ବାଛନ୍ତୁ ନିଜ ନାଁ ର ପ୍ରଥମ ଅକ୍ଷର ଓ ଜାଣନ୍ତୁ ଗୋଟିଏ ବଡ ରାଜର କଥା

ଜ୍ଯୋତିଷ ଶାସ୍ତ୍ର ନୁସାରେ ବ୍ଯକ୍ତିର ରାଶି ସହ ତାର ନାମର ମଧ୍ୟ ଖୁବ ମହତ୍ଵ ଅଛି । ଜ୍ଯୋତିଷ ଶାସ୍ତ୍ର ରେ ଆମେ ଅକ୍ଷୀବ ଆକି ଏହାର ନାମର ଆମେ ଏହାର ସ୍ଵଭାବ ଜଣାଇ ପାରିବା ଆଜି ଆମେ ଆପଣଙ୍କୁ କହିବୁ କି ଇଂରାଜୀ ଅକ୍ଷର ର ପ୍ରଥମ ଆସିଲେ ଯଦି ଏହା ଉପରେ କାହାର ନାମ ଅଛି ତେବେ ସେମାନେ କିଭଳି ସ୍ଵଭାବ ର ଅଟନ୍ତି ତାହା ଆଜି ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ । ପ୍ରଥମ ନାମ ହେଉଛି “A” ଏମାନେ ନିଜ ସମ୍ପର୍କ କୁ ଖୁବ ମହତ୍ଵ ଦେଇ ଥାନ୍ତି ।
ଏମାନେ ନିଜ କାମକୁ ନିଜେ କରି ଥାନ୍ତି ନିଜ ପରିଶ୍ରମ ରେ ଏମାନେ ସବୁ କିଛି ପାଇ ଥାନ୍ତି । ଏମାନେ ନିଜ ଲକ୍ଷ କୁ ଡେରି ରେ ପାଇ ଥାନ୍ତି କିନ୍ତୁ ଏମାନେ ଏହାକୁ ପାଇକି ଋଅହନ୍ତି । ଏମାନେ କାହାକୁ ନିଜ କଥା ଅକୁହାନ୍ତି ନି । ଏମାନେ ଟିକେ ରାଗି ସ୍ଵଭାବର ମଧ୍ୟ ଅଟନ୍ତି । ଏମାନଙ୍କୁ ଯେତେ ଜଲ୍ଦି ରାଗ ଆସେ ଏମାନେ ସେତେ ଜଲ୍ଦି ସାନ୍ତ ହୋଇ ଯାଇ ଥାନ୍ତି ।
ଭଲ ପାଇବା ରେ ଦେଖିବା ପାଇଁ ଗଲେ ଏମାନେ ଖୁବ ଯତ୍ନବାନ ଓ ଲଭିଙ୍ଗ ହୋଇ ଥାନ୍ତି । ଏମାନେ ଧ୍ହୋକା ଦେଉଥିବା ଲୋକନକୁ ପସନ୍ଦ କରନ୍ତି କି ନିଜେ କାହାକୁ ଧୋକା ଦେଇ ନଥାନ୍ତି ଏମାନେ ସମ୍ପର୍କ ପାଇଁ ଖୁବ ଯତ୍ନବାନ ଥାନ୍ତି । ଏମାନେ ସବୁ ବେଳେ ନିଜ କଥାକୁ କହିବ ଅଭଲ ପାନ୍ତି ଏମାନଙ୍କ ଭାବନା ଏମାନେ କାହା ଆଗରେ ଅତି ସହଜରେ କହି ନଥାନ୍ତି ।
ଏହା ପରେ ନାମ ଆସେ “D” ଏମାନେ ଖୁବ ଇମୋସନାଲ ହୋଇ ଥାନ୍ତି । ଏମାନେ ଏକ ସମୟରେ ଏକ ସମ୍ପର୍କ ନିଭେଇ ଥାନ୍ତି । ଏହା ଏମାନଙ୍କ ପାର୍ଟନର କୁ ଖୁବ ଭଲ ଲାଗେ । ଏମାନଙ୍କୁ କାହା ଉପରେ ଆଶ୍ରିତ ହୋଇ ର୍ରହିବା ପାଇଁ ଭଲ ଲାଗେନୀ ଏମାନେ ଲୋକଙ୍କ କଥା ନଶୁଣି ନିଜ କାମ କରି ଚାଳନ୍ତି । ଏମାନେ କାହାକୁ ଭରଷା କଲେ ତାକୁ ହଟେଇ ପାରିବେନି । ଏମାନେ ହୃଦୟରୁ ଖୁବ ଭଲ ହୋଇ ଥାନ୍ତି ସବୁ ବେଳେ ଅନ୍ୟକୁ ସାହାଜ୍ଯ ପାଇଁ ପ୍ରସ୍ତୁତ ଥାନ୍ତି । ଯଦି ଏମାନେ ପ୍ରେମ ସମ୍ପର୍କ ରେ ଥାନ୍ତି ଏମାନେ ଏହା ପାଇଁ ଖୁବ ଯତ୍ନବାନ ଥାନ୍ତି ।
ଏହା ପରେ ଆସେ “R” ନାମର ଲୋକମାନେ ନିଜ ଦୁନିଆରେ ରୁହନ୍ତି । ଏମାନଙ୍କ ମନ ବହୁତ ସଫା ହୋଇ ଥାଏ । ଏମାନେ ଅନ୍ୟମାନଙ୍କୁ ସାହାଜ୍ଯ ଅକ୍ରିୟ ଚାଲି ଥାନ୍ତି । ଏମାନେ ସବୁ ବେଳେ ସେଇ ଜାଗାକୁ ଜୀବ ଏପାଇଁ ଭଲ ପାଇଁ ଥାନ୍ତି ଯେଉଁ ଜାଗାରେ ଏମାନଙ୍କୁ ଜ୍ଞାନ ମିଳି ଥାଏ । ଏମାନେ ଭଲ ପାଇବା କ୍ଷେତ୍ରରେ ରୋମାଣ୍ଟିକ ଥାନ୍ତି । କିନ୍ତୁ ଏମାନେ ନିଜ ଭଲ ପାଇବା ବିଷୟରେ କାହାକୁ କିଛି କହି ନଥାନ୍ତି । ଏବେ ନାମ ଆସେ “S” ଏମାନେ ସ୍ଵଭାବରେ ଲଭିଙ୍ଗ ଓ କେୟାରିଙ୍ଗ ଥାନ୍ତି । ଏମାନେ ଯେଉଁ ଭଳି ଥାନ୍ତି ଏମାନେ ସେମିତି ରହି ଥାନ୍ତି । ଏମାନେ ମନରୁ ଖୁବ ସୁନ୍ଦର ଅଟନ୍ତି । ଏମାନେ ଭଲ ପାଇ ଥିବା ମଣିଷ କୁ କେବେ ହେଲେ ଛାଡି ନଥାନ୍ତି ।