ସତ୍ୟ ଘଟଣା: ଏହି ଝିଅର ଡାକ ଶୁଣି ସାହାଯ୍ୟ ପାଇଁ ପହଞ୍ଚିଲେ ସ୍ଵୟଂ ହନୁମାନ, ଦେଖନ୍ତୁ ପୁରା ଘଟଣା କଣ

ହନୁମାନ ଜି ଙ୍କର ଆଜି ଏକ ଘଟଣା ବିଷୟରେ ଆମେ କହିବା ପାଇଁ ଯାଉଛୁ । ଏହା ହେଉଛି କି ହନୁମାନ ଜି ଅଛନ୍ତି ଏହାର ପ୍ରମାଣ । ଏହାର ପ୍ରମାଣ ରୂପେ ଦେଖିବା ପାଇଁ ଯିବା ତ ହନୁମାନ ଜି ସବୁ ଜାଗାରେ ଆଜି ଭି ନିଜେ ଅଛନ୍ତି ଏହାର ଏକ ସତ୍ୟ କାହାଣୀ ଆମେ ଆଜି ଆପଣଙ୍କୁ କହିବା ପାଇଁ ଯାଉଛୁ ଏହା ଏକ ମସଲମାନ ଝିଅର କାହାଣୀ ଅଟେ । ଏହା କୁ ଦେଖିବା ପାଇଁ ଯିବା ତ ସେ ଏକ ଛୋଟ ପରିବାର ରେ ଜନ୍ମ ନେଇ ଥିଲା ଦୁଇ ଭଉଣୀ ଙ୍କ ଠାରୁ ଏହା ସାନ ଥିଲା ନାମ ସଗୁଫା ଅସତ ।
ସେ ପିଲା ଦିନୁ ହନୁମାନ ଜି ଙ୍କ ପୂଜା କରୁଥିଲା । ସେ ସବୁ ବେଳେ ଭଗବାନ ଙ୍କୁ ପ୍ରାର୍ଥନା କରୁଥିଲା କେହି ଜାଣି ଭି ନଥିଲେ କି ସେ ଧୀରେ ଧୀରେ ହନୁମାନ ଜି ଙ୍କ ଶକ୍ତି ଆଡକୁ ଟାଣି ହୋଇ ଯାଇ ଥିଲା । ସେ ହନୁମାନ ଜି ଙ୍କ ଚାଳିଶା ମଧ୍ୟ ପଢିବା ପାଇଁ ଲାଗି ଥିଲା ଦେଖିବା ପାଇଁ ଯିବା ତ ସେ ଧୀରେ ଧୀରେ ହନୁମାନ ଜି ଙ୍କୁ ନିଜର ସବୁ କାହାଣୀ ମଧ୍ୟ କହୁ ଥିଲା ।
ତା ବାପା ଖୁବ ନିଶା ଦ୍ରବ୍ଯ ପିଅନ୍ତି ଓ ସବୁ ପଇସା କୁ ଖର୍ଚ୍ଚ କାରୀ ଦେଇ ଥାନ୍ତି କେବଳ ସେତିକି ନୁହେଁ ଘରକୁ ଆସିବା ପରେ ସ୍ତ୍ରୀ କୁ ମାଡ ମାରି ଥାନ୍ତି । ସବୁ ଦିନ ଭଳି ସଗୁଫା ପ୍ରାର୍ଥନା କରି ଥାଏ କ୍କି ତାଙ୍କୁ ଭଗବାନ ସଦବୁଦ୍ଧି ଦିଅନ୍ତୁ ।
ଏହି ଭଳି କିଛି ଦିନ ଯିବା ପରେ ଠାରେ ତାଙ୍କ ବାପା ନିଶା ସେବନ କରିବା ଦ୍ଵାରା ଏତେ ଅଧିକ ହୋସ ହରାଇ ଦେଇ ଥିଲେ କି ସେ ତାଙ୍କ ସ୍ତ୍ରୀ କୁ ଜାଣି ନ ପାରି ବହୁତ ମାଡ ମାରିଥିଲେ । ଏହି ବ୍ଭାଳି ଭୟଙ୍କର ହୋଇ ଯାଇ ଥିଲେ କି ସବୁ ତାଙ୍କୁ ଦେଖି ନିଜ ନିଜ ବାଟରେ ଚାଲି ଯାଉ ଥିଲେ ତାଙ୍କ ସ୍ତ୍ରୀ ଖୁବ ଜୋର ସେ ଚିତ୍କାର କରୁଥିଲେ କେହି ରକ୍ଷା କରିବା ପାଇଁ ଆସୁ ନଥିଲେ ।
ଏହି ଭଳି କିଛି ସ ମୟ ବିତିବା ପରେ ଏହି ଭଳି ଅନୁଭବ କରିଥିଲା ସଗୁଫା କି ଯାନକ ଭିଆତରେ ଏକ ରାକ୍ଷାଶ ପଶି ଯାଇଛି ସେ ଚାତକୁ ଯାଇ ହନୁମାନ ଜି ଙ୍କୁ ପ୍ରାର୍ଥନା କରିବା ପାଇଁ ଲାଗିଲା ନିଜ ମା ର ରକ୍ଷା ପାଇଁ । ହଠାତ ତା ବାପାଙ୍କ ଚିତ୍କାର ଶୁଭିଲା ତା ମା ର ଆବାଜ ଶୁଣି କେହି ଆସୁ ନଥିଲେ କିନ୍ତୁ ତା ବାପା ଙ୍କ ଚିତ୍କାର ଶୁଣି ସବୁ ଲୋକମାନେ ଗଦା ହୋଇ ଯାଇଥିଲେ ।
ଏହା ସହ ସେମାନେ ତୁରନ୍ତ ଡାକ୍ତର ଖାନା କୁ ନେଇ ଯାଇ ଥିଲେ ତାଙ୍କୁ । ସେଠାରେ ଜଣା ପଡିଥିଲା କି ତାଙ୍କ ହାର୍ଟ ଆଟାକ ହୋଇଛି । ଏହା ପରେ ତାଙ୍କ ବାପା କିଛି ଦିନ ସେଠାରେ ରହିଲେ ସେଠାରେ ଥିବା ବେଳେ ସେ ନିଜର ସବୁ ଭୁଲ କୁ ଅନୁଭବ କରିଥିଲେ । ଓ ସେଠାରୁ ଫେରିବା ପରେ ସେ ଏକ ଭଲ ମଣିଷ ହୋଇ ଯାଇ ଥିଲେ । ସଗୁଫା ଜାଣି ଯାଇ ଥିଲା ଏହା କେବଳ ହନୁମାନ ଜି ଙ୍କ ଦ୍ଵାରା ହିଁ ସମ୍ଭବ ହୋଇଛି ।