ଜାଣନ୍ତୁ ଆପଣଙ୍କ ବିବାହ Love ମ୍ୟାରେଜ ହେବ କି Arrange ମ୍ୟାରେଜ?

ଆପଣ ମାନଙ୍କୁ ଆମେ ଆଜି କହିବା କି ଆପଣ ଯଦି ବିବାହ କରି ନଥାନ୍ତି ତେବେ ଆପଣ ମାନାଙ୍କୁ ଆଜି ଆମେ କହିବ ଆକି ଆପଣ ପ୍ରେମ ବିବାହ କରିବେ କି ଆରେଞ୍ଜ ମାରେଜ କରିବେ । ଏହା ସବୁ ଙ୍କ ମନରେ ପ୍ରଶ୍ନ ଆସିଥାଏ କି ସେମାନେ କେଉଁ ଭଳି ବିବାହ କରିବା ଭଲ ହୋଇ ଥାଏ ସେମାନଙ୍କ ପାଇଁ ତେବେ ଯଦି ଆମେ ଦେଖିବା ତ ମୂଲ୍ୟ ଙ୍କ ଶାସ୍ତ୍ର ଅନୁସାରେ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆପଣ କେଉଁ ଭଳି ବିବାହ କରିବେ । ତେବେ ଆସନ୍ତୁ ଜାଣିବା ।
ଯଦି ଆପଣଙ୍କ ଜନ୍ମ ତିଥି 1 ସହିତ ଜଡିତ ତେବେ ଆପଣ ବହୁତ ଲାଜକୁଲା ସ୍ଵଭାବର ଅଟନ୍ତି ଆପଣ କାହାକୁ ଭଲ ପାଇଲେ ତାକୁ ଏହା କହି ପାରନ୍ତି ନି । ଏହା ସୂର୍ଯ୍ୟ ଙ୍କ ଅଙ୍କ ଅଟେ । ଏମାନେ ଲବ ମାରେଜ କରି ପାରନ୍ତି ନି । ମୂଲ୍ୟାଙ୍କ 2 ଏହା ଚନ୍ଦ୍ରମା ଙ୍କ ର ଅଟେ । ଏହି ଭଳି ଲୋକମାନେ ଧୀରେ ଧୀରେ ପ୍ରେମ ରେ ପଡନ୍ତି ଯଦି ଥରେ ପ୍ରେମ ହୋଇ ଗଲା ଏମାନେ ବିବାହ କରିକି ହି ମାନି ଥାନ୍ତି । ମୂଲ୍ୟାଙ୍କ 3 ଏହା ଗୁରୁ ଙ୍କ ଆଣକ ଅଟେ । ଏମାନନକ ବିବାହ ଲବ ମାରେଜ ହୋଇ ଥାଏ । ଏମାନଙ୍କ ବିବାହର ଜୀବନ ମଧ୍ୟ ଖୁବ ଭଲ ହୋଇ ଥାଏ ଟିକେ ଷପୋର୍ଟ ମିଳିଲେ ଏମାନେ ବିବାହ କରି ନେଇ ଥାନ୍ତି । ଏହା ପରେ ଆସେ ମୂଲ୍ୟାଙ୍କ 4 ଏହା ରାହୁ ର ଅଟେ ।
ଏମାନେ କେବେହେଲେ ପ୍ରେମ ବିବାହ କୁ ମାନନ୍ତି ନାଇ ଏମାନଙ୍କ ମନ ସବୁ ବେଳେ ଏପାଖ ସେପାଖ ହାଉ ଥାଏ । ଏମାନେ ଯଦି ଏହି ସ୍ଵଭାବ ଛାଡି ଦେବେ ତେବେ ଭଲ ପ୍ରେମୀ ହୋଇ ପାରିବେ । ମୂଲ୍ୟାଙ୍କ 5 ଆପଣଙ୍କ ଜନ୍ମ ତିଥି ଯଦି ଏହା ବୁଦ୍ଧ ଗ୍ରହ ସହ ସମ୍ବନ୍ଧ ରାଖୀ ଥାଏ । ଏମାନେ ସାଧାରଣ ଭାବେ ନିଜ ବିବାହ କୁ ପରିବବାର ଉପରେ ଛାଡି ଦେଇ ଥାନ୍ତି ଏମାନେ ଆରେଞ୍ଜ ମାରେଜ ହିଁ କରି ଥାନ୍ତି । ଏହା ପରେ ମୂଲ୍ୟାଙ୍କ 6 ଏହା ଯଦି ଆପଣଙ୍କ ଜନ୍ମ ତିଥି ଏହା ହୋଇ ତାହାଏ ତେବେ ଏହା ଶୁକ୍ର ସହ ସମ୍ବନ୍ଧ ରାଖୀ ଥାଏ । ଏହା ଦ୍ଵାରା ଏମାନଙ୍କ ଏକ ରୁ ଅଧିକ ପ୍ରେମ ସମ୍ପର୍କ ଥାଏ ବେଳେ ବେଳେ ଏମାନେ ସଠିକ ପାର୍ଟନର ହରାଇ ଦେଇ ଥାନ୍ତି ।
90 ପ୍ରତିଶତ ଲୋକ ଏହି ଭଳି ବିବାହ କରି ଥାନ୍ତି । ଆଉ 10 ପ୍ରତିଶତ ଆରେଞ୍ଜ ମାରେଜ କରି ଥାନ୍ତି । ଏହା ପରେ ମୂଲ୍ୟାଙ୍କ 7 ଆସେ ତେବେ ଏହା କେତୁର ଅଙ୍କ ଅଟେ । ଏମାନେ ଖୁବ ସଂକୁଚିତ ହୋଇ ଥାନ୍ତି ଏମାନେ ପ୍ରେମ ରେ ହାନି ଲାଭ ଦେଖି ଥାନ୍ତି । ଏମାନେ ନିଜ ବରାବର ର ପାର୍ଟନର ଖୋଜି ଥାନ୍ତି ଯାହା ପାଇଁ ଏମାନେ ପଶ୍ଚାତପ କରି ତାହାନ୍ତି ପରେ । ଏହା ପରେ ଆସେ ମୂଲ୍ୟାଙ୍କ 8 ଏହା ଶନି ଙ୍କ ଅଙ୍କ ଅଟେ । ଏମାନେ ଅନେକ ପ୍ରେମ କରନ୍ତି କିନ୍ତୁ ଏମାନେ ଜାଗାକୁ ଥରେ ଭଲ ପାଇ ଥାନ୍ତି ତ ଏମାନେ କେବେ ହେଲେ ଆଉ କାହାକାଉ ବିବାହ କରି ନଥାନ୍ତି । ମୂଲ୍ୟାଙ୍କ 9 ଏମାନେ ମଙ୍ଗଲ ଙ୍କ ଅଙ୍କ ଅଟେ । ଏମାନେ କିଛି ଭି ବିବାଦ ଚାହାଁନ୍ତିନି ତେଣୁ ଏମାନଙ୍କ ଆରେଞ୍ଜ ମାରେଜ ହୁଏ ।