ଆଜି ରାତିଠାରୁ 10 ବର୍ଷ ପର୍ଯ୍ୟନ୍ତ, ମା’ ଲକ୍ଷ୍ମୀ ଏହି 7 ଟି ରାଶି ଉପରେ କରିବେ ଧନର ବର୍ଷା… ଛପରଫାଡି ବର୍ଷିବ ଟଙ୍କା

ଲକ୍ଷ୍ମୀ ଙ୍କୁ ସମ୍ପୂର୍ଣ୍ଣା କୁହା ଯାଇଛି ଏହା ମଧ୍ୟ କୁହା ଯାଇଛି କି ଯେଉଁ ମାନେ ମା ଲଝମି ଙ୍କୁ ପୂଜା କରି ଥାନ୍ତି ସେ ସବୁ ପ୍ରକାର ସୁଖ ଭୋଗ କରି ଥାନ୍ତି ଏହି ଧାରାରେ । ଆପଣ ମାନେ ଯଦି ଦେଖିବେ ତାହେଲେ ଆପଣ ଜାଣି ପାରିବେ କି ଏହା କେତେ ମାତ୍ରାରେ ଠିକ ଅଟେ କି ଆମେ ସବୁ ପ୍ରକାର ଭୌତିକ ଖୁଶି ପାଇବା । ଯେଉଁ ମାନେ ମା ଲକ୍ଷ୍ମୀ ଙ୍କ କରୁପା ପାଇ ଛନ୍ତି କିଛି ନିୟମ ମଧ୍ୟ ସେମାନଙ୍କୁ ପାଳନ କରିବା ପାଇଁ ପଡିବ ।
ନ ହେଲେ ଏହା ଅପମାନ ମଧ୍ୟ ନେଇ ଆସିଥାଏ ସମୃଦ୍ଧି ସହ । ଯଦି ଆପଣ ସମ୍ମାନ ପାଇ ପାରିବେ ମା ଲକ୍ଷ୍ମୀ ଙ୍କ ପାଇଁ ତେବେ ଆପଣ ଅପମାନ ମଧ୍ୟ ହୋଇ ପାରିବେ ମା ଲକ୍ଷ୍ମୀ ଙ୍କ ପାଇଁ । ଆଜି ଆମେ କହିବା ପାଇଁ ଯାଉଛୁ ଏହି ଭଳି କିଛି ରାଶି ମାନଙ୍କ ବିଷୟରେ ଯେଉଁ ମାନେ ଏବେ ମା ଲକ୍ଷ୍ମୀ ଙ୍କ କୃପା ପାଇବା ପାଇଁ ଯାଉଛନ୍ତି । ଏବେ ଆମେ ଆଖିବା ପାଇଁ ଯାଉଛୁ ଯେ ଏମାନେ କେଉଁ କେଉଁ ଖୁଶି ପାଇବା ପାଇଁ ଯାଉଛନ୍ତି । ଏମାନେ ଏବେ ସବୁ ପ୍ରକାର ଖୁଶି ପାଇବା ପାଇଁ ଯାଉଛନ୍ତି ଏମାନେ ଏବେ କିଛି ନୂଆ କମ କରିବା ପାଇଁ ଯାଉଛନ୍ତି ଏହା ସହ ଏହି ରାଶିର ଲୋକମାନେ ଏବେ କିଛି ନୂଆ ଜାଗାକୁ ଯିବା ସହ କିଛି ନୂଆ ବନ୍ଧୁ ମାନଙ୍କ ସହ ମିଲନ ହେବେ ।
ଯାହା ଦ୍ଵାରା ଏମାନଙ୍କ ବନ୍ଧୁତ୍ଵ ବଢିବ ହୁଏତ କେହି ସେମାନଙ୍କ ମଧ୍ୟରୁ ଆପଣଙ୍କ ଜୀବନ ସାଥି ହୋଇ ପାରନ୍ତି । ଯେଉଁ ମାନେ ସନ୍ତାନ ପାଇଁ ଚେଷ୍ଟା କରୁଛନ୍ତି ସେମାନେ ଏବେ ସନ୍ତାନ ପାଇବା ପାଇଁ ଯାଉଛନ୍ତି । କିଛି ଲୋକମାନେ ଏବେ ଚାକିର ପାଇବା ପାଇଁ ଯାଉଛନ୍ତି ସେ ଭି ସେମାନଙ୍କ ମନ ପସନ୍ଦ ର । ଯେଉଁ ମାନେ ବିବାହ କରିବା ପାଇଁ ସେମାନଙ୍କୁ ଭଲ ଜୀବନ ସାଥି ମିଳିବ । ଆପଣ ଯଦି କାହା ଠାରୁ ଧାର ଉରଧାର ଅକରିଛନ୍ତି ତେବେ ଏହାକୁ ଆପଣ ଦୁଝି ନେବେ । ଯଦି କିଛି ନୂଆ ଜାଗା କିଣିଛନ୍ତି ଏହା ଉପରେ ଆପଣ ଘର କାମ ଆରମ୍ଭ କରି ପାରିବେ । ଗ୍ରହ ମାନଙ୍କ ସ୍ଥିତି କିଛି ଏହି ଭଳି ଭାବେ ହେଉଛି କି ଆପଣଙ୍କ ଆର୍ଥିକ ସମସ୍ଯା ସହ ମାନଶୀକ ସମସ୍ଯା ଦୂର ହୋଇ ଜୀବ ।
ଆପଣ ଙ୍କ କେହି ବନ୍ଧୁ ନିଜ ସାହାଜ୍ଯ ଆପଣଙ୍କୁ ଫେରାଇବା ପାଇଁ ଆସି ପାରନ୍ତି । ଯେଉଁ ମାନେ ବାହାରେ ଥିବେ ନିଜ ପରିବାର ଠାରୁ ଦୂର ରେ ତେବେ ସେମାନେ ଏବେ ଆସି ପାରିବେ ଏବେ । ଯଦି କିଛି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଯଦି କାହା କୁ ଏହି ସମୟରେ ଖରାପ କଥା କହିବା କିମ୍ବା ଆକାହା ବିଷୟରେ ଖରାପ ଚିନ୍ତା ନ କରିକି କେବଳ ଇଜ ଭଲ ଚିନ୍ତା ଅକରିବା ତେବେ ଆମେ ସଫଳ ହେବା ନ ହେଲେ ଆପଣ ଯେଉଁ ସ୍ଥିତି ରେ ଅଛନ୍ତି ତା ଠାରୁ ଖରାପ ସ୍ଥିତି ରେ ଆମେ ପହଞ୍ଚିବା । ଏବେ ଆସନ୍ତୁ ଜାଣିବା ଏହି ରାଶି ମାନଙ୍କ ନାମ ମେଷ, କୁମ୍ଭ, ମୀନ, ତୁଳା, ଧନୁ, ବିଛା, ମିଥୁନ ରାଶି ।