ଜ୍ୟୋତିଷ

ଅନ୍ୟର ପତ୍ନୀ ସହ ସମ୍ବନ୍ଧ ରଖିଲେ କଣ ଦଣ୍ଡ ମିଳେ ? Garuda Purana

ପିଲା ଦିନୁ ଆମେ ଜାଣିଛେ କି ଭଗବାନ ସବୁ ଜାଗାରେ ଅଛନ୍ତି ସବୁ ଜିନିଷରେ ଅଛନ୍ତି ଏହା ମଧ୍ୟ ଜଣା ପଡି ଥାଏ କି ଆମେ ଯାହା ଭି କରୁଛେ ଏହାର ହିସାବ ମଧ୍ୟ ଭଗବାନ ରଖୀ ଥାନ୍ତି । ଯେଉଁ ମାନେ ମାନି ଥାନ୍ତି ସେମାନେ ସବୁ ବେଳେ ଏହା ହି ଜାଣି ଥାନ୍ତି କି ପିଲା ଯେଉଁ ଭଳି ଭୁଲ କଲେ କିଛି ନ ଜାଣିକି ଏହା କୁ ବଡ ଲୋକମାନେ କ୍ଷମା କରି ଦେଇ ଥାନ୍ତି । ଆଜି ଯଦି ଦେଖିବା ପାଇଁ ଯିବା ଭଗବାନ ମଧ୍ୟ ଏହି ଭଳି ଆମେ ଯେଉଁ ଭୁଲ କରି ଥାଉ ନ ଜାଣିକି ସେଇ ପାଇ ଭଗବାନ ଆମକୁ କ୍ଷମା କରି ଦେଇ ଥାନ୍ତି ।

କିନ୍ତୁ ଯଦି ଦେଖିବା ପାଇଁ ଯିବା ଆମେ ତ ଜାଣି ପାରିବା କି କିଛି ଏହି ଭଳି ଘଟଣା ମାନ ଥାଏ ଯାହାକୁ କ୍ଷମା କରି ହୁଏ ନି । କିନ୍ତୁ ଏହା ପାଇଁ ସେମାନଙ୍କୁ ବହୁତ କିଛି ଭୋଗିବା ପାଇଁ ପଡି ଥାଏ । ଆପଣ ମାନେ ଜାଣିକି ଆଶ୍ଚର୍ଯ୍ୟ ହେବେ କି କିଛି ଜିନିଷ ମାନ ଅଛି ଯାହାକୁ ଆମେ ସତ ମାନିବା ପାଇଁ ବାଧ୍ୟ ହୋଇ ଥାଉ ।

ଆପଣ ମାନେ ଏହା ଜାଣି ଥିବେ କି ଯେଉଁ ମାନେ ପାପ କରନ୍ତି ସେମାନଙ୍କୁ ନ-ର୍କ କୁ ଯିବାକୁ ହୋଇ ଥାଏ । କିନ୍ତୁ ଦେଖିବା ପାଇଁ ଯିବା ତ ଏହା ବିଷୟରେ ଗରୁଡ ପୁରାଣ ରେ ଲେଖା ହୋଇଛି । କି ଯେଉଁ ମାନେ ପାପ କରୁ ଛନ୍ତି ସେମାନେ ନ-ର୍କ କୁ ଯିବା ବେଳେ ବାଟରେ ଅନେକ ପ୍ରକାର କଷ୍ଟ ପାଇ ଥାନ୍ତି ।

କିଛି ନ ଖାଇ ସେମାନେ ଦିନ ସାରା ଭୁକିଲା ରହି କିଛି ନ ପିକି ପଥର ଭରା ରାସ୍ତା ରେ ଚାଲି ଯିବାକୁ ହୋଇ ଥାଏ । କେବଳ ଏହା ନୁହେଁ ଏହା ଶହ ସେମାନେ ଅଧିକ ଗରମ ରେ ମଧ୍ୟ ଚାଲି ଚାଲି ଯାଇ ଥାନ୍ତି ଏହା ସହ ସେମାନେ ଏହି ଭଳି ବର୍ଷା ରେ ଚାଲି ଯାଇ ଥାନ୍ତି ଯେଉଁ ତିରେ ସାମାନ୍ୟ ମଣିଷ ଯିବା ଅସମ୍ଭବ ହୋଇ ଥାଏ ।

ତେବେ ଦେଖିବା ପାଇଁ ଜୀବା ତ ଆମେ ଜାଣି ପାରିବା କି ଯାହାଭି କ୍ଷତି ହେଉଛି କିମ୍ବା ହେବା ଯାହାଭି କଷ୍ଟ ଆମେ ଦେଇ ଥିବୁ ଆଉ କାହାକୁ ଏହି ସବୁ କୁ ଏହି ରାସ୍ତାରେ ଭୋଗ କରିବା ପାଇଁ ପଡି ଥାଏ ।

ରାସ୍ତା ପଡୁଥିବା ବୈତରିଣୀ ନଦୀ ଯାହା କି ସବୁ ତୋଫାନ କୁ ଏକାଠି କରି ପାପୀଙ୍କ ପାଇଁ ରଖୀ ଥାଏ । ଏହା ସହ ଅନେକ ଅଜବ ପଶୁ ମାନଙ୍କ ଶି-କା-ର ବେଳେ ହୋଇ ଯାଇ ଥାଉ ଓ ଏହା ଠାରେ କ୍ଷତ ହେଲେ ଭାରି ନଥାଏ ।

ଏହା ହେବାର କାରଣ ହେଉଛି ଗରିବ ଙ୍କୁ ହଇରାଣ କରିବା, ପଶୁ ମାନଙ୍କ ଉପରେ ଅ-ତ୍ୟା-ଚା-ର କରିବା ଅଯଥା ରେ ଗଛ କୁ କା-ଟି-ବା ଭଳି କାମ ସବୁ ଯାହା ଭି ଆମେ କରୁଛେ ତାହା ର ପରିଣାମ ଆମକୁ ମିଳିବ ନିଶ୍ଚିତ ଭାବେ । ଆପଣ ମାନେ ସବୁ ବେଳେ ପ୍ରାର୍ଥନା କରିବେ କି ମୋ ଦ୍ଵାରା ଭୁଲ ହେଉ କିମ୍ବା ପାପ ନ ହେଉ କାଟନ ପାପ ଦ୍ଵାରା କେବେହେଲେ କାହାର ଭଲ ହୋଇ ନଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button