ରାଜ୍ୟ
-
ଗାଁ ଦାଣ୍ଡରେ ବୁଲୁଛି ଅଜଣା ଜନ୍ତୁ, ବାଘ ହୋଇଥିବା ନେଇ ଆତଙ୍କିତ ହେଲେଣି ଗ୍ରାମବାସୀ
ସିସିଟିଭିରେ କଏଦ ହୋଇଛି ଅଜଣା ଜନ୍ତୁ ବୁଲୁଥିବାର ଦୃଶ୍ୟ । ଛାନିଆ ହେଉଛନ୍ତି ଗାଁ ଲୋକେ । କାଳେ ଅଜଣା ଜନ୍ତୁ ହାବୁଡ଼ରେ ପଡିଯିବେ ଆଉ ଜୀବନ…
Read More » -
ଡେଲାଙ୍ଗ ଓ ନିମାପଡ଼ାରେ ବାର୍ଡ଼ ଫ୍ଲୁ ଚିହ୍ନଟ, ୩ ହଜାର ୨୦୦ କୁକୁଡ଼ା ମରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ
ପିପିଲି : ପିପିଲି ପରେ ଡେଲାଙ୍ଗ ଓ ନିମାପଡ଼ାରେ ବାର୍ଡ଼ ଫ୍ଲୁ ଚିହ୍ନଟ l ନମୁନା ପରୀକ୍ଷାରୁ ଆସିଛି ପଜିଟିଭ୍ ରିପୋର୍ଟ । ଡେଲାଙ୍ଗ ମୋଟରି ପଞ୍ଚାୟତର ସୁମିତ୍ରା…
Read More » -
ନାଲିଫିତା ତଳେ ଛତିଶା ଜଳ ନିଷ୍କାସନ ବ୍ୟବସ୍ଥା: ଆନ୍ଦୋଳନ ଧମକ ପରେ ଆଲୋଚନା ପାଇଁ ଦିନ ଧାର୍ଯ୍ୟ କଲା ପ୍ରଶାସନ
ଗୁରୁଡିଝାଟିଆ: ୫୬ବର୍ଷ ଧରି ସରକାରଙ୍କ ନାଲିଫିତା ତଳେ ଅଟକି ରହିଛି ଛତିଶା ଜଳ ନିଷ୍କାସନ ବ୍ୟବସ୍ଥାର ଭାଗ୍ୟ । ବଦଳୁଛନ୍ତି ପ୍ରଶାସନିକ ଅଧିକାରୀ ବଦଳୁଛି ସରକାର। ହେଲେ…
Read More » -
ଗାଁକୁ ଫେରିଲା ଦାଦନର ମୃତଦେହ
ଲୋଇସିଂହା, 31 ଅଗଷ୍ଟ (ହି.ସ.) ଦାଦନ ଖଟିବାକୁ ଯାଇଥିଲେ, ଶବ ହୋଇ ଫେରିଲେ । ଲୋଇସିଂହା ନିର୍ବାଚନ ମଣ୍ଡଳୀ ପୁଇଁତଳା ବ୍ଲକ ବେଲବାହାଳି ଗ୍ରାମର ଭୋଜରାଜ ପରୁଆ…
Read More » -
୨୦୦କୋଟି ଡଲାର ଏଫ୍ଡିଆଇ ଆଣିବାକୁ ଯୋଜନା
ଭୁବନେଶ୍ବର: ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଆସନ୍ତା ୫ବର୍ଷରେ ‘ଉତ୍କର୍ଷ ଓଡ଼ିଶା’ ପୁଞ୍ଜିବିନିଯୋଗ ସମ୍ମିଳନୀ ମାଧ୍ୟମରେ୨୦୦କୋଟି ଡଲାରରୁ ଅଧିକ ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍ଡିଆଇ)…
Read More » -
‘ନୂଆ-ଓ’ ବନ୍ଦ: ଛାତ୍ରଛାତ୍ରୀଙ୍କୁ ଆଉ ମିଳିବନି ୯-୧୦ ହଜାର
ଭୁବନେଶ୍ବର: ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଶିକ୍ଷାଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କୁ ଆଉ ୧୦ ହଜାର ଟଙ୍କା ମିଳିବ ନାହିଁ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସରକାର ସମୟରେ…
Read More » -
ବିଷାକ୍ତ ମଦ ନେଲାଣି ୨୩୧ ଜୀବନ
ଭୁବନେଶ୍ବର: ଏଯାବତ ବିଷାକ୍ତ ମଦ ନେଲାଣି ୨୩୧ ଜୀବନ । ଆଜି ଗୃହରେ ମଦ ମୃତ୍ୟୁ ଉପରେ ଉତ୍ତର ରଖି ଏହା କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥିରାଜ…
Read More » -
ହାଇକୋର୍ଟରେ ଗଡୁଛି ଲକ୍ଷେ ଉପରେ ମାମଲା, ଖାଲି ପଡିଛି ୧୯୫ ବିଚାରପତି ପଦବୀ
ଭୁବନେଶ୍ବର: ଓଡିଶା ହାଇକୋର୍ଟରେ ଗତ ୫ ବର୍ଷରେ ୫୫ ହଜାର ୨୦୩ଟି ମାମଲାର ଫଇସଲା ହୋଇଥିବା ବେଳେ ଏବେବି ଗଡୁଛି ଲକ୍ଷେ ଉପରେ ମାମଲା । ହାଇକୋର୍ଟରେ…
Read More » -
ବଙ୍ଗୋପସାଗରରେ ଅବପାତ ରୂପ ନେଲା ସୁଦୃଶ୍ୟ ଲଘୁଚାପ; ଏହି ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷିବ
ଭୁବନେଶ୍ବର: ଅବପାତରେ ପରିଣତ ହୋଇଛି କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ । ଫଳରେ ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି…
Read More » -
ସୁଭଦ୍ରା ଯୋଜାନା: ସେପ୍ଟେମ୍ୱର ୧୭ରେ ପ୍ରଥମ କିସ୍ତି
ଭୁବନେଶ୍ୱର : ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଏବର୍ଷ ରକ୍ଷା ବନ୍ଧନ ଚାଲି ଯାଇଥିବାରୁ ପ୍ରଥମ କିସ୍ତି ସେପ୍ଟେମ୍ବର…
Read More »