା ଉଚିତ ।

ସ୍ତ୍ରୀ ମାନେ ଲୋଭ କାରଣରୁ ଘରେ ଗ୍ରହ କ୍ଲେଶ ଦେଖିବାକୁ ମିଳିଥାଏ । ହିନ୍ଦୁ ଧର୍ମରେ ସ୍ତ୍ରୀ ମାନଙ୍କୁ ଦେବୀର ଆଖ୍ୟା ଦିଆଯାଇଛି । ଯେଉଁ ବ୍ୟକ୍ତି ସ୍ତ୍ରୀ ଲୋକ ମାନଙ୍କୁ ସନ୍ନମାନ କରିଥାଏ ସେହି ବ୍ୟକ୍ତିକୁ ଜୀବନରେ କୌଣସି ସମସ୍ୟାର ସମୀଖୀନ ହେବାକୁ ପଡିନଥାଏ । ପ୍ରତେକ ବ୍ୟକ୍ତିଙ୍କ ଜୀବନରେ ସ୍ତ୍ରୀ ମାନେ କେତେକ ରୂପରେ ରହିଥାନ୍ତି । କାହାର ମା ,କାହାର ସ୍ତ୍ରୀ ,କାହାର ଭଉଣୀ ,କାହାର ବୋହୁ ହୋଇ ରହିଥାଏ । ଅଲଗା ଅଲଗା ରୂପରେ ବ୍ୟକ୍ତି ଜୀବନରେ ଖୁସି ଆଣିବାର କାମ କରିଥାନ୍ତି ।

ସ୍ତ୍ରୀ ମାନଙ୍କ ବୀନା ପୁରୁଷ ମାନଙ୍କର ଏ ପୃଥିବୀରେ କୌଣସି ଅସ୍ତିତ୍ୟ ସମ୍ଭବ ହୋଇନଥାଏ । ଗୋଟିଏ ସ୍ତ୍ରୀହିଁ ସ୍ଵାମୀର ଦୁଃଖରେ ସୁଖରେ ସାତ ଦେଇଥାଏ । ସମସ୍ତ ସ୍ତ୍ରୀ ମାନେ ଜୀବନରେ ବହୁତ କଷ୍ଟ ମଧ୍ୟ ସହିଥାନ୍ତି । ଗୋଟିଏ ସ୍ତ୍ରୀ ଜିନ ବଂଶକୁ ଆଗକୁ ବଢାଇବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । କୌଣସି ବ୍ୟକ୍ତି ସ୍ତ୍ରୀଙ୍କ ପାଦ ଛୁଇଁବା ଦ୍ଵାରା ବ୍ଯକ୍ତିର ସମସ୍ତ ପୂଣ୍ୟ ଫଳ ମିଳିଯାଇଥାଏ । ସକାଳୁ ସକାଳୁ ସ୍ତ୍ରୀର ପାଦ ଛୁଇଁବା ଦ୍ଵାରା ମିଳୁଥିବା ଆଶୀର୍ବାଦରୁ ବ୍ଯକ୍ତିର ଜୀବନରେ ନିରାଶର ଅନ୍ତ ହୋଇଥାଏ । ଏବଂ ଏହି ବ୍ୟକ୍ତିଙ୍କ ଠାରେ ମା ଲକ୍ଷ୍ମୀ ସର୍ବଦା ପ୍ରସନ୍ନ ହୋଇଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button