ଜ୍ୟୋତିଷ

25 ତାରିଖ ପରେ 4 ରାଶି ପାଖକୁ ସ୍ଵୟଂ ଆସିବେ ମା’ ଲକ୍ଷ୍ମୀ

ମା ଲକ୍ଷ୍ମୀ ହେଉଛନ୍ତି ଧାନ ଓ ସୌଭାଗ୍ୟର ଦେବୀ ତାଙ୍କୁ ପୂଜା କରୁଥିବା ବ୍ୟକ୍ତି କେବେହେଲେ ନିଜକୁ ତଳେ ପକାଇ ନଥାଏ । ଆଜି ଆମେ କହିବା କି ମା ଲକ୍ଷ୍ମୀ ଙ୍କ ଦୟା କିଛି ରାଶି ମାନଙ୍କ ଉପରେ ହେବା ପାଇଁ ଯାଉଛି କିନ୍ତୁ ଦେଖିବା ପାଇଁ ଯିବା ତ ଆମ ଲକ୍ଷ୍ମୀ କିଛି ଭି କାହାକୁ ଦେଇ ଦିଅନ୍ତି ସେ ହେଉଛନ୍ତି ଦରିଦ୍ର ଭୁଞ୍ଜନି ଏହାର ଅର୍ଥ ହେଉଛି କି ସେ କାହାର ଦୁଃଖ କଷ୍ଟ ଦେଖି ପାରି ନଥାନ୍ତି ତାଙ୍କୁ ଯଦି ଲାଗଗେ କି ସେ ଏହା କୁ ସାହାଜ୍ଯ କରିବା ଆରକାର ସେ ତାକୁ ସାହାଜ୍ଯ କରି ଥାନ୍ତି ।

ଆଜି ଆମେ କହିବା ପାଇ ଯାଉଛୁ କି ମା ଲକ୍ଷ୍ମୀ ଙ୍କ ଦୟା କେଉଁ ମାନଙ୍କ ଉପରେ ହେବା ପାଇଁ ଯାଉଛି ଓ କିଭଳି ହେବା ପାଇଁ ଯାଉଛି । ଆପଣ ଜାଣିବେ କି ଯେଉଁ ରାଶିର ଲୋକମାନେ ମା ଲକ୍ଷ୍ମୀ ଙ୍କ କୃପା ପାଇବେ ସେମାନେ କଣ କଣ ଲାଭ ପାଇବେ । ପ୍ରଥମ ରାଶି ହେଉଛି ବୃଷ ରାଶି – ଆପଣ ଆର୍ଥିକ ସମୟା ରୁ ଦୂରେଇ ଯିବେ । ଆପଣନାକୁ ଧାନ ଅଚାନକ ମିଳିବାର ଯୋଗ ଦେଖାଉଛି ଯେଉଁ ମାନେ ଚାକିରି କରୁଛନ୍ତି ସେମାନେ ଏବେ କିଛି ନୂଆ କାମ ରେ ବାହାରକୁ ଯାଇଆ ପ୍ପାରନ୍ତି ଏହା ସହ ସେମାନେ କିଛି ନୂଆ କାମ କରି ଅପରାନ୍ତି ଯେଉଁ ଭଳିକି କିଛି ପାର୍ଟ ଟାଇମ ବ୍ୟାପାର କିମ୍ବା ଆଉ କେଉଁ କାମ । ବିଦ୍ୟାର୍ଥୀ ମାନେ ଭଲ ପରିଣାମ ପାଇବେ ।

କର୍କଟ ରାଶି – ଏହି ରାଶି ଙ୍କ ଉପରେ ମା ଲକ୍ଷ୍ମୀ ଖାସ କରି ପ୍ରସନ୍ନ ହୋଇ ଅଛନ୍ତି । ଏମାନେ ଙ୍କ ଜାତକ ରେ ଧନବାନ ହେବାବର ଯୋଗ ଅଛି । ମା ଲକ୍ଷ୍ମୀ ଙ୍କ କୃପାରୁ ଆପଣ ଖୁବ ଧାନ ଉପାର୍ଜନ କରିବେ । ପରିବାର ରେ ସମ୍ପର୍କ ଭଲ ରହିବ । ଏହା ସହ ଆପଣଙ୍କ ସାଥି ସହ ମନର ମିଲନ ଗଭୀର ହେବ । ଆପଣ ଯଦି କିଛି ଜାଣ ବାହାନ କିଣିବା ପାଇ ଇଚ୍ଛା କରୁଥିବେ ଏହି ସମୟରେ ଆପଣ ଏହାକୁ କିଣିବେ । ଘର ପରିବାର ରେ ଖୁଶି ଆସିବା ପାଇଁ ଯାଉଛି ।

ମକର ରାଶି – ଏମାନଙ୍କ ଉପରେ ମା ଲକ୍ଷ୍ମୀ ଙ୍କ କୃପା ହେବା ପାଇଁ ଯାଉଛି । ଅଚାନକ ଧାନ ମିଳିବ । ଯେଉଁ ମାନେ ବେରୋଜଗାର ଅଛନ୍ତି ସେମାନେ ଚାକିରି ପାଇବେ । ବ୍ୟାପାର ରେ ଭଲ ପରିଣାମ ମିଳିବ । ଧନ କୁ ନେଇ ଯାହା ଭି ସମସ୍ୟା ଅଛି ତାହା ଦୂର ହୋଇ ଜୀବ ଏହା ସହ ଆପଣ ଙ୍କ ସବୁ ସମୟ ଖୁବ ଭଲ ଜୀବ ଆଗାମୀ ଦିନ ମାନଙ୍କ ରେ ।

କୁମ୍ଭ ରାଶି – ମା ଅଲଖ୍ମି ଙ୍କ କୃପା ଏହି ରାଶି ଉପରେ ଅଧିକ ରହିବ । ଯେଉଁ ମାନେ କାମ କୁ ଅଧାରେ ଛାଡି ଦେଇ ଥିବେ ଏହାକୁ ଆପଣ କରି ପାରିବେ । ବିଦ୍ୟାର୍ଥୀ ମାନେ ଖୁବ ଭଲ ପରିଣାମ ପାଇବେ । ଏହା ସହ ଆପଣ ଯଦି ବିଦେଶ ଯାତ୍ରା କରିବା ପାଇଁ ଚାହୁ ଥିବେ ଏହା ଆପଣ କରି ପାରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button