ରାଜ୍ୟ
-
ଦୟା, ମକରା, ଲୁଣା ଜଳ ବିଷ: ଭୁବନେଶ୍ବରର ବର୍ଜ୍ୟରେ ପୁରୀ ଜିଲ୍ଲା ଅଣନିଃଶ୍ବାସୀ
ପୁରୀ: ପୁରୀ ଜିଲ୍ଲାର ପିପିଲି, ଡେଲାଙ୍ଗ, ସତ୍ୟବାଦୀ, କଣାସ ଓ ବ୍ରହ୍ମଗିରି ଦେଇ ପ୍ରବାହିତ ହେଉଥିବା ନଦୀଜଳ ବିଷ ପାଲଟିଲାଣି। ବିଶେଷ କରି ଦୟା, ମକରା, ଲୁଣା…
Read More » -
ଜିଲ୍ଲା କଳାହାଣ୍ଡି, ଭରସା ନବରଙ୍ଗପୁର: ଚାଉଳ ପାଇଁ ୧୫କିମି ଯାତ୍ରା
ମୈଦଲପୁର: ଘର କଳାହାଣ୍ଡି ଜିଲ୍ଲ। କିନ୍ତୁ ନବରଙ୍ଗପୁର ଜିଲ୍ଲା ଉପରେ ଜୀବନ ଜୀବିକା ପାଇଁ ସଂପୂର୍ଣ୍ଣ ନିର୍ଭରଶୀଳ। ଏମିତି କଷ୍ଟକର ଜୀବନ ବିତାଉଛନ୍ତି ଦାବିରିଘାଟି ଗ୍ରାମବାସୀ। ଶିକ୍ଷା,…
Read More » -
ଆଜି ବରଗଡ଼ ବନ୍ଦ: ଜଙ୍ଗଲରୁ ଯୁବତୀ ଉଦ୍ଧାର ଘଟଣାରେ ୩ ଗିରଫ
ବରଗଡ଼/ବୁର୍ଲା: ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ହୋଇଥିବା ଯୁବତୀ କୁର୍ଲା ଜଙ୍ଗଲରୁ କ୍ଷତବିକ୍ଷତ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ଏବେ ବି ସେ ବୁର୍ଲା ବଡ଼ ଡାକ୍ତରଖାନା…
Read More » -
ନବ ଦାସ ହତ୍ୟା ମାମଲା: କୁଆଡ଼େ ଗଲା ଗୁଳି ବାଜିଥିବା ସାର୍ଟ?
ଝାରସୁଗୁଡ଼ା: ନବ ଦାସ ହତ୍ୟା ମାମଲାରେ ନୂଆ ନୂଆ ଘଟଣା ସାମନାକୁ ଆସୁଛି। ହତ୍ୟା ସମୟରେ ନବ ଦାସ ପିନ୍ଧିଥିବା ସାର୍ଟକୁ କ୍ରାଇମ୍ବ୍ରାଞ୍ଚ କାହିଁକି ଜବତ କଲାନି…
Read More » -
ଇ-କେୱାଇସି ଖୋଲୁଛି ଗୁମର: ୧୩୫ ଚାକିରିଆ ନେଉଛନ୍ତି ରାସନ, ତାଲିକାରେ ଶିକ୍ଷକ, ପୁଲିସ, ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ
ହାଟଡିହି: ଇ-କେୱାଇସିରୁ ରାସନ ଦୁର୍ନୀତିର ସାଂଘାତିକ ଗୁମର ଖୋଲୁଛି। ବାଲେଶ୍ବର ଜିଲ୍ଲାର ବାଲିଆପାଳ ପରେ ଏବେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ରେ ମାଳମାଳ ସରକାରୀ ଚାକିରିଆ ଖାଦ୍ୟ…
Read More » -
ଅଢେଇ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଦେଶୀ ମଦ ଓ ମହୁଲ ପୋଚ ଜବତ
ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଅବକାରୀ ଉପଅଧୀକ୍ଷକ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଇରଙ୍ଗପୁର ଉପଖଣ୍ଡ ଅବକାରୀ ରେଞ୍ଜ ପକ୍ଷରୁ ରାଇରଙ୍ଗପୁର ଅବକାରୀ ନିରୀକ୍ଷକ ବିନୟ ପ୍ରକାଶ…
Read More » -
ରାଇରଙ୍ଗପୁର ଟୁସୁମେଳାରେ ୩୦ ହଜାରରୁ ଊର୍ଦ୍ଧ୍ଵ ଦର୍ଶକ
ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡର ସବୁଠାରୁ ଆକର୍ଷଣୀୟ ରାଇରଙ୍ଗପୁର ବ୍ଲକ୍ ପଡିଆଠାରେ ବାମନଘାଟୀ ଯୁବକ ସଂଘ ପକ୍ଷରୁ ୨୦ତମ ବିଶାଳ ଟୁସୁମେଳା ମହାଆଡ଼ମ୍ବର ସହକାରେ ଅନୁଷ୍ଠିତ…
Read More » -
ଇ-କେୱାଇସି ଖୋଲିଲା ରାସନ୍ ଗୁମର: ଧରାପଡ଼ିଲେ ୧୬୫ ସରକାରୀ ଚାକିରିଆ
ବାଲିଆପାଳ: ଇ-କେୱାଇସି ପ୍ରକ୍ରିୟା ଏବେ ସରକାରୀ ଚାକିରିଆଙ୍କ ଅସଲ ମୁଖା ଖୋଲି ଦେଇଛି। ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ୍ରେ ରାସନ୍ ସାମଗ୍ରୀ ନେଉଥିବା ୧୬୫ ଜଣ ସରକାରୀ…
Read More » -
ଲାଗିଲା ଯୁବତୀ ଚାଲାଣ ଦଫା: ଭଡ଼ାରେ ନେଉଥିଲେ କଲ୍ଗାର୍ଲ!
ଭୁବନେଶ୍ବର: ଠକ ଯୋଡ଼ି ହଂସିତା-ଅନୀଲ୍ ଗିରଫ ମାମଲାରେ କମିସନରେଟ୍ ପୁଲିସ ପଛକୁ ପଛ ନୂଆ ମାମଲା ଯୋଡ଼ିବାରେ ଲାଗିଛି। ଗୋଟିଏ ପଟେ କୋର୍ଟରେ ହଂସିତାଙ୍କ ଜାମିନ ଆବେଦନର…
Read More » -
ଓଡ଼ିଶାରେ ବିଚିତ୍ର ସ୍କୁଲ ଶିକ୍ଷା ବ୍ୟବସ୍ଥା: କମ୍ପ୍ୟୁଟର ନାହିଁ, ଇଣ୍ଟରନେଟ୍ ଅଛି
ଭୁବନେଶ୍ବର: ରାଜ୍ୟରେ ସରକାରୀ ସ୍କୁଲ୍ଗୁଡ଼ିକରେ କମ୍ପ୍ୟୁଟର ଶିକ୍ଷା ଆଦୌ ଉତ୍ସାହଜନକ ନୁହେଁ। ପ୍ରାୟ ୪୫% ସରକାରୀ ସ୍କୁଲ୍ରେ କମ୍ପ୍ୟୁଟର ସୁବିଧା ହିଁ ନାହିଁ। ଯେଉଁଠି କମ୍ପ୍ୟୁଟର ଅଛି…
Read More »