ଜ୍ୟୋତିଷ

ନାମର ପ୍ରଥମ ଅକ୍ଷର ଏହା ଥିଲେ 2022 ରେ ଏମାନଙ୍କୁ ମିଳିବ ବଡ ଖୁସିଖବର

ଆମ ଜୀବନରେ ଖୁସି ଓ ଦୁଃଖ ଲାଗି ରହିଥାଏ । ଏହି ସବୁର କାରଣ ହେଉଛି ଆମ ଜାତକରେ ଥିବା ଗ୍ରହ ମାନଙ୍କ ଗତି ଓ ସ୍ଥିତି । ଗ୍ରହ ମାନଙ୍କର ଗତିକୁ ଦେଖି ଆମ ଜୀବନରେ ସୁଖ ଦୁଃଖ ଆସିଥାଏ । ତେବେ ପ୍ରତେକ ମଣିଷର ସ୍ଵଭାଵ ଅଲଗା ହୋଇଥାଏ । କିନ୍ତୁ ଆମ ଶାସ୍ତ୍ର ଅନୁସାରେ ଆମେ ମଣିଷର ନାମର ପ୍ରଥମ ଅକ୍ଷର ଦ୍ୱାରା ତାହାର ସ୍ଵଭାଵ ସମ୍ଭନ୍ଧରେ ଜାଣିପାରିବା । ତେବେ ବ୍ୟକ୍ତିର ନାମ ଏହାର ଜନ୍ମ ସମୟ ର ଗଣନା ଓ ଗ୍ରହ ମାନଙ୍କ ର ସ୍ଥିତିକୁ ନେଇ ହୋଇଥାଏ ।

ତେବେ ପ୍ରତେକ ଅକ୍ଷରର କିଛି ନା କିଛି ଅର୍ଥ ଓ ମହତ୍ୱ ରହିଥାଏ । ତେବେ ଆମେ ଆଜି ଏହିପରି କିଛି ଖାସ ଅକ୍ଷରର ନାମ ର ବ୍ୟକ୍ତିଙ୍କ ସମ୍ପର୍କରେ ଜାଣିବା । S ଅକ୍ଷର – ଏହି ଲୋକମାନେ ପ୍ରେମ କ୍ଷେତ୍ରରେ ଲାଜକୁଲା ସ୍ୱଭାବର । ଏମାନେ ବହୁତ ପରିଶ୍ରମୀ ଅଟନ୍ତି ।

ଏମାନେ ବହୁତ ସୁନ୍ଦର ମଧ୍ୟ ହୋଇଥାନ୍ତି । ଏମାନେ ପ୍ରେମକୁ ନେଇ ବହୁତ ଗମ୍ଭୀର ଥାନ୍ତି କିନ୍ତୁ କେବେ ପ୍ରପୋଜ କରିପାରନ୍ତି ନାହିଁ । ଏମାନେ ସେୟାର କରିବାକୁ ପସନ୍ଦ କରନ୍ତି ନାହିଁ । ଏମାନେ ଖରାପ ନୁହନ୍ତି କିନ୍ତୁ ଏମାନଙ୍କର କଥା କହିବା ଶୈଳୀ ପାଇଁ ଏମାନଙ୍କୁ ଲୋକ ଖରାପ ଭାବନ୍ତି ।

ଏମାନେ ଭାବିଚିନ୍ତି କାର୍ଯ୍ୟ କରନ୍ତି । R ଅକ୍ଷର – ଏମାନେ ସୋସିଆଲ ଜୀବନକୁ ପସନ୍ଦ କରନ୍ତି ନାହିଁ । ଏମାନେ ଦ୍ରୁତ ଗତିରେ ଉନ୍ନତି କରନ୍ତି । ଧନର ଅଭାବ ନ ଥାଏ । ଏମାନେ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି । ପରିବାର କୁ ବହୁତ ପ୍ରାଧାନ୍ୟ ଦେଇଥାନ୍ତି । ଏମାନେ ସର୍ବଦା ଭିନ୍ନ କାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି ।

B ଅକ୍ଷର – ଏମାନେ ବହୁତ କଥା ନିଜ ଭିତରେ ସୀମିତ ରଖିଥାନ୍ତି । ଏମାନଙ୍କର ବେଶୀ ବନ୍ଧୁ ନ ଥାନ୍ତି ଏମାନେ କରନ୍ତି ନାହିଁ ମଧ୍ୟ । ଏମାନେ ଲାଜକୁଲା ସ୍ଵଭାଵ ର । ଏମାନେ ବହୁତ ସୂକ୍ଷ୍ମ ହୋଇଥାନ୍ତି । p ଅକ୍ଷର – ଏମାନେ କାହାକୁ ନିଜ କଥା ସେୟାର କରନ୍ତି ନାହିଁ । ଯାହା ଫଳରେ ଅନେକ ଅସୁବିଧା ସୃଷ୍ଟି ହୋଇ ଥାଏ । ଏମାନେ ନିଜକୁ ସର୍ବାଧିକ ବେଶୀ ଭଲ ପାଇଥାନ୍ତି ।

ଏମାନଙ୍କୟ ବହୁତ ସୁନ୍ଦର ପାର୍ଟନର ମିଳିଥାଏ । ଏମାନେ ନିଜ ପାର୍ଟନର ସହ ବହୁତ ଝଗଡା କରନ୍ତି କିନ୍ତୁ କେବେ ଛାଡିକି ଯାଆନ୍ତି ନାହିଁ । ଏମାନେ ବହୁତ ଯତ୍ନବାନ । ଏମାନେ ସବୁ ଜିନିଷ ସଠିକ ଭାବେ କରିବାକୁ ପସନ୍ଦ କରନ୍ତି । M ଅକ୍ଷର – ଏମାନେ ସର୍ବଦ୍ଦା କଥା ଗୁପ୍ତ ରଖି ଅନ୍ୟମାନଙ୍କ ପାଇଁ ବିପଦ ସୃଷ୍ଟି କରିଥାନ୍ତି । ଏମାନେ ନିଜର ପରିବାର ଲୋକଙ୍କୁ ବହୁତ ଭଲ ପାଇଥାନ୍ତି । ଏମାନେ ଧନ ର ଖର୍ଚ୍ଚ ବହୁତ ଭାବିଚିନ୍ତି କରିଥାନ୍ତି ।

ଏମାନେ ବହୁତ ଭଲ ଓ ଆକର୍ଷନୀୟ ହୋଇଥାନ୍ତି । N ଅକ୍ଷର – ଏମାନେ ବହୁତ ଖୋଲା ବିଚାର ର ହୋଇଥାନ୍ତି । ଏମାନଙ୍କ ନିକଟରେ କୌଣସି ଜିନିଷର ଅଭାବ ହୋଇ ନ ଥାଏ । ଏମାନେ ଝଗଡା କରିବାକୁ ପସନ୍ଦ କରନ୍ତି ନାହିଁ । ଏମାନେ ନିଜର ମହତ ସ୍ଵଭାଵ ପାଇଁ ବହୁତ ଲୋକଙ୍କର ଆକର୍ଷଣ ମଧ୍ୟ ହୋଇଥାନ୍ତି । ଏମାନଙ୍କର ବ୍ୟକ୍ତିତ୍ୱ ବହୁତ ଆକର୍ଷିତ ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button