ଜ୍ୟୋତିଷ

କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ କିଛି କଟୁ ସତ୍ୟ

ଆମ ଜୀବନରେ ଆମେ ଅନେକ ଲୋକ ମାନଙ୍କ ସହ ସବୁ ଦିନ ଦେଖା ହୋଇ ଥାଉ । ଯଦି ଆମେ ଦେଖିବା ପାଇଁ ଯିବା ତ ସବୁ ଲୋକଙ୍କ ସ୍ଵଭାବ ବିଷୟରେ ଆମେ ଅବଗତ ନୁହେଁ । କିନ୍ତୁ ଆଜି ଆମେ ଆପଣନୁ କହିବା ପାଇଁ ଯାଉଛୁ କି ଯଦି ଆପଣଙ୍କ ଆଖ ପାଖରେ କେହି କର୍କଟ ରାଶିର ବ୍ୟକ୍ତି ମାନେ ଅଛନ୍ତି ସେମାନେ ନିଶ୍ଚିତ ଭାବେ କେଉଁ ଭଳି ଅଟନ୍ତି ଆପଣ ଜାଣି ପାରିବେ । ଏମାନେ ଖୁବ ଭାବନାତ୍ମକ ଅଟନ୍ତି ।

ଏମାନେ ସବୁ ବେଳେ ହୃଦୟରୁ ଅଧିକ ଭଲ ହୋଇ ଥାନ୍ତି । ଏମାନେ ଚଞ୍ଚଳ ସ୍ଵଭାବର ହୋଇ ଥାନ୍ତି ଏମାନେ ସବୁ ବେଳେ କିଛି ନା କିଛି କାମରେ ବ୍ୟସ୍ତ ଥାନ୍ତି । ଏମାନେ ଲାଜକୁଳା ସ୍ଵଭାବର ହୋଇ ଥାନ୍ତି । ଏମାନେ ପିଲାଙ୍କ ଭଳି ସରଲ ହୋଇ ଥାନ୍ତି ଏମାନେ ନିଜ ଜୀବନରେ କିଛି କରିବା ପାଇଁ ତୁରନ୍ତ ନିସ୍ପତି ନେଇ ଯାଇ ଥାନ୍ତି କିନ୍ତୁ ଏମାନେ ବେଳେ ବେଳେ ନିଜ ଜିଦି ପାଇଁ କେବେ କେବେ ବହୁତ କଷ୍ଟ କୁ ଡାକି ଆଣି ଥାନ୍ତି । ଏମାନେ ଅତ୍ୟଧିକ ଚିନ୍ତା କରି ନେଇ ଥାନ୍ତି । ଏମାନେ ଛୋଟ ଛୋଟ କଥା ଯାହା ଏମାନଙ୍କୁ ଦୁଃଖ ଦେଇ ଥାଏ ତାକୁ ଭୁଲି ପାରି ନଥାନ୍ତି ।

ଏମାନେ ସବୁ ବେଳେ କିଛି ଅଲଗା କରିବା ପାଇଁ ଚେଷ୍ଟା କରି ଥାନ୍ତି । ଏମାନେ ଯାହାକୁ ନିଜର ଭାବି ନେଇ ଥାନ୍ତି ଏମାନେ ସହଜରେ ତାକୁ ଭୁଲ ବୁଝି ନେଇ ଥାନ୍ତି କାରଣ ଏମାନେ ସବୁ ବେଳେ ଚାହାନ୍ତି କି ସେମାନେ ଯାହାକୁ ଭଲ ପାନ୍ତି ସେମାନଙ୍କୁ କେହି ପଡେ କିଛି ନକହୁ । ଏମାନେ ସବୁ ବେଳେ କଷ୍ଟ କୁ ଆଖି ମୁଜି ନେଇ ଯାଇ ଥାନ୍ତି । ଅନେକ ସମୟରେ ଏମାନେ ଦୁଃଖ ରେ ଥାଇ ମଧ୍ୟ ଅନ୍ୟକୁ ଏହା ଦେଖାଇ ନଥାନ୍ତି । ନିଜ ଭାବନାକୁ ଏମାନେ ଲୁଚେଇବା ପାଇଁ ଚେଷ୍ଟା କରନ୍ତି । କିନ୍ତୁ ଏମାନେ ସାମନାରେ ଥିବା ବ୍ୟକ୍ତି ମାନଙ୍କ ବିଷୟରେ ସବୁ ବେଳେ ଜାଣି ଯାଇ ଥାନ୍ତି । ଏମାନଙ୍କ ସମ୍ପର୍କ ଖୁବ ଭଲ ହୋଇ ଥାଏ ।

ଏମାନେ ନିଜ ଜୀବନ ସାଥି ସହ ସବୁ ବେଳେ ଖୁଶିରେ ରହିବା ପାଇଁ ପସନ୍ଦ କରନ୍ତି । ଏମାନେ ସାଧାରଣ ଭାବେ କାହା ସହ ମିଶିବା ପାଇଁ ପସନ୍ଦ କରି ନଥାନ୍ତି କିନ୍ତୁ ଏମାନେ ସବୁ ଠାରୁ ଅଲଗା ପୁଅ କୁ ବାଛି ନେଇ ଥାନ୍ତି ନିଜ ଜୀବନ ସାଥି ରୂପେ । ଯେଉଁ ମାନେ ଭି ଏମାନଙ୍କ ସହ ଶତ୍ରୁତା କରନ୍ତି ସେମାନଙ୍କ ସମୟ ଖରାପ ହୋଇ ଗଲା ଭଳି ଆପଣ ଜାଣି ନିଅନ୍ତୁ । ଏମାନେ ଖୁବ ପରିଶ୍ରମୀ ହୋଇ ଥିବା ହେତୁ ଏମାନେ କମ ସମୟରେ ଅଧିକ ଧନ କମେଇ ଥାନ୍ତି । ଏମାନେ ଯାହାକୁ ଭି କିଛି କଥା ଦେଇ ଥାନ୍ତି ନିଶ୍ଚିତ ଭାବେ ଏମାନେ ତାହାକୁ କରି କି ହିଁ ଛାଡନ୍ତି । ଏହି ରାଶିର ଲୋକ ମାନଙ୍କ ଶତ୍ରୁ ହେଉଛି ଏମାନଙ୍କ କ୍ରୋଧ ଏମାନେ କ୍ରୋଧରେ ଅନ୍ଧ ହୋଇ ଯାଇ ଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button