ଜ୍ୟୋତିଷ

ଏହି 6ଟି ନାମର ବ୍ୟକ୍ତିଙ୍କ ଅଟନ୍ତି ଦୁନିଆର ସବୁଠାରୁ ଭାଗ୍ୟଶାଳୀ ମଣିଷ, ମହାଦେବଙ୍କ ଅତି ପ୍ରିୟ ନାମ

ଆପଣ ଜାଣିଥିବେ କି ଭଗବାନ ଶିବ ହେଉଛନ୍ତି ସାରା ଦୁନିଆର ରକ୍ଷକ । ଆପଣ ଜାଣି ଥିବେକୀ ଭଗବାନ ବିଷ୍ଣୁ ହେଉଛନ୍ତି ସାରା ସଂସାରର ପାଳନ ହରତା । ସେ ଚାହିଁଲେ ଆମ ଲାଳନ ପାଳନ ରେ ମଧ୍ୟ ଅସୁବିଧା ହୋଇ ପାରେ ସେଥି ପାଇଁ ଆମେ ତାଙ୍କୁ ମାତା ପିତା ତୁଲ୍ୟ କହି ଥାଉ । ଆପଣ ଜାଣି ଥିବେ କି ଭଗବାନ ଶିବ ହେଉଛନ୍ତି ସର୍ବତ୍ର ପୂଜ୍ୟ କହିବାର ଅର୍ଥ ଏହା କି ତାଙ୍କୁ ଦେବତା ମାନେ ମଧ୍ୟ ପୂଜା କରନ୍ତି ସେ ଦେବଙ୍କ ଦେବ ମହାଦେବ ଅଟନ୍ତି ।

ଭଗବାନ ଶିବଙ୍କ ପୂଜାରେ ଦରକାର ଥିବା ସବୁ ଠାରୁ ଅଧିକା ଦରକାରୀ ଜିନିଷ ହେଉଛି ବେଳ ପତ୍ର ଓ କ୍ଷୀର । ଯେଉଁ ମାନେ ସବୁ ସୋମବାର ଦିନ କିଛି ଜଳ ମିଶାଇ କ୍ଷୀର ରେ ଏହାକୁ ଭଗବାନ ଙ୍କୁ ଅର୍ପଣ କରନ୍ତି ସେମାନେ ନିଶ୍ଚିତ ଭାବେ ଭଲ ପରିଣାମ ପାଇ ପାରିବେ । ଆପଣ ଜାଣି ଥିବେ କି ଯେଉଁ ମାନେ ଭଗବାନ ଶିବ ଙ୍କ ଆରାଧନା ଫଳ ମୂଳ ଦେଇ ନକରି ପାରିବେ ସେମାନେ ଯଦି କେବଳ ଏକ ବେଲ ପତ୍ର ଦେଇ ତାଙ୍କୁ ଆରାଧନା କରିବେ ସେ ନିଶ୍ଚିତ ଭାବେ ସେମାନଙ୍କର ପ୍ରାର୍ଥନା ଶୁଣିବେ । ଦେଖିବା ପାଇଁ ଗଲେ ଭଗବାନ ସାରା ଦୁନିଆରେ ଥିବା ସବୁ ପ୍ରକାର ଜୀବ ମାନଙ୍କ ଉପରେ ନିଜ ର ସମାନ ଦ୍ରୁଷ୍ଟି ଦେଇ ଥାନ୍ତି ।

