ଜ୍ୟୋତିଷ

ମହିଳାଙ୍କ ପୋଛା ଲଗାଇବା ଦ୍ଵାରା ଘରକୁ କାହିଁକି ଆସେ ଦାରିଦ୍ର୍ୟତା, ଆପଣ ଏହି ଭୁଲ କରନ୍ତୁ ନାହିଁ

ଆମେ ମାନେ ଜାଣିଛେ କି ମହିଳା ମାନେ ଗୁରୁବାର ପାଇଁ ନିଜର ଘରକୁ ସଫା କରି ରାଖୀ ଥାନ୍ତି କିନ୍ତୁ ଆପଣ କଣ ଜାଣି ଛନ୍ତି କି ମହିଳା ମାନେ କିଛି ଅଲଗା ଅଲଗା କାମ କରି ଦେଇ ଥାନ୍ତି ଯାହା ଦ୍ଵାରା ଆମେ ଅସୁବିଧାରେ ମାନେ ପରିବାର ର ଲୋକମାନେ ଅସୁବିଧା ରେ ପଡିଥାନ୍ତି । କୁହା ଯାଏ କି ମା ଲକ୍ଷ୍ମୀ ଙ୍କ ବାର ହେଉଛି ଗୁରୁବାର କିଛି ଜାଗାରେ ଶୁକ୍ର ବାର କୁ ମଧ୍ୟ ମହାଲକ୍ଷ୍ମୀ ଙ୍କ ବାର ବୋଲି କୁଜା ଯାଇଥାଏ ।

ଆଜି ଆମେ କହିବା ପାଇଁ ଯାଉଛୁ କି ଆମେ କେଉଁ କାମ ପ୍ରତି ସାବଧାନ ରହିବା ଆଜି ଆମେ ଖିବା ଅପାଇନ ଯାଉଛୁ ଆପଣ ଘରକୁ କେଉଁ ଭଳି ପରିଷ୍କାର କରିବେ ଓ ପୋଛା ଅଲଗାଇବା ବେଳେ କଣ କଣ ପକାଇବେ ଏହା ଭଲ ହୋଇ ଥାଏ । ଆଜି ଆମେ କହିବା କି ଗୁରୁବାର ଆଗ ଦିନ ଆପଣ ସବୁ କ୍କିହହୀ ସଜାଡି ଦେଇ ଥାନ୍ତୁ କାରଣ ଏହାକୁ ଆଉ କେଉଁ ଦିନ କରିବା ଭଲ ହୋଇ ନଥାଏ । ଆପଣ ଜାଣି ଛନ୍ତି କି ମହିଳା ମାନେ ଆଜି କଳାଇ ଫିନାଇଲ ଆଦିରେ ନିଜ ଗହରକୁ ସଫା କରୁଛନ୍ତି ଏହା ଭଲ ଅଟେ । ଏହା ପାଇଁ ଆମେ ମନା କରୁଣୁ କିନ୍ତୁ ଆମେ କେବଳ କହିବା ପାଇ ଚାହୁଁ ଛୁ କି ଆପଣ ଏହି ଭଳି କ୍କିହହୀ ଜିନିଷ ରେ ମଧ୍ୟ ଘର ପୋଛନ୍ତୁ ଦେଖିବେ ଆପଣ ଭଲ ପରିଣାମ ପାଇବେ ।

ମା ଲକ୍ଷ୍ମୀ ଆପଣଙ୍କ ଘରକୁ ସବୁ ବେଳେ ଆସିବେ । ଆମେ କହିବ କି ଆପଣ ମାନେ ବୁଧବାର ଦିନ ସକାଳୁ ଉଠି ଆଗ ଗାଧୋଇ ସଋ ନିଜ ଘର କାମ କରି ନିଅନ୍ତୁ ଆପଣ ଯଦି ମା ଲକ୍ଷ୍ମୀ ଙ୍କ ପୂଜା ଅକରିବା ପାଇଁ ଚାହୁଞ୍ଚନ୍ତି ତେବେ ଆପନ୍ନ ଏକ କାମ କରିବେ ଆପଣ ଏହି ଦିନ ସକାଳୁ ଉଠି ଆଗ ଘର ସଫା କରିବେ କାରଣ ଆପଣ ଯଦି କହିବେ କି ଏହାକୁ ଆପଣ ରାତିରେ କିମ୍ବା 12 ଟା ପରେ କରିବେ ଏହା ଖରାପ ହୋଇ ଥାଏ ଏହା ପରେ ସଫା କରିବା ଶାସ୍ତ୍ର ମତରେ ଖରାପ ହୋଇ ଥାଏ ।

ତେଣୁ ଆପଣ ଏହାକୁ ସଫା କରିବା ଦ୍ଵାରା ପରେ କିଛି ପାଣି ନେଇକି ଏହା ମଧ୍ୟରେ କିଛି ନିମ୍ବ ପତ୍ର ରୁ କିଛି ଆଣିକି ଏହା ମଧ୍ୟରେ ପକାଇ ଦେଇକି ଏହାକାଉ ଫୁଟାଇ ଦିଅନ୍ତୁ ଏହା ପରେ ଆପଣ ଏହାକୁ ଏକ ଜାଗାକୁ କାଢି ଥଣ୍ଡା କରି ନିଅନ୍ତୁ ଏହା ପରେ ଆପଣ ଏହାକୁ ଖାଲି ପାଣିରେ ମିଶାଇ ଘର ପୋଛିବା ଆରମ୍ଭ କରି ଦିଅନ୍ତୁ । ଦେଖିବେ ମା ଲକ୍ଷ୍ମୀ ଙ୍କ ଦୟା ଆପଣଙ୍କ ଘରେ ସବୁ ବେଳେ ରହିବ ଏହା ସହ ଆପଣଙ୍କ ଘରେ ସବୁ ଲୋକମାନେ ଅଧିକାଂଶ ସମୟ ସୁସ୍ଥ ରହିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button