ତୁଳା ରାଶି ବ୍ୟକ୍ତି, କେବେ ହେବ ଆପଣଙ୍କ ଭାବନାର ସମ୍ମାନ? କେବେ ହେବ ଆପଣଙ୍କ ସମସ୍ୟାର ଅନ୍ତ…. ଶୀଘ୍ର ଦେଖନ୍ତୁ

ଆଜି ଆମେ କହିବା କି ତୁଳା ରାଶିର ଲୋକଙ୍କ କଥା କେଉଁ ସମୟରେ ଲୋକମାନେ ଶୁଣିବା ଆରମ୍ଭ କରିବେ । ଆପଣଙ୍କ ଦରକାର କେହି ବୁଝି ପାରି ନାହାଁନ୍ତି କାରଣ ସେମାନେ ଆପଣଙ୍କୁ ଭଲ ଭାବେ ଜାଣି ନାହାଁନ୍ତି । ଆପଣ ଅନେକ ଲୋକଙ୍କ ପାଇଁ ଅନେକ କିଛି କରି ଛନ୍ତି କିନ୍ତୁ ସେମାନେ ଆପଣଙ୍କ ଦରକାର କୁ କେବେହେଲେ ଦେଖିବା ପାଇଁ ଚାହିଁ ନାହାଁନ୍ତି କାରଣ ହେଉଛି କି ଆପଣ ନିଜ ମନକୁ ମାରି କରିଥିବା କାମ ଆଜି କାଲୀ ଦୁନିଆରା ଲୋକମାନେ ବୁଝି ପାରିବେନି ।
ଯେତେବେଳେ ଆପଣ ମାନେ ବୁଝିବେ ସେତେବେଳେ ଆପଣ ଏହି ଦୁନିଆରେ ନଥିବେ । କିନ୍ତୁ ସେମାନଙ୍କୁ ନିଜ ଭୁଲ ଜଣା ପଡିବ । ଆପଣ ଯାହା ପାଇଁ ସବୁ କିଛି କରିବେ କିନ୍ତୁ ଅନ୍ୟ ମାନେ ଏହାକୁ ବୁଝି ପରିବେନି କିନ୍ତୁ ଆପଣ ମାନଙ୍କ ପାଇଁ ଅନେକ ଲୋକଙ୍କ ମନରେ ଈର୍ଷା ଭାବନା ଥାଏ ଆପଣଙ୍କ ଭଲ ଗୁଣ ନୁହେଁ ଆପଣଙ୍କ ଧନ ଆପଣଙ୍କ ଜୀବନ ର ସବୁ ଖୁଶି କୁ କେହି ସାହି ପାରି ନଥାନ୍ତି ।
ଭଲ ପାଇବା କେଟରରେ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଏମାନେ ଯାହାଭି କରୁଛନ୍ତି କିମ୍ବା ଏମାନେ ଯାହା ଚାହାନ୍ତି ତ୍ତାକୁ ପାଇବା ଅପେକ୍ଷା ହରାଇ ଥାନ୍ତି । ଏମାନଙ୍କ ଜୀବନରେ ସମସ୍ଯା ଯାଉ ଯାଉ ଏକ ନୂଆ ସମସ୍ଯା ଆସି ଯାଇ ଥାଏ ନିଜ ପାଖକୁ ।
ଏହା ସହ ଏମାନେ ଖୁଶି ମଧ୍ୟ ଥାନ୍ତି । କୁହାଯାଏ କି ଇତିହାସ ସେହି କରି ପାରେ ଯିଏ କି ଜିଡିରେ ରହି ଥାଏ । ଆଉ ଦେଖିବା ପାଇଁ ଯିବା ତ ତୂଳା ରାଶିର ଲୋକମାନେ ଖୁବ ଜିଦିଆ ହୋଇ ଥାନ୍ତି । ଯଦି ଆମେ ଦେଖିବା ତ ଜାଣି ପାରିବା କି ଗଲା ସମୟ ଫେରି ଆସିବ ନି କିନ୍ତୁ ଆସିବା ସମୟ ଆପଣଙ୍କ ପାଇଁ ଅପେକ୍ଷା କରିଛି ।
ଆପଣ ଯାହାକୁ ଭଲ ପାଇ ଛନ୍ତି ସେମାନେ ଆପଣଙ୍କ ସହ ଖରାପ କରିଥାନ୍ତି କିନ୍ତୁ ଏବେ ଆପଣଙ୍କ ସମୟ କ୍ଖୁବ ଭଲ ହେବା ପାଇଁ ଯାଉଛି ତେଣୁ କରି ଆପଣ ଏକ କାମ କରନ୍ତୁ ଆପଣ ନିଜ କଥା କାହାକୁ ନ କହିକି ନିଜ ହିସାବରେ କାମ କରନ୍ତୁ ଯଦି ଆପଣ ଜାଣି ଥିବେ ତ ଏହି ରାଶିର ଲୋକଙ୍କୁ ତେବେ ଏମାନଙ୍କ ଗୁଣ ଭି ଜାଣି ଥିବେ ।
ଏମାନେ ଖୁବ ରାଗି ସ୍ଵଭାବ ର ଅଟନ୍ତି । ଧାର ଦେବା ଧାର ନେବା କାରବାର ଠାରୁ ଏମାନେ ବହୁ ଦୂରରେ ରହିବା ପାଇଁ ଭଲ ପାଇ ଥାନ୍ତି । ଆପଣ ମାନେ ଏହା ଅଜାନିକି ଆଶ୍ଚର୍ଯ୍ୟ ହୋଇଯିବେ କି ଏମାନେ ଯାହାଭି କରିଥାନ୍ତି ମନରୁ କରି ଥାନ୍ତି ଏମାନଙ୍କ ମନ ଖୁବ ସଫା ହୋଇ ଥାଏ ।
ଏହାଙ୍କ ଭଲ ଗୁଣ ହେଲା ଏମାନେ ଆଗ କାହାକୁ ଦେଖା କରି ସାହାଜ୍ଯ କରି ପକାନ୍ତି ନି ଏମାନେ ଆଗ ଦେଖନ୍ତି କି ତାକୁ କିଏ ସାହାଜ୍ଯ କରୁଛନ୍ତି କି ନାଇ ଏହା ପରେ ସେମାନେ ନିଜେ ଯାଇ ସାହାଜ୍ଯ କରି ଥାନ୍ତି । ଆପଣ ମାନେ ଏହା ଜାଣିକି ଆଶ୍ଚର୍ଯ୍ୟ ହେବେ କି ଯେଉଁ ମାନ ଏମାନଙ୍କ ଆଖ ପାଖରେ ଥାଇ ଖରାପ କରିବା ପାଇଁ ଚେଷ୍ଟା କରନ୍ତି ଅନେକ ସମୟରେ ସେମାନଙ୍କ ସମୟ ଖରାପ ହୋଇ ଯାଇଥାଏ ।