ଆସନ୍ତାକାଲି ଠାରୁ ଏହି 4ଟି ରାଶିର ଲୋକ ସତର୍କ ରୁହନ୍ତୁ, ଗ୍ରହରେ ବଡ ପରିବର୍ତନ

ଆମେ ଜାଣିଚୁ ୧୨ ଟି ରାଶି ରହିଥାଏ ସବୁ ରାଶିର ସୁଖ ଦୁଃଖ ଆଦି ସେହି ରାଶିର ଗ୍ରହ ମାନଙ୍କ ପରିଚାଳନା ଉପରେ ନିର୍ଭର କରେ । ମଣିଷର ଗ୍ରହ ମାନଙ୍କ ପରିଚାଳନା ତାହାର ଜାତକ ବା କୁଣ୍ଡଳୀ ଦ୍ୱାରା ଜଣାଯାଇଥାଏ । ମଣିଷ ଜୀବନରେ ଯାହା କିଛି ଘଟଣା ଘଟିଥାଏ ଏହା କେବଳ ତାହାର ଗ୍ରହ ମାନଙ୍କ ପରିଚାଳନା ଉପରେ ନିର୍ଭର କରେ । ଗ୍ରହ ମାନଙ୍କ ଚଳନ ଦ୍ୱାରା କେତେବେଳେ କେଉଁ ରାଶିକୁ ଭଲ ଫଳ ତ କେତେବେଳେ କେଉଁ ରାଶିକୁ ଖରାପ ଫଳ ମିଳିଥାଏ ।
ତେବେ ଆଜି ଠାରୁ ଚାରୋଟି ରାଶି ର ଖରାପ ସମୟ ଆରମ୍ଭ ହେବାକୁ ଯାଉଛି । ଏହି ଖରାପ ସମୟ ୧୫ ଦିନ ପର୍ଯ୍ୟନ୍ତ ରହିବ । ତେବେ କଣ ସେହି ରାଶି ଗୁଡିକ ଆମେ ଜାଣିବା । ପ୍ରଥମ ରାଶି ହେଉଛି ମିଥୁନ ରାଶି – ଏହି ରାଶି ର ଲୋକମାନେ ଆପଣଙ୍କ ର ସମାଜରେ ଥିବା ଲୋକ ପ୍ରିୟତା ହ୍ରାସ ହେବ । କୌଣସି କଳହ ରେ ପଡିପାରନ୍ତି ।
କିଛି ପାଇଥିବା ଜିନିଷକୁ ହରାଇବେ । ନିଜ ଉପରେ ନିଜର ଆସ୍ଥା ହରାଇବେ । ଅର୍ଥଭାଵ ଦେଖା ଦେବ । ଆର୍ଥିକ ସ୍ଥିତି ଦୁର୍ବଳ ହେବ । କୌଣସି ବଡ଼ ଯୋଜନା ରେ କିଛି ପରିବର୍ତ୍ତନ ଆଣିବେ । ପରିବାରରେ ଜଞ୍ଜାଳ ବୃଦ୍ଧି ହେବ । ବେକାର ଖର୍ଚ୍ଚ ବଢିବ ଯାହା ଫଳରେ ଆପଣଙ୍କ ମନ ବିଚଳିତ ରହିବ ।
ଆପଣଙ୍କ ଆତ୍ମୀୟ ଲୋକଙ୍କ ଦ୍ୱାରା ଆପଣ କୌଣସି ଅସୁବିଧା ରେ ପଡିପାରନ୍ତି । ପ୍ରତିକାର ହେଉଛି ଆପଣ ଗାଈକୁ ଖାଇବାକୁ ଦିଅନ୍ତୁ । ଦ୍ଵିତୀୟ ରାଶି ହେଉଛି ବିଛା ରାଶି – ଆପଣଙ୍କର ମାନସିକ ଅଶାନ୍ତି ବଢିବ । ଦୂର ବନ୍ଧୁଙ୍କ ଦ୍ୱାରା ଅପମାନିତ ହେବେ । ଅଯଥା କାମରେ ପଇସା ବିନିଯୋଗ କରିବେ । ଆପଣ ଶାରୀରିକ କଷ୍ଟ ପାଇବେ । ଅବାଂଚିତ ସ୍ଥିତିରେ ପଡିବେ ।
ପରିବାର ରେ କଳହ ସୃଷ୍ଟି ହେବ । ଶରୀରର ଖରାପ ହୋଇପାରେ । ପ୍ରତିକାର ହେଉଛି ଆପଣ ଗରିବ ଲୋକଙ୍କୁ କିଛି ସାହାର୍ଯ୍ୟ କରନ୍ତୁ । ତୃତୀୟ ରାଶି ହେଉଛି ମେଷ ରାଶି – ପରିବେଶରେ ପରିଵର୍ତନ ହେବ । ମାନ ସମ୍ମାନ ହାନି ହେବ । ଅର୍ଥଭାଵ ଦେଖାଦେବ । ଆପଣଙ୍କୁ ଉଚିତ ନ୍ୟାୟ ମିଳିବ ନାହିଁ । ବରିଷ୍ଠ କର୍ମଚାରୀଙ୍କ ଦ୍ଵାରା ଚାପ ମିଳିବ ।
ଅଳସ ହେବେ । କୌଣସି ଦୁର୍ଘଟଣା ମଧ୍ୟ ହୋଇପାରେ । ପରିବାରରେ ବିଶୃଙ୍ଖଳା ମଧ୍ୟ ହେବ । ମାନସିକ ଉଦବେଗ ମଧ୍ୟ ବଢ଼ିପାରେ । କାର୍ଯ୍ୟରେ ଅଵନୀତି ଘଟିବ । ପ୍ରତିକାର ହେଉଛି ପ୍ରତି ମଙ୍ଗଳବାର ଦିନ ଆପଣ ହନୁମାନ ଚାଲିଶା ପାଠ କରନ୍ତୁ । ଚତୁର୍ଥ ରାଶି ହେଉଛି ମୀନ ରାଶି – ଭୟଭୀତ ପରିସ୍ଥିତିରେ ସମୟ ବ୍ୟତୀତ ହେବ । ବହୁତ ଦିନରୁ କରୁଥିବା ଅନୁସନ୍ଧାନ ରେ ବିଫଳ ହେବେ । ମାନସିକ ଚାପ ବଢିବ । ଗୃହରେ କ୍ଳେଶ ବୃଦ୍ଧି ହେବ ।
ଅଭାବ ଅନାଟନ ରେ ଦିନ କଟିବ । ଯାତ୍ରା କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ । କାର୍ଯ୍ୟରେ ବ୍ୟସ୍ତ ରହିବେ । ବିଶ୍ୱାସଘାତକତାର ଶିକାର ହେବେ । ପ୍ରତିକାର ହେଉଛି ଅସହାୟ ବ୍ୟକ୍ତିଙ୍କୁ ସାହାର୍ଯ୍ୟ ଜରନ୍ତୁ । ସ୍ୱାସ୍ଥ୍ୟ ଅବସ୍ଥା ଭଲ ନ ରହିପାରେ ।