ଜ୍ୟୋତିଷ

30 ତାରିଖ ପରେ ଏହି ରାଶିର ହଟାତ ବଦଳିବ ଭାଗ୍ୟ, ଦେଖନ୍ତୁ ସେହି ରାଶ ଆପଣଙ୍କର ନୁହେଁ ତ ?

ଶାସ୍ତ୍ର ଅନୁସାରେ ଭଗବାନ ଶିବ ଓ ଭଗବାନ ବିଷ୍ଣୁ ଓ ବ୍ରହ୍ମା ଅଟନ୍ତି ସାରା ଦୁନିଆର ପାଳନ କର୍ତ୍ତା । ଆଜି ଆମେ ଅକ୍ଷୀବ ଆକି ଭଗବାନ ବିଷ୍ଣୁ ଯଦି ସାରା ଦୁନିଆ କୁ ଏତେ ସୁନ୍ଦର କରି ରଖୀ ଥାନ୍ତି ଯାହା ଭି ରଚନା କରୀ ଛନ୍ତି ସବୁ କିଛି ଏତେ ସୁବ୍ୟବସ୍ଥିତ କରି ଛନ୍ତି କି ସବୁ କିଛି ଭଲ ଦେଖା ଶୁଣା କରିବା ଭଳି କରି ଛନ୍ତି ଆମେ ସବୁ ଜାଣିଛେ କି ଯେଉଁ ମାନେ ଭି ଏହି ଠାରେ ଜୀବନ୍ତ ଅଛନ୍ତି କିମ୍ବା ଯେଉଁ ମାନେ ଭି ଏଠାରେ ଜନ୍ମ ନେଇ ଛନ୍ତି ସେମାନେ ଏବେ ନିଶ୍ଚିତ ଭାବେ ପରମ ପିତା ଙ୍କ ସନ୍ତାନ ।

ତେବେ ଏମାନଙ୍କ ଭାଗ୍ଯର ଗଣନା କରିବା ପାଇଁ ଜ୍ଯୋତିଷ ସାତର ଅନୁସାରେ କିଛି ମହତ୍ଵ ଅଛି ଆପଣ ଏମାନେ ଜାଣି ଥିବେ ଯେଉଁ ଭଳି ଭାବେ ଗ୍ରହ ମାନେ ନିଜ ଜାଗାକୁ ବଦଳାଇବେ । ସେହି ଭଳି ଭାବେ ଆମ ଜୀବନରେ ଏହାର ପ୍ରଭାବ ଦେଖିବା ପାଇଁ ପଡିବ । ଆଜି ଆମେ କହିବା କି ଯଦି ଆମେ ଦେଖିବା ତ ପୂର୍ଣ୍ଣିମା ଓ ଅମାବାଶ୍ୟା ଦୁଇଟି ସାରା ଦୁନିଆ ପାଇଁ ଏକ ଉଦାହରଣ ଭଳି ।

ଏହି ତିରେ ଆପଣ ମାନେ ଏକ କଥା ଜାଣି ପାରିବେ କି ଗ୍ରହ ମାନେ ନିଜ ସ୍ଥାନ ପରିବର୍ତ୍ତନ କରିବା ଆଡବାରା ଆମ ମାନଙ୍କ ଉପରେ ଏହାର ପ୍ରଭାବ ପଡି ଥାଏ । ତେଣୁ ଆଜି ଆମେ କହିବା କି ପୂର୍ଣ୍ଣିମା ଦିନ ହୋଇ ଥିବା ପରିବତ୍ତନ ଦ୍ଵାରା କିଛି ରାଶି ମାନାଙ୍କ ଜୀବନରେ ଶାନ୍ତି ଓ କିଛି ରାଶି ମାନଙ୍କ ଜୀବନରେ ଅସାନ୍ତି ଆସିବା ପାଇଁ ଯାଉଛି ।

ଆସନ୍ତା 25 ତାରିଖରେ ଏହା ଙ୍କ ଭାଗ୍ୟ ବଦଳିବା ପାଇଁ ଯାଉଛି ଯାହା ଦ୍ଵାରା ଆପଣ ମାନ ଜାଣି ପାରିବେ କି ଏହି ରାଶି ମାନେ କିଭଳି ନିଜ ଭାଗ୍ଯର ଧନୀ ହେଉଛନ୍ତି । ଏହି ଦିନ ପର ଠାରୁ ଆପଣଙ୍କ ସବୁ ଇଚ୍ଛା ପୂରଣ ହେବ ପାଇ ଯାଉଛି ଏହା ଅସହ ଆପଣ ଯଦି କିଛି କଥା ଦେଇ ଥିବେ କାହାକୁ ତାକୁ ପୂରଣ କରିବାରେ ଆପଣ ସଫଳ ହେବେ ।

ପ୍ରେମ ସମ୍ପର୍କ ରେ ଥିବା ବ୍ୟକ୍ତି ମାନଙ୍କ ପାଇଁ ସମୟ ଖୁବ ଭଲ ଅଛି । ଯେଉଁ ମାନେ ବିବାହ କରି ସାରି ଛନ୍ତି ସେମାନଙ୍କ ମଧ୍ୟରେ ସମ୍ପର୍କ ଖୁବ ଭଲ ରହିବ । ଯେଉଁ ମାନେ ବେପାରୀ ଅଛନ୍ତି ସେମାନେ ଏବେ ବେପାର ରେ ଖୁବ ଭଲ ଲାଭ କରିବେ ଯେଉଁ ମାନେ ଚାକିର କରୁଛନ୍ତି ସେମାନେ ଏବେ ଚାକିରି ରେ ସଫଳ ହେବେ ।

ଉଚ୍ଚ ପଦାକୁ ଯାଇ ପାରନ୍ତି ଏହା ସହ ଏମାନେ ଏବେ ନୂଆ ବାଣିଜ୍ୟ ମଧ୍ୟ କରି ପାରନ୍ତି । ଯେଉଁ ମାନେ ବେପାର କରୁ ଥିଲେ ସେମାନେ ଏବେ କିଛି ଭଲ ପରିଣାମ ପାଇଅବେ ଅର୍ଥ ହେଉଛି କି ତାଙ୍କ ବାପା ମା କୁ ସେମାନେ ଗର୍ବ ଅନୁଭୁତ କରାଇବେ । ଯଦି କେହି ଏମାନଙ୍କ ସହ ବନ୍ଧୁ ହେବ ଏତେବେ ସେମାନଙ୍କୁ ମଧ୍ୟ ଏମାନଙ୍କ ଦ୍ଵାରା ଲାଭ ମିଳିବା ପାଇଁ ଯାଉଛି । ତେବେ ଏହି ରାଶି ମାନେ ହେଲେ ତୁଳା ରାଶି, ମିଥୁନ ରାଶି, କୁମ୍ଭ ରାଶି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button