ଜ୍ୟୋତିଷ

୧୦୦ ବର୍ଷ ପରେ ଏହି ୬ ଟି ରାଶି ଉପରେ ହେବ ଖାଲି ଟଙ୍କା ବର୍ଷା

ଏବେ ଖୁବ ବର୍ଷ ପରେ ହେବବାକୁ ଯାଉଛି ଶନି ଦେବଙ୍କ ଦୟା ୬ ଟି ରାଶି ଉପରେ । ଦେଖିବା ପାଇଁ ଗଲେ ଆମେ ଜାଣି ପାରିବା କି ଭଗବାନ ଶନି ଦେବ ହେଉଛନ୍ତି ନ୍ୟାୟର ଦେବତା । ସେ ହେଉ ଛନ୍ତି କର୍ମ ଅନୁସାରେ ଫଳ ଦେବା ଦେବତା । ଯଦି ଆମେ ଦେଖିବା ବହୁ ଲୋକମାନେ ଶନି ଦେବ ଙ୍କ ନାମ ଶୁଣିଲେ ଖୁବ ଭୟଭୀତ ହୋଇ ଯାନ୍ତି ।

ଏହାର କାରଣ ହେଊଛି ଶନି ଦେବଙ୍କ କୋପ ଦ୍ରୁଷ୍ଟି । କିନ୍ତୁ ଜେଭଳି ଶନି ଦେବ ଦୟା କରନ୍ତି ସେଭଳି ସେ କୃପା ମଧ୍ୟ କରନ୍ତି । ଏଭଳି ଭି ମାନ୍ୟତା ଅଛି କି ଯାହା ଉପରେ ଶନି ଦେବ ଙ୍କ ଢାଇୟା କିମ୍ବା ସାଢେ ସାତ ଶନି ଚାଲି ଥାଏ ତାଙ୍କ ଅନ୍ତିମ ଚରଣରେ ମଧ୍ୟ ଶନି ଦେବ ତାଙ୍କ ପାଇଁ କିଛି ଭଲ କରିକି ଯାଇ ଥାନ୍ତି । ତେବେ ଦୀର୍ଘ ୧୦୦ ବର୍ଷ ପରେ ଏଭଳି କିଛି ଗ୍ରହର ଚଳନ ରହିଛି ଯାହା ଦ୍ଵାରା ଆମେ ଦେଖି ପାରିବା କି ୬ ଟି ରାଶି ଙ୍କ ଉପରେ ଭଗବାନ ଶନି ଦେବ କୃପା କରିବା ପାଇଁ ଯାଉଛନ୍ତି ।

ଏହି ରାଶିର ଲୋକମାନେ ମାନ ହାନି, ଧନ କ୍ଷୟ ଭଳି କିଛି କାମ ରୁ ଦୂରେଇ ରହିବେ । ଏହି ରାଶିର ଲୋକମାନେ ଖୁବ ଖୁସି ଓ ସୁଖ ପାଇବା ଅପାଇନ ଯାଉଛନ୍ତି । ଏହି ରାଶିର ଲୋକମାନଙ୍କ ଉପରେ ଭଗବାନ ଶନି ଦେବଙ୍କ ବକ୍ର ଦ୍ରୁଷ୍ଟି ପଡିବା ପାଇଁ ଯାଉଛି । ଏହି ୬ ଟି ରାଶିର ଲୋକମାନେ ନିଜ ଜୀବନରେ ସବୁ କିଛି ଭଲ କରିବା ପାଇଁ ଯାଉଛନ୍ତି । ସେମାନେ ଯଦି କାମ ଖୋଜୁ ଛନ୍ତି ତେବେ ଏହି ସଂଯୋଗ ଭିତରେ ଆପଣଙ୍କୁ କାମ ମିଳି ଜୀବ ।

ଯେଉଁ ମାନେ ଆଗରୁ କାମରେ ଅଛନ୍ତି ସେମାନେ ଖୁବ ଭଲ ଅନୁଭୂତି ଗ୍ରହଣ କରିବେ ନିଜ ଚାକିରି ଜୀବନରେ । କେବଳ ସେତିକି ନୁହେଁ ସେମାନେ ପ୍ରମୋଶନ ମଧ୍ୟ ହେବା ପାଇଁ ଯାଉଛନ୍ତି । ଏହି ସମୟରେ ଆପଣ ନିଜ ପରିବାର ଶ ଭଲ ସମୟ ବିତାଇବେ । କେହି ବନ୍ଧୁ ଆପଣଙ୍କ ଘରକୁ ଆସି ପାରନ୍ତି କିମ୍ବା ଆପଣ ତାଙ୍କ ଘରକୁ ଯାଇ ପାରନ୍ତି । କିଛି ଶୁଭ ଅନୁଷ୍ଠାନ ହେବ ପାଇଁ ଯାଉଛି ଆପଣଙ୍କ ପରିବାର ମଧ୍ୟରେ ।

ଆପଣ ଜାଣିଛନ୍ତି କି ଏହି ସମୟ ଆପଣ ଜାଣିଛନ୍ତି କି ଆପଣ ଯଦି ବ୍ୟବଶାୟୀ ଅଟନ୍ତି ତେବେ ଆପଣ ନିଶ୍ଚିତ ଭାବେ ଭଲ ବ୍ୟବଶାୟ କରିବେ ଏହି ସମୟ ଆପଣଙ୍କ ପାଇଁ କିଛି ନୂଆ କାମ ଆରମ୍ଭ କରିବା କିମ୍ବା କିଛି ଧନ ନିବେଶ କରିବାର ଭଲ ସମୟ ଅଛି ଅଭି ଆପଣ ଆଗ ନିଜ କାମରେ ସାରିକି ଯାହା କରିବେ । ଆପଣ ଏହି ସମୟରେ ନିଜକୁ ଶାନ୍ତ ରଖିବା ପାଇଁ ଚେଷ୍ଟା କରିବେ ।

ଆପଣ କିଛି ସାମାଜିକ କାମରେ ନିଜକୁ ନିବେଶ କରି ପାରନ୍ତି । ମାତ୍ର ଆପଣ କେବଳ ସେହି କମ କରନ୍ତୁ ଯାହା ଆପଣଙ୍କୁ ଖୁବ ଭଲ ଲାଗୁଛି । ବିଦ୍ୟାର୍ଥୀ ମାନେ ଆଶାରୁ ଅଧିକ ଫଳ ଲାଭ କରିବବେ । ଯେଉଁ ମାନେ ବିବାହ କରି ନାହାଁନ୍ତି ସେମାନେ ବିବାହ ମଧ୍ୟ କରି ପାରିବେ ଏହି ସମୟରେ । ଏହି ସମୟରେ ଭଗବାନ ଶନି ଦେବ ଙ୍କ କୃପା ରହି ଥିବା ରୁ ଆପଣଙ୍କ ସବୁ କମ ସଫଳ ହେବବା ପାଇଁ ଯାଉଛି । ତେବେ ଏହି ୬ ଟି ରାଶି ମାନେ ହେଲେ ମିଥୁନ, କର୍କଟ,ବୃଷ,ମୀନ,କନ୍ୟା,ମେଷ ରାଶି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button