ଜ୍ୟୋତିଷ

ବହୁତ ସୁନ୍ଦର ସ୍ତ୍ରୀ ପାଇ ଥାନ୍ତି ଏହି 2 ନାମର ପୁରୁଷ ମାନେ- Jyotisha Shashtra

ଭଲ ପାଇବା ଆଜି କାଲୀ କିଛି ଲୋକଙ୍କ ପାଇଁ ମାନେ ରଖୁ ଥିବା ଅବେଳେ କିଛି ଲୋକଙ୍କ ପାଇଁ ଏହା କିଛି ମାନେ ରଖୁଣି । ଯଦି ଆପଣ ଦେଖିବେ ତ ଜାଣି ପାରିବେ କି ଆପଣ ମାନେ ଯେଉଁ ବ୍ୟକ୍ତି କୁ ନିଜ ଜୀବନ ସାଥି ଭାବେ ବାଛୁ ଛନ୍ତି ସେ କଣ ଆପଣଙ୍କ ପାଇଁ ଠିକ ଅଛି । କିଛି ଲୋକ ମାନେ ସୁନ୍ଦରତା ଠାରୁ ଅଧିକ ଗୁଣ ଦେଖିକି କମ କରି ଥାନ୍ତି । କିଛି ଲୋକମାନେ ସୁନ୍ଦରତା ସହ କିଛି ଅଲଗା ଚିନ୍ତା କରି ଥାନ୍ତି ।

ଆଜି ଆମେ କହିବା ପାଇଁ ଯାଉଥିବା ପୁରୁଷ ମାନଙ୍କ କଥା କହିବା ଯଦି ଆମେ ଜାଣି ପାରିବା କି ଏମାନେ ଯେବେହେ ବି ବିବାହ କରି ଥାନ୍ତି ଏମାନଙ୍କ ଭାଗ୍ୟରେ ସୁନ୍ଦର ସ୍ତ୍ରୀ ଥାନ୍ତି । ଇଛି ଲୋକମାନେ ସୁନ୍ଦର ସ୍ତ୍ରୀ ପାଇବା ପାଇଁ ଖୁବ ଚେଷ୍ଟା କରି ଥାନ୍ତି ।

କହିବାର ମାନେ ହେଉଛି କି ଏମାନେ ଦେଖିବା ପାଇଁ ଖୁବ ଚିନ୍ତା ମଧ୍ୟ କରି ଥାନ୍ତି କି ଏମାନେ ବିବାହ କରିବା ବେଳେ କେଉଁ ଭଳି ସ୍ତ୍ରୀ ମିଳିବ ସେଇ ପାଇଁ ଏମାନେ କିଛି ଭି କରନ୍ତି କିଛି ଜଣ ନିଜକୁ ସଜେଇ ରଖିବା ଉପରେ ବିଷବଶ କରି ଥାନ୍ତି ତ କିଛି ଜଣ ପୂଜା ପାଠ ମଧ୍ୟ କରି ଥାନ୍ତି ।

କିନ୍ତୁ ଭାଗ୍ୟରେ ଥିବା ଲେଖା କେହି ବଦଳାଇ ପାରିବେ ନି । ଏହା କୁହା ଯାଇଅଛି କି ବିବାହ ସ୍ଵର୍ଗରୁ ତିଆରି ହୋଇ ଆସିଥାଏ । ଏହା ପାଇଁ ଯୋଡି ଭଗବାନ ଆଗରୁ ଚିନ୍ତା କରି ନେଇ ଥନିତ । ଏହା ଏକ ସାମାନ୍ଯ ଖେଳ କଥା ନୁହେଁ ଯେଉଁ ମାନେ ଏହାକୁ ବୁଝି ନ ପରି ନିଜ କାମକୁ ଓ ଦାଇତ୍ଵ କୁ ସଠିକ ଭାବେ ଜାରି ରଖି ଥାନ୍ତି ସେମାନେ ନିଶ୍ଚତ ଭାବେ ନିଜ ବିବାହ ଜୀବନକୁ ସଫଳ କରି ଥାନ୍ତି ।

କିଛି ଏହି ଭଳି ବିବାହ ମଧ୍ୟ ଅଛି ଯେଉଁ ମାନେ ଅଳପ ଦିନ ମାନଙ୍କ ରେ ସେଶ ହୋଇ ଯାଇ ଥାଏ । ଆଜି ଆମେ କହୁଥିବା ପୁଅ ମାନଙ୍କ ନାମର ପ୍ରଥମ ଅକ୍ଷର ଦ୍ଵାରା ଆପଣ ଯାନୀ ପାରିବେ କି ଏମାନେ ସୁନ୍ଦର ସ୍ତ୍ରୀ ପାଇବେ ।

ନାମ ଏକ ମଣିଷ ର ପରିଚୟ କେବଳ ନୁହେଁ ଏହା ଆମ ଜୀବନର ଆଇନା ଭଳି ହୋଇ ଥାଏ । ତେବେ ଆସନ୍ତୁ ଜାଣିବା ଏହାଙ୍କ ନାମ “P” ଏହି ନାମର ପୁରୁଷ ମାନେ ନିଜ ଜୀବନର ସୁନ୍ଦର ସ୍ତ୍ରୀ ପାଇ ଥାନ୍ତି ଏମାନେ ଯାହାକୁ ଭି ବିବାହ କରି ଥାନ୍ତି ସେମାନେ ଖୁବ ସଚେତନ ଓ ବୁଦ୍ଧିଆ ଥାନ୍ତି । ଏହା ପରେ ନାମ ଆସେ “R” ନାମ ଅକ୍ଷର ପୁରୁଷ ଙ୍କ ସ୍ତ୍ରୀ ମାନେ ମଧ୍ୟ ଦେଖିବା ପାଇଁ ଖୁବ ସୁନ୍ଦର ଥାନ୍ତି ଏହା ସହ ସେମାନେ ନିଜ ସ୍ଵାମୀ ଓ ପରିବାର ପାଇଁ ସବୁ କିଛି କରିବା ପାଇଁ ପ୍ରସ୍ତୁତ ଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button