ଜ୍ୟୋତିଷ

ଭୁଲରେ ବି ବାହା ହୁଅନ୍ତୁ ନାହିଁ ଏହି 3ଟି ରାଶି ର ବ୍ୟକ୍ତିଙ୍କୁ ? ନ ହେଲେ ସାରା ଜୀବନ ପସ୍ତେଇବେ

ଆମେ ଆମ ଜୀବନରେ କିଛି କାମ କରିବା ଆଗରୁ କିଛି ଭୁଲ ଓ କିଛି ଠିକ କାମ କରୁ କିନ୍ତୁ ଦେଖିବା ପାଇଁ ଯିବା ତ ଜାଣି ପାରିବା କି ଆମେ ଯାହାଭି କାମ କରୁଛେ ଏହା ଭିତରେ ଆମେ କିଛି ଭୁଲ କାମ କରି ଦେଇ ଥାଉ । ଆପଣ ମାନେ ଜାଣିବେ କି ଆମେ ଯଦି କିଛି କାମ କରୁ ଛନ୍ତି ଏହାକୁ ଭାବି ଚିନ୍ତି କରି ନିଅନ୍ତୁ କାରଣ ଦେଖିବା ପାଇଁ ଯିବା ତ ଜାଣି ପାରିବା କି ଆମେ ଯାହା ଭି କରୁଛେ ଏହା କେଉଁ ଜାଗାରେ ଭୁଲ ହୋଇ ପାରେ ।

ଆଜି ଆମେ କହିବା ପାଇଁ ଯାଉଛୁ କି ଆମେ ଏହି ଭଳି କିଛି ଭୁଲ କରି ଦେଇ ଥାଉ ନିଜ ଜୀବନ ସାଥି ଖୋଜିବା ରେ ଆମେ ବେଳେ ବେଳେ କିଛି ଭୁଲ କରି ଦେଇ ଥାଉ ନିଜ ଜୀବନ ସାଥି ଖୋଜିବା ରେ । ଆପଣ ମାନେ ଏହା ମଧ୍ୟ ଜାଣି ରଖନ୍ତୁ କି ଆମେ ଏହା ପାଇଁ ଦେଖି ଚାହିଁ କାମ କରିବା କଥା । ବିବାହ ର ସମୟରେ ଆମେ ସବୁ ବେଳେ ଭାବି ଥାଉ କି ଆମେ ଆମ ଜୀବନ ସାଥି ଭିତରେ ସବୁ ଗୁଣ ଖୋଜି ଥାଉ ଆମେ ଭାବିବା କି ଆମେ ଜୀବନରେ କିଛି ସମସ୍ଯା ନ ଆସୁ ଏହା ସହ ଆମେ ଯାହା ଚାହିଁ ବୁ ତାହା ଆମେକୁ ମିଳି ଯାଉ କିନ୍ତୁ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଏହା ପାଇ କାହାକୁ ସାହାଜ୍ଯ କରି ପାରିବା ନି ।

ଏହା ପରେ ଏହା ମଧ୍ୟ କୁହାଯାଏ କି ଆମେ ଯେଉଁ କାମ କରୁଛେ କିମ୍ବା କରିବା ପାଇଁ ଯାଉଛେ ଏହା ପାଇଁ ଆମର ରାଶି ଆମକୁ ସାହାଜ୍ଯ କରେ । ଏହା ସହ ଆମ ଜୀବନ ସାଥି ବାଛିବା କ୍ଷେତ୍ରରେ ମଧ୍ୟ ଏହା ଆମକୁ ସାହାଜ୍ଯ କରି ଥାଏ । ଆମେ ଆଜି କହିବା ପାଇଁ ଯାଉଛୁ କି ଆପଣ ମାନେ କେଉଁ ଭଳି ଜୀବନ ସାଥି ଚାହୁଁ ଛନ୍ତି ଓ ଏହା ପାଇଁ ଆପଣ କେଉଁ କେଉଁ ରାଶି ମାନଙ୍କ ପାଖରୁ ନିଜକୁ ଦୂରେଇ ରଖିବେ ଏହା ଭଲ ହୋଇ ଥାଏ । ଆପଣ ଏହି ଭଳି ରାଶି ମାନଙ୍କ ପୁଅ ମାନଙ୍କୁ କେବେ ହେଲେ ବିବାହ କରିବେନି ଏମାନେ ଭଲ ସ୍ଵାମୀ ହୋଇ ପାରନ୍ତି ନି । ଏହା ନୁହେଁ ଯେ ଏମାନେ ଭଲ ସ୍ଵାମୀ ହୋଇ ପାରିବେ ନି ପ୍ରତେକ ଲୋକମାନେ ନିଜର କିଛି ଅଲଗା ସ୍ଵଭାବ ଥାଏ ।

ତେବେ ଯଦି ଏମାନଙ୍କ ସ୍ଵଭାବ ଭଲ ଥାଏ ତେବେ ଆପଣ ମାନେ ସବୁ ଲୋକମାନେ ଭଲ ସ୍ଵାମୀ ହୋଇ ପାରିବେ । ମିନ ରାଶି ଏମାନେ ସବୁ ବେଳେ ସନ୍ଦେହ କରି ଥାନ୍ତି ଏମାନେ ଦେଖିବା ପାଇଁ ଭଲ ଥାନ୍ତି କିନ୍ତୁ ଏହି ସନ୍ଦେହ ଗୁଣ ପାଇଁ ଏମାନଙ୍କ ସମ୍ପର୍କ ଖରାପ ହୋଇ ଥାଏ ।

କନ୍ୟା ରାଶି – ଏହି ରାଶିର ପୁରୁଷ ମାନେ ବୁଦ୍ଧି ମାନ ହୋଇ ଥାନ୍ତି ଏମାନେ ନିଜ ଜୀବନସାଥୀ କୁ କାବୁରେ ରଖିବା ପାଇଁ ଚେଷ୍ଟା କୃ ଥାନ୍ତି କିନ୍ତୁ ଏମାନେ ଏହା ନ କରି ପାରିଲେ ଏହା ପାଇଁ ଅନେକ କଷ୍ଟ ଦେଇ ଥାନ୍ତି ନିଜ ସ୍ତ୍ରୀ କୁ । ବୃଷ ରାଶି – ଏମାନେ ସାନ୍ତ ହୋଇ ଥାନ୍ତି ଓ ବୁଦ୍ଧିମାନ ହୋଇ ଥାନ୍ତି ଏମାନେ ରୋମାଣ୍ଟିକ ନଥାନ୍ତି ଏହା ପାଇଁ ସେମଶନଙ୍କ ଜୀବନରେ ଅସାନ୍ତି ହୋଇ ରହି ଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button