ଜ୍ୟୋତିଷ

ଘର ଉପରେ ଏହି ଗଛର ଛାଇ ପଡିବା ଅନୁଚିତ, ମୃତ୍ୟୁ ନେଇ ଆସିଥାଏ ! Vastu Shastra

ବାସ୍ତୁ ଶାସ୍ତ୍ର ହେଉଛି ଆମ ଜୀବନର ସବୁ ଠାରୁ ବଡ ମହତ୍ଵ ଜିନିଷ । କାରଣ ହେଉଛି କି ଏହାକୁ ଆମେ ଆଜି କାଲୀ ନୁହେଁ ଏହାକୁ ଆମେ କାଇ କେତେ ଦିନରୁ ବିଶ୍ଵାଶ କରି ଆସୁଛେ ଏହାକୁ ଆମେ ବ୍ୟବହାର କରିବା ଦ୍ଵାରା ଆଉ ଏକ ଘଟଣା ମଧ୍ୟ ହୋଇ ଥାଏ କି ଏହାକୁ ମନି ଚାଲୁ ଥିବା ବ୍ୟକ୍ତି ର ଜୀବନ ସୁଧୁରି ଯାଇ ଥାଏ । ଆଜି ଆମେ କହିବା କି ବାସ୍ତୁ ଶାସ୍ତ୍ର ସହ ଆହୁରି କିଛି ବ୍ୟକ୍ତି ମାନେ ମଧ୍ୟ ଅଛନ୍ତି ।

ଆଜି ଆମେ କହିବା କି ବାସ୍ତୁ ଶାସ୍ତ୍ର ରେ କୁହା ଯାଇ ଥାଏ କି ଯଦି ଆମେ ଏହାକୁ ମାନି ନିଜ ଘର କରିବା ତେବେ ଏହା ଭଲ ହୋଇ ଥାଏ । ଆଜି ଆମେ କହିବା କି ବାସ୍ତୁ ଶାସ୍ତ୍ର ଅନୁସାରେ କେଉଁ ଜାଗାରେ ଗାଧୁଆ ଘର କରିବା କଥା କିମ୍ବା କେଉଁ ଜାଗାରେ ରୋଷେଇ ଘର ହେବା କଥା ଏହା କି ଏହା ଶୁଭ ହୋଇ ଥାଏ ଓ ଏହା କରିବା ଦ୍ଵାରା ଆମ ଘରର ଶୁଭ ମଧ୍ୟ ହୋଇ ଥାଏ ।

ଆମେ କହିବା ପାଇଁ ଯାଉଛୁ କି କିଛି ଜିନିଷ ଆମ ଘର ଆଖ ପାଖରେ ରହି ଥାଏ । ଯେଉଁ ଭଳି କହିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ କିଛି ଗଛ କିମ୍ବା କିଛି ଖୁମ୍ବ ଆମ ଘର ପାଖ ରେ ଥିଲେ ଏହା ଭଲ ହୋଇ ଥାଏ କି ଖରାପ ହୋଇ ଥାଏ ।

ଆପଣ ମାନଙ୍କୁ ଆଜି ଆମେ କହିବା ପାଇଁ ଯାଉଛୁ କି କାହା ଛାଇ ପଡିଲେ ଏହା ଭଲ ହୋଇ ଥାଏ । ଏହା ସହ ଏହା ମଧ୍ୟ କୁହା ଯାଏ କି ରାସ୍ତା ରେ ଥିବା ଇଲେକ୍ଟ୍ରି ଖୁମ୍ବ ଥାଏ ତାହାର ଛାଇ ପଡିଲେ ମଧ୍ୟ ଏହା ଅଶୁଭ ହୋଇ ଥାଇ ପାରେ ।

ଧ୍ଵଜ ଛାୟା ଅନୁସାରେ ଦେଖିବା ପାଇଁ ଯିବା ତ ଏମିତିଆ ଜାଗାରେ ଯଦି ଆପଣ ଘର କରିବେ ଯେଉଁ ଜାଗାରେ ଏହାର ଛାଇ ଆପଣଙ୍କ ଘର ପାଖରେ ପଡି ଥାଏ ତେବେ ଏହା ଅଶୁଭ ହୋଇ ଥାଏ କିନ୍ତୁ ଯଦି ଦେଖିବା ପାଇଁ ଯିବା ତ ଏହା ମଧ୍ୟ ସତ୍ୟ ଅଟେ କି ଆମେ ଯଦି ଏହାର ଛାଇ ନପଡୁ ଥିବା ଜାଗାରେ ଘାର କରିବା ବାସ୍ତୁ ଦୋସ ନଥାଏ ।

ଯଦି ସକାଳୁ 10 ରୁ ନେଇକି ସଂଧ୍ୟା 2 ଟା ଯାଏ ମନ୍ଦିର ଛାଇ ଘର ଉପରେ ପ୍ପାଡେ ଏହା ଖରାପ ହୋଇ ଥାଏ । ଏହା ସହ ଏହା ମଧ୍ୟ କୁହା ଯାଇଛି କି ପର୍ବତ ର ଛାଇ ଯଦି ପୂର୍ବ ଦିଗରେ ଥାଏ ତେବେ ଏହା ଅଶୁଭ ହୋଇ ଥାଏ । ଏହା ଦ୍ଵାରା ଘରେ ଅସଶାନ୍ତି କଳହ ସବୁ ବେଳେ ଲାଗି ରହି ଥାଏ ।

ଏହା ପରେ ଆସେ କି ଯଦି ଆପଣଙ୍କ ଘର ପାଖ ପାଖିରେ ପାଣି ଟାଙ୍କି କିମ୍ବା କିଛି କୂଅ ମାନ ଅଛି ତେବେ ଏହା ଭଲ ହୋଇ ନଥାଏ । ଏହା ହେବା ଦ୍ଵାରା ଆର୍ଥିକ ସମସ୍ଯା ଆସି ଯାଇ ଥାଏ । କୁହାଯାଏ କି କାହା ଘର ର ଛାଇ ଅନ୍ୟ ଘରର ଛାଇ ପଡିଲେ ଏହା ଖରାପ ଥାଏ ମୁରବୀ ପାଇ । ଯଦି ବଡ ଗଛ ର ଛାଇ ପଡିଲେ ମଧ୍ୟ ଖରାପ ହୋଇ ଥାଏ କିନ୍ତୁ ଏହା ପାଇଁ ଦିଗ ନିର୍ଭର କରେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button