ଜ୍ୟୋତିଷ

7 ଟି ସଂକେତ ଯାହା କହିଥାଏ କି ଆପଣଙ୍କ ଭଲ ସମୟ ଆସିବାକୁ ଯାଉଛି- Sakuna Shastra

ଦୁନିଆ ଉପରେ କିଛି ଅଛି ଯିଏ ସବୁ ଙ୍କ ଉପରେ ରାଜ କରୁଛି ଯଦି ଦେଖିବା ପାଇଁ ଯିବା ତ ଏହି ଜିନିଷ ର ହାତ ନାଇ କି ଗୋଡ ନାଇ କାରଣ ହେଉଛି କି ଭଗବାନ ଜାଣି ଛନ୍ତି କି ଏହି ସମୟ ଆଗରେ ତାଙ୍କୁ ମଧ୍ୟ ନିଜର ସବୁ କିଛି ହରାଇ ବା ପାଇଁ ପଡି ଥାଏ । ଆଜି ଆମେ କହିବା କି ଭଗବାନ ଯଦି ଜାଣି ଥିବେ ତ ଏହା ମଧ୍ୟ ଜାଣି ଥିବେ କି ଏହା ପାଇଁ ସେ ମଧ୍ୟ ଅନେକ କଷ୍ଟ ପାଇ ଛନ୍ତି । ଏହା ଆଗରେ କେହି ନିଜକୁ ଆଗକୁ ନେଇ ପାରିନି ।

କୁହାଯାଏ ଭଗବାନ ସବୁ ଙ୍କ ଡାକ ଶୁଣନ୍ତି । ଏହା ସହ ସେ ଖରାପ ସମୟ ଜ୍ଜାଣିବା ପାଇଁ କିଛି ସଂକେତ ମଧ୍ୟ ଦେଇ ଥାନ୍ତି କେବଳ ଏହା ନୁହେଁ ଭଲ ଜିନିଷ ଜାଣିବା ପାଇଁ ମଧ୍ୟ କିଛି ସଂକେତ ଦେଇ ଥାନ୍ତି । ଆଜି ଆମେ ସେହି କଥାକୁ ଏହି ଠାରେ ଆଲୋଚନା କରିବା । ଭଗବାନ ବିଷ୍ଣୁ ଠାରେ ନିଜ ନିଦ୍ରା ରେ ଥିବା ବେଳେ ତାଙ୍କୁ ଯାଇକି ବ୍ରହ୍ମା ଙ୍କ ପୁତ୍ର ନାରଦ ମୁନି କହିଲେ କି ଯଦି କେଉଁ ମଣିଷ ଉପରେ ଭଲ ସମୟ ଆସିବାର ଥାଏ ତେବେ ସେ କେଉଁ ଭଳି ଭାବେ ଏହାକୁ ଜାଣିବ । ଭଗବାନ କହିଲେ କି ମୁ ଏହା ଅପାଇନ ଅନେକ ସଂକେତ ଦେଇଛି ଯଦି କେହି ମଣିଷ ଅଜ୍ଞାନୀ ହୋଇ ଥିବ ତେବେ ସେ କେବେ ହେଲେ ଏହାକୁ ଜାଣି ପାରିବ ନି । ଯେଉଁ ମାନେ ବୁଦ୍ଧିମାନ ହୋଇ ଥାନ୍ତି ସେମାନେ ଏହାକୁ ଜାଣି ଥାନ୍ତି ।

ଆଜି ଆମେ କହିବା ପାଈଁ ଯାଉଛୁ କୁ କେଉଁ କେଉଁ ସଂକେତ କୁ ଜାଣିବା ନିହାତି ଭାବେ ଆମକୁ ଦରକାର ହୋଇ ଥାଏ । ପ୍ରଥମ ସଂକେତ ହେଉଛି ଯଦି କେହି ମଣିଷ ସବୁ ବେଳେ ହସୁଛି ଓ ସବୁ ବେଳେ ସାନ୍ତ ରହୁଛି କିମ୍ବା ନିଜ ରାଗକୁ ନିୟନ୍ତ୍ରଣ କରିବା ଜାଣି ଯାଇଛି ତେବେ ସେହି ମଣିଷ ର ଭଲ ସମୟ ଆସିବା ପାଇଁ ଯାଉଛି ବୋଲି ଜାଣି ନିଅନ୍ତୁ । ଯଦି କେଉଁ ମଣିଷ ବ୍ରହ୍ମା ମୂର୍ତ୍ତ ରେ ସବୁ ବେଳେ ଉଠି ଯାଉ ଥିବା ଓ ତାକୁ ସବୁ ବେଳେ ଭଗବାନଙ୍କ ସ୍ମରଣ ଆସିଥାଏ ତାକୁ ଜାଣି ଯିବା କଥା କି ତା ଜୀବନରେ ଭଲ ସମୟ ଆସିବା ପାଇଁ ଯାଉଛି କେବଳ ସେତିକି ନୁହେଁ ତାକୁ ଆସା ଠାରୁ ଅଧିକ ମିଳି ଥାଏ । ଏହା ସହ ଯଦି ତା ଘରକୁ ଗାଈ ସବୁ ବେଳେ ଖାଇବା ପାଇଁ ଆସେ କିମ୍ବା ମାଙ୍କଡ ତା ଘରୁ ଖାଇବା ନେଇ ଯାଇ ଥାଏ ।

ସେହି ମଣିଷ ଜୀବନରେ ମଧ୍ୟ ଖୁଶି ଆସିବା କୁ ଲାଗିବା ବୋଲି ଜଣାଇ ନେବା କଥା । ଯଦି କାହା ଘରକୁ ଛୋଟ ପିଲା ନିଜ ଇଚ୍ଛା ରେ ଆସେ ତେବେ ଜାଣି ନେବେ କି ଆପଣଙ୍କ ଘରକୁ ଖୁଶି ହିଁ ଖୁଶି ଆସିବା ପାଇଁ ଯାଉଛି । ଯଦି ମଣିଷ ର ର ଆମଦାମି ବଢି ଯାଇ ଥାଏ କିମ୍ବା ତାହାର ଖର୍ଚ୍ଚ କମ ହୋଇ ଥାଏ ତେବେ ସେ ଜାଣିବା କଥାକି ତାର ଶୁଭ ସମୟ ଆସି ଜୀବ । ଏହା ପରେ ଆସୁଥିବା ସଂକେତ ହେଉଛି କି ଯଦି ଭଗବାନ ଙ୍କ ପୂଜା କରିବା ବେଳେ ଭଗବାନ ଙ୍କ ମୂର୍ତ୍ତି ହସ ହସ ଦେଖା ଯାଏ ତେବେ ଏହା ମଧ୍ୟ ଶୁଭ ସମୟ ର ଲକ୍ଷଣ ଅଟେ । ଏହା ସମ ଯଦି କେହି ବାହାରକୁ ଯିବା ବେଳେ କେହି ସାଧୁ କିମ୍ବା ଗାଈ ର ଦର୍ଶନ ହୋଇ ଯାଇ ଥାଏ ତେବେ ଏହା ମାଧେ ଶୁଭ ସମୟ ଅଟେ ବୋଲି ଜାଣି ନେବା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button