ସେ ପ୍ରକୃତି ହେଉ କିମ୍ବା ଜୀବନ୍ତ ପଦାର୍ଥ । ସେଥି ପାଇଁ ସେ ନିଜ ଆଖ ପାଖରେ ମଧ୍ୟ ଜୀବ ମାନଙ୍କୁ ରାଖୀ ଥାନ୍ତି । ତାଙ୍କୁ ଅନ୍ୟ ନାମରେ ପଶୁ ପତି ବୋଲି କୁହାଯାଏ । କୁହାଯାଏ କି ଯେଉଁ ବ୍ଯକ୍ତିର ମୃ-ତ୍ୟୁ ଅକାରଣ ରେ କିମ୍ବା ଦୁର୍ଘଟଣା ରେ ହଠାତ ହେବାର ଆଶଙ୍କା ଥାଏ ସେ ସବୁ ବେଳେ ଯଦି ଭଗବାନ ମହାଦେବ ଙ୍କ ମୃ-ତ୍ୟୁଞ୍ଜୟ ମନ୍ତ୍ର ର ଜପ କରିବ ସେ ନିଶ୍ଚିତ ଭାବେ ଅପ ମୃ-ତ୍ୟୁ ରୁ ଉଧାର ପାଇବ । ଘରେ ଥିବା ସବୁ ପ୍ରକାର ନାକାରତ୍ମକ ଶକ୍ତି ମାନେ ସେହି ଜାଗରୁ ଚାଲି ଯାଇ ଥାନ୍ତି ଯେଉଁ ଜାଗାରେ ଭଗବାନ ଶିବ ଙ୍କ ଆରାଧନା ହୋଇ ଥାଏ । ଆଜି ଆମେ କିଛି ଏହି ଭଳି ନାମର ବ୍ୟକ୍ତିଙ୍କ ବିଷୟରେ କହିବା ପାଇଁ ଯାଉଛୁ ଯେଉଁ ମାନେ ଭଗବାନ ମହାଦେବ ଙ୍କ ସବୁ ଠାରୁ ନିକଟରେ ଥାନ୍ତି ।

ତେବେ ଆସନ୍ତୁ ଜାଣିବା ଏହା ବିଷୟରେ । କେଉଁ ନାମର ବ୍ୟକ୍ତି ମାନେ ଶୁଭ ଫଳ ପାଇ ଥାନ୍ତି । ପ୍ରଥମ ଅକ୍ଷର ହେଉଛି “A” । ଏହି ନାମର ବ୍ୟକ୍ତି ମାନେ ସବୁ ବେଳେ ନିଜ କାମ ସଠିକ ଭାବେ କରି ଥାନ୍ତି ଏମାନେ ସବୁ ବେଳେ ନ୍ୟାୟ ପ୍ରିୟ ହେବା ଦ୍ଵାରା ଭଗବାନ ଙ୍କ ପ୍ରିୟ ପାତ୍ର ହୋଇ ପାରି ଥାନ୍ତି । ଦ୍ଵିତୀୟ ଅକ୍ଷର ହେଉଛି “R” ଏହି ଅକ୍ଷର ର ବ୍ୟକ୍ତି ମାନେ ସବୁ ବେଳେ ନିଜ ଅପେକ୍ଷା ଜନ ମଙ୍ଗଳ ପାଇଁ ଚିନ୍ତା କରନ୍ତି ଏହି ପାଇଁ ଭଗବାନ ଙ୍କ ପ୍ରିୟ ହୋଇ ପାରି ଥାନ୍ତି ଏମାନେ । ତୃତୀୟ ଅକ୍ଷର ହେଉଛି “P” ଏହି ଅକ୍ଷର ରେ ଥିବା ବ୍ୟକ୍ତି ମାନେ ସବୁ ବେଳେ ଭଲ ଓ ଧାର୍ମିକ କାମରେ ମନ ଦେଇ ଥାନ୍ତି ।

ଏହା ପରେ ଚତୁର୍ଥ ଅକ୍ଷର ହେଉଛି “V” ଏହି ନାମର ବ୍ୟକ୍ତି ମାନଙ୍କ ଉପରେ ଭଗବାନ ଙ୍କ କୃପା ଜନ୍ମ ସମୟରୁ ହିଁ ରହି ଥାଏ । ପଞ୍ଚମ ଅକ୍ଷର ହେଉଛି “S” ଏହି ନାମେ ବ୍ୟକ୍ତି ମାନେ ସବୁ ବେଲେ ଭଗବାନ ଙ୍କ ଆରାଧନା ଓ ସାମାଜିକ କାମରେ ନିଜକୁ ବୁଡାଇ ରଖଟି ଏମାନେ ମଧ୍ୟ ପ୍ରିୟ ହୋଇଥାନ୍ତି ଭଗବାନ ଙ୍କର । ଷଷ୍ଠ ଅକ୍ଷର ହେଉଛି “D” ଏହି ନାମରେ ଥିବା ବ୍ୟକ୍ତି ମାନଙ୍କ ଉପରେ ବିଶେଷ ଶୁଭ ଦ୍ରୁଷ୍ଟି ରାଖୀ ଥାନ୍ତି ଭଗବାନ ଶିବ ଜି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button