ଜ୍ୟୋତିଷ

କରନ୍ତୁ ପିତଳ ଢାଳର ଏହି ଗୋଟିଏ ଉପାୟ, ଘରର ଅଭାବ ହୋଇଯିବ ଦୂର

ଯଦି ଆପଣ ରୋଜଗାର କରୁଛନ୍ତି, ପଇସା ମଧ୍ୟ ଆସୁଛି କିନ୍ତୁ ପଇସା ପାଖରେ ରହୁ ନାହିଁ ତେବେ ଆମେ କିଛି ଛୋଟ ଛୋଟ ଉପାୟ ବିଷୟରେ ଆଜି ଆପଣଙ୍କୁ କହିବୁ ଯାହାକୁ ଯଦି ଆପଣ ପ୍ରୟୋଗ କରନ୍ତି ତେବେ ନିଶ୍ଚିତ ରୂପରେ ଆପଣମାନେ ଲାଭବାନ ହୋଇପାରିବେ ।

ପ୍ରଥମ ଉପାୟ

ଯଦି ସଦା ସର୍ବଦା ଘରେ ଅଭାବ ଲାଗି ରହୁଥାଏ ଯେତେ ରୋଜଗାର କଲେ ବି ଅଭାବ ଲାଗି ରାଇଥାଏ ତେବେ ଆପଣ ଗୋଟିଏ ଛୋଟ ପିତଳ ଢାଳ ଆଣି ସେଥିରେ କିଛି କଏନ ୧ ଟଙ୍କିଆ ହେଉ ବା ୨ ଟଙ୍କିଆ ହେଉ ପକାଇ ସେହି ଢାଳକୁ ପୂର୍ଣ୍ଣ କରନ୍ତୁ ଓ ତାହାକୁ ଘରର ପଶ୍ଚିମ ଦିଗରେ ରଖନ୍ତୁ । ଯେ କୌଣସି ଘରର ପଶ୍ଚିମ ଦିଗରେ ରଖି ତାହାକୁ ପ୍ରଣାମ କରନ୍ତୁ । ତେବେ ଆପଣମାନେ ନିଶ୍ଚିତ ରୂପରେ ସଫଳ ହେବେ ଓ ଆପଣଙ୍କର ଆର୍ଥିକ ସମସ୍ଯା ଅଧିକାଂଶରେ ଦୂର ହୋଇଯିବ ।

ଦ୍ଵିତୀୟ ଉପାୟ

ଏକ ଅଶ୍ଵତ୍ଥ ପତ୍ର ଆଣି ତାହାକୁ ଗଙ୍ଗା ଜଳରେ ଧୋଇ ସେଥିରେ କେଶର ରେ ଶ୍ରୀ ଲେଖି ତାହାକୁ ଆପଣଙ୍କ ମନି ପର୍ସରେ ରଖନ୍ତୁ । ଏହା ନିଶ୍ଚିତ ରୂପରେ କାର୍ଯ୍ୟ କରିଥାଏ । ଏହାକୁ ଆପଣମାନେ ପ୍ରୟୋଗ କରି ଦେଖନ୍ତୁ ଆପଣମାନେ ନିଶ୍ଚିତ ଭାବେ ଲାଭବାନ ହେବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button