ଜ୍ୟୋତିଷ

ଏହି 2 ନାମର ପୁରୁଷ ନିଜ ଜୀବନଠାରୁ ବି ଅଧିକ ଭଲ ପାଆନ୍ତି ନିଜ ପତ୍ନୀଙ୍କୁ

ମଣିଷ ଯେତେବେଳେ ପୃଥିବବିରେ ଜନ୍ମ ନେଇ ଥିଲା ସେତେବେଳେ ସେ ଜଣାଇ ନଥିଲା କି ସମ୍ପର୍କ କଣ ଯେଉଁ ଭଳି ଭାବେ ଧୀରେ ଧୀରେ ସେ ବଡ ହେବାକୁ ଲାଗିଲା ସେତେବେଳେ ତାକୁ ଜଣା ପ୍ପାଡି ଥାଏ କି ଏହା କଣ ଥାଏ । ସବୁ ତା ଆଖ ପାଖର ଥାନ୍ତି । ଆଜି ଆମେ କହିବା କି ଯେଉଁ ମାନେ ଠାରେ ଏହି ସମ୍ପର୍କ ମାୟା ଜାଲର ପଡି ଯାଇ ଥାନ୍ତି ସେମାନେ ଏହା ମଧ୍ୟରୁ ଆଉ ମୁକ୍ତ ହୋଇ ପାରି ନଥାନ୍ତି କହିବାର ମାନେ ହେଉଛି କି ଯେଉଁ ଯାଏ ସେମାନଙ୍କ ସମୟ ଚାଲି ଥିବା ସେ ଯାଏ ଏମାନଙ୍କ ସମ୍ପର୍କ ମଧ୍ୟ ଚାଲି ଥିବ ।

ଆଜି ଆମେ ଆପଣଙ୍କୁ କହିବୁ କି ବିବାହ ଏହି ଭଳି ଏକ ସମ୍ପର୍କ ଯାହା ଜ୍ଞାନ ଆସିବା ପରେ ଜଣଙ୍କ ସମତ ର ସହ କରା ଯାଇ ଥାଏ । କହିବାର ମାନେ ହେଉଛି କି ଏମାନଙ୍କ ସମ୍ପର୍କ ସବୁ ସମ୍ପର୍କ ଠାରୁ କିଛି ଅଲଗା ଆହୋଇ ଥାଏ । ଦୁଇ ମଣିଷ ନିଜ ଧର୍ମ କୁ ସାକ୍ଷୀ ମାନି ପରସ୍ପର ସହ ଜୀବନ ବିତାଇବା ପାଇ ପ୍ପ୍ରସ୍ତୁତ ହୋଇ ଥାନ୍ତି ଏହା ମଧ୍ୟରେ କିଛି ଲୋଭ, ମାୟା, କାମନା ନଥାଏ ନିରସ୍ଵାର୍ଥପର ଭାବେ ଉଭୟ ଉଭୟଙ୍କ ସହ ରହି ଥାନ୍ତି ।

ଆଜି ଆମେ ଆପଣଙ୍କୁ କହିବା କି ଆମେ ଏହି ଭଳି କିଛି ପୁରୁଷ ଙ୍କ ନାମ କହିବା ପାଇଁ ଯାଉଛୁ ଯେଉଁ ମାନେ ନିଜ ସ୍ତ୍ରୀ ମାନଙ୍କୁ ନିଜ ପିତା ମାତା ଙ୍କ ଠାରୁ ଅଧିକ ଭଲ ପାଇ ଥାନ୍ତି । ତେବେ ଆସନ୍ତୁ ଜାଣିବା ଏହି ବିଶୟରେ । ଆପଣ ମାନେ ଜଣାଇ ରଖନ୍ତୁ କି ଏହା ଜ୍ଯୋତିଷ ଶାସ୍ତ୍ର ଅନୁସାରେ ମାନ୍ୟ କରା ଯାଇଛି କି ଏହି ନାମର ପୁରୁଷ ମାନେ ଖୁବ୍ବ ଭଲ ପାନ୍ତି ନିଜ ଜୀବନ ସାଥି କୁ । ପ୍ରଥମ ନାମ ହେଉଛି “A” ଏହି ନାମର ପୁରୁଷ ମାନେ ନିଜ ଶ୍ରେୟା ଧ୍ୟାନ ନିଜ ଠାରୁ ଅଧିମ ରଖି ଥାନ୍ତି କେବଳ ସେତିକି ନୁହେଁ ଏମାନଙ୍କ ସ୍ତ୍ରୀ ମଧ୍ୟ ଏମାନଙ୍କୁ ବହୁତ ଅଧିକ ଭଲ ପାଇ ଥାନ୍ତି ।

ପରସ୍ପର ସହ ଭଲ ପାଇବା ଓ ବୁଝାମଣା ଯୋଗୁ ଏମାନଙ୍କ ଦାମ୍ପତ୍ୟ ଜୀବନ ଖୁବ ଭଲ ହୋଇ ଯାଇ ଥାଏ ଓ ଏମାନେ ପରସ୍ପର ଠାରୁ ଦୂରେଇ ରହି ପାରନ୍ତି ନି । ଏହା ପରେ ନାମ ଆସେ “D” ର ଏହି ନାମର ପୁରୁଷ ମାନେ ନିଜ ସ୍ତ୍ରୀ ର ସବୁ ଜିନିଷର ଧ୍ୟାନ ରଖନ୍ତି । ଏମାନେ ନିଜ ସ୍ତ୍ରୀ ଉପରେ ଖୁବ ବିଶ୍ବାଶ କରି ଥାନ୍ତି ଏମାନେ ସେମାନଙ୍କୁ ନିଜର ସ୍ଵାଧୀନତା ମଧ୍ୟ ଦେଇ ଥାନ୍ତି ଏମାନେ ଖୁବ ସାନ୍ତ ସ୍ଵଭାବର ଥାନ୍ତି । ଏମାନଙ୍କ ଘରେ ସୁଖ ଶାନ୍ତିର ଅଭାବ ନଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button