ମନୋରଞ୍ଜନ

କାହାର ନାମ ଭାବି ବାଛନ୍ତୁ ଗୋଟେ ନମ୍ବର ଆଉ ଦେଖନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ? Tarot Card Reading

ବନ୍ଧୁଗଣ କଣ ଆପଣ ଜାଣିଛନ୍ତି କି ଆପଣ ଯାହାଙ୍କୁ ପ୍ରେମ କରୁଛନ୍ତି ତାଙ୍କ ପାଇଁ ଆପଣଙ୍କ ମନରେ କଣ ଅଛି । ଯଦି ନାଁ ତେବେ ଏଥିପାଇଁ 5ଟି ଦୀପ ର ଚିତ୍ର ମଧ୍ୟରୁ କୌଣସି ଗୋଟେ ବାଛି ନିଅନ୍ତୁ । ଏହା ପରେ ଆପଣ ନିଜ ସାଥିଙ୍କ ମନର ସ୍ଥିତି କଣ ଅଛି କିମ୍ବା ଆପଣଙ୍କୁ ନେଇ କଣ ବିଚାର ଅଛି ତାହା ଜାଣି ପାରିବେ । ତେବେ ଆପଣ ବାଛି ନେଲେ କି 1ରୁ 5ଟି ନମ୍ବର ମଧ୍ୟରୁ କୌଣସି ଗୋଟେ । ଏବେ ଆସନ୍ତୁ ଜାଣିବା ଜବାବ ।

1- ଯଦି ଆପଣ ପ୍ରଥମ ନମ୍ବରଟି ଚୁଜ କରିଛନ୍ତି ତେବେ ଆପଣଙ୍କ ମନରେ ଅନେକ କଥା ଅଛି କିନ୍ତୁ ସେୟାର କରନ୍ତି ନାହିଁ । ଆପଣଙ୍କୁ ଯେଉଁ କଥା ଭୁଲ ଲାଗେ ଆପଣ ସିଧା ସିଧା କୁହନ୍ତି ଏମିତି ଆପଣଙ୍କ ପର୍ଶନ ଭାବୁଛନ୍ତି । ସେ ଆପଣଙ୍କୁ ନେଇ ଭାବୁଛନ୍ତି କି ଆପଣ ଯାହା ତାହା ଦେଖାନ୍ତି ନାହିଁ । ସେ ଆପଣଙ୍କୁ ନେଇ କନଫିୟୁଜ ଅଛନ୍ତି । ଆପଣ କାହା ସହ ଭୁଲ କରନ୍ତି ନାହିଁ ।

2- ଆପଣ ଯାହାଙ୍କ ପାଇଁ ଦ୍ଵିତୀୟ ନମ୍ବରଟି ଚୟନ କରିଛନ୍ତି ସେ ଆପଣଙ୍କୁ ନେଇ ପଜେଟିଭ ଭାବୁଛନ୍ତି । ଦିନ ରାତି ତୀବ୍ର ଗତିରେ ଜୀବନରେ ଆଗକୁ ବଢିବାକୁ ଚାହୁଁଛନ୍ତି । ଆପଣ ତରବର ହୋଇ ଏମିତି ନିସ୍ପତି ନେଉଛନ୍ତି ଯାହା ଭୁଲ ହୋଇଥାଏ । ଆପଣ ଯାହା ବୁଝିଥାନ୍ତି ତାହା କରିଥାନ୍ତି । ଆପଣ ନିଜର ଫାଇଦା ପାଇଁ ଭୁଲ କାମ କରିପାରନ୍ତି । ଆପଣଙ୍କ ମନ ହେଲେ କାହା ସହ ବନ୍ଧୁତା ରଖନ୍ତି ନ ହେଲେ ନାହିଁ । ଆପଣ ନିଜ ଲାଇଫକୁ ନେଇ ଗୁରୁତ୍ଵ ଦିଅନ୍ତି ।

3- ଯଦି ଆପଣ ତୃତୀୟ ନମ୍ବରଟି ବାଛିଛନ୍ତି ତେବେ ଆପଣଙ୍କୁ ନେଇ ପଜେଟିଭ ଅଛନ୍ତି । ଆପଣ ଲାଇଫରେ ଦୁଖୀ ଅଛନ୍ତି କାରଣ ଯାହା କରିବାକୁ ଚାହୁଁଥିଲେ କରିପାରୁ ନାହାନ୍ତି । ଯିଏ ଆପଣଙ୍କୁ ସତରେ ଭଲ ପାଇବା ଦେବେ ତାଙ୍କୁ ଦେଖୁ ନାହାନ୍ତି । ଯିଏ ଆପଣଙ୍କର କାବିଲ ଆପଣ ତାଙ୍କର କେୟାର କରୁ ନାହାନ୍ତି । ଯାହା ମିଳିଛି ସେଥିପାଇଁ ଖୁସି ନ ହୋଇ ଯାହା ନ ମିଳିଛି ତାକୁ ନେଇ ଦୁଖୀ ଅଛନ୍ତି ।

4- ଆପଣ ଯଦି ଚତୁର୍ଥ ନମ୍ବରଟି ବାଛିଛନ୍ତି ଆପଣଙ୍କ ପରସନ ଭାବୁଛନ୍ତି ଆପଣ ଲାଇଫରେ କଣ କରିବେ କଣ ନାହିଁ କିଛି ଜାଣି ନାହାନ୍ତି । ଆପଣ ବହୁତ ଇନୋସେଣ୍ଟ ବ୍ୟକ୍ତି ଅଟନ୍ତି ସେଥିପାଇଁ କିଛି ବୁଝିପାରୁ ନାହାନ୍ତି । ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି । ଆପଣଙ୍କୁ କୌଣସି ଜିନିଷର ଫରକ ପଡେ ନାହିଁ । ଆପଣ ଖୁସିରେ ରହିବାକୁ ଚାହୁଁଛନ୍ତି କିନ୍ତୁ ସ୍ଥିତି ଠିକ ନାହିଁ ।

5- ଆପଣ ଯଦି ପଞ୍ଚମ ନମ୍ବରଟି ଚୁଜ କରିଛନ୍ତି ଆପଣ ସବୁ କିଛି ମାଇଣ୍ଡରେ ରଖିଥାନ୍ତି । ଆପଣ ଏମିତି କିଛି ବିଚାର ରଖିଛନ୍ତି ନିଜ ଲୋକଙ୍କୁ ନେଇ । ଆପଣଙ୍କର ନିଜ ଲୋକ ଶତ୍ରୁ ଅଛନ୍ତି ଆପଣଙ୍କର । ସେ ଚାହୁଁଛନ୍ତି ଆପଣ ଏହା ବୁଝନ୍ତୁ ଦେଖନ୍ତୁ । ଏହା ଆପଣଙ୍କ ଦୁଖର କାରଣ ଅଟେ । ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button