ରାଜ୍ୟ

ସୁଭଦ୍ରା ଯୋଜାନା: ସେପ୍ଟେମ୍ୱର ୧୭ରେ ପ୍ରଥମ କିସ୍ତି

ଭୁବନେଶ୍ୱର : ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଏବର୍ଷ ରକ୍ଷା ବନ୍ଧନ ଚାଲି ଯାଇଥିବାରୁ ପ୍ରଥମ କିସ୍ତି ସେପ୍ଟେମ୍ବର ୧୭ ତାରିଖରେ ମିଳିବ । ଏନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । କେମିତି ସହଜରେ ସୁଭଦ୍ରା ଯୋଜନାର ଲାଭ ଉଠାଇପାରିବେ ସେଥିପ୍ରତି ଧ୍ୟାନ ଦିଆଯିବ ।

ଫର୍ମ ପାଇଁ ଅଯଥା ଭିଡ଼ ନ କରିବାକୁ କୁହାଯାଇଛି । ସ୍ବଚ୍ଛଳ ବର୍ଗଙ୍କୁ ଛାଡ଼ିଲେ ପାଖାପାଖି ସମସ୍ତେ ସୁଭଦ୍ରା ଯୋଜନାର ଲାଭ ଉଠାଇ ପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